Browsing Category
ବିଦେଶ
ଦେଶରେ କମୁଛି କରୋନା ସଂକ୍ରମଣ, ଆଜି ୯୫୫ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ଫିଲିପାଇନ୍ସରେ ସେନାଙ୍କ ବିମାନ ଦୁର୍ଘଟଣା, ୮୫ଜଣ ଲୋକ କରୁଥିଲେ ଯାତ୍ରା
ନୂଆଦିଲ୍ଲୀ: ଫିଲିପାଇନ୍ସରେ ରବିବାର ଦିନ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଯାଇଛି । ଏଥିରେ ସେନାଙ୍କର ଏକ ବିମାନ କ୍ରସ୍ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ସେହି ସମୟରେ ୮୫ ଜଣ ଲୋକ ରହିଥିଲେ…
ଅଡ଼ୁଆରେ ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋ, ଟିକା ଦୁର୍ନୀତି ଅଭିଯୋଗରେ ଅପରାଧିକ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟର ମଞ୍ଜୁରୀ
ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଭାରତ ବାୟୋଟେକ୍ ପାଖରୁ ଅଧିକ ଦାମରେ ଭ୍ୟାକସିନ୍ ଡିଲ୍ କରିଥିବା ଅଭିଯୋଗରେ ଏବେ ବୋଲସନାରୋଙ୍କ ବିରୋଧରେ ତଦନ୍ତ କରାଯିବ ।…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୮୭ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୪୨ ଲକ୍ଷ ୩୧…
ସେନା ଗୁଳିରେ ଟଳିଲେ ୨୦ ଆତଙ୍କୀ
ନୂଆଦିଲ୍ଳୀ: ଶନିବାର ସେନା ଗୁଳିରେ ଟଳି ପଡିଛନ୍ତି ୨୦ ତାଲିବାନ ଆତଙ୍କୀ । ସେନା ଏବଂ ତାଲିବାନ ଆତଙ୍କୀଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ୩ ଜଣ ଆଫଗାନୀ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଆଫଗାନିସ୍ତାନର ବଦାକ୍ଷାନ…
ମେକ୍ସିକୋର ସମୁଦ୍ରରେ ଲାଗିଛି ଭୟଙ୍କର ନିଆଁ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ
ମେକ୍ସିକୋ: ଲାଟିନ୍ ଆମେରିକୀ ଦେଶ ମେକ୍ସିକୋର ଗଲ୍ଫରେ ସମୁଦ୍ରରେ ନିଆଁ ଲାଗିଯାଇଛି । ପାଣିରେ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କୁ ତାଜୁବ୍ କରିଛି । ତେବେ ଏହା ପଛର କାରଣ ହେଉଛି ପାଣି ଭିତରେ ଯାଇଥିବା ପାଇପଲାଇନ୍ ରୁ…
୫ ମାସର ଶିଶୁ ପାଲଟିଗଲା ପଥର, ଜାଣନ୍ତୁ ଏହି ରୋଗ ପଛର କାରଣ
ନୂଆଦିଲ୍ଲୀ: ୫ ମାସର ଶିଶୁଟିଏ । ଯେଉଁ ବୟସରେ ସେ ମାଆ କୋଳରେ ଖେଳିବା କଥା, ସେହି ସମୟରେ ତା’ ପ୍ରତି ଈଶ୍ୱର ସହାୟ ହୋଇନାନ୍ତି । ବ୍ରିଟେନରେ ଜନ୍ମିତ ଏହି ଶିଶୁଟି ଫାଇବ୍ରୋଡାଇସପ୍ଲାସିଆ ଓସିଫିକାନ୍ସ ପ୍ରୋଗ୍ରେସିଭା…
ଆମେରିକା-କାନାଡାରେ ଭୀଷଣ ଗରମ ସାଜିଛି କାଳ, ଲୁ’ରେ ପ୍ରାଣ ହରାଇଲେଣି ୫୮୦
ନୂଆଦିଲ୍ଳୀ: ଆମେରିକା ଓ କାନାଡାରେ ଭୀଷଣ ଗରମ ବଢ଼ିବାରେ ଲାଗିଛି । ଅତ୍ୟଧିକ ଗରମ ସହ୍ୟ କରିନପାରି ପ୍ରାଣ ହରାଉଛନ୍ତି । ଏହି ଦୁଇ ଦେଶରେ ଏଯାବତ୍ ମୋଟ ୫୮୧ ଜଣ ପ୍ରାଣ ହରାଇଲେଣି । ଆମେରିକାରେ ପ୍ରଶାନ୍ତ…
ସ୍କୁଲ ନଯିବା ପାଇଁ କୋଭିଡ୍ ଟେଷ୍ଟ୍ କିଟରେ ଲେମ୍ବୁ ରସ ପକାଇ ପିଲା ତିଆରି କରୁଛନ୍ତି ପଜିଟିଭ୍ ରିପୋର୍ଟ
ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢ଼େଇ ଜାରି ରଖିଛି । ଏହା ଭିତରେ ୟୁକେରୁ ଏକ ଆଶ୍ଚର୍ଯ୍ୟ .କରିବା ପରି ଖବର ସାମନାକୁ ଆସିଛି । ଏଠାରେ କିଛି ଛାତ୍ରଛାତ୍ରୀ ସ୍କୁଲ ନ ଯିବା ପାଇଁ ନିଜର ଫେକ୍ କରୋନା…
ରାଫେଲ୍ ଚୁକ୍ତିର ଯାଞ୍ଚ ପାଇଁ ଫ୍ରାନ୍ସ ନେଲା ବଡ଼ ପଦକ୍ଷେପ, ସ୍ୱତନ୍ତ୍ର ବିଚାରପତି ହେଲେ ନିଯୁକ୍ତ
ନୂଆଦିଲ୍ଲୀ: ରାଫେଲ୍ ଡିଲ୍ ରେ ଫ୍ରାନ୍ସ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ସହିତ ହୋଇଥିବା ୫୯ ହଜାର କୋଟି ଟଙ୍କାର ହୋଇଥିବା ରାଫେଲ୍ ଚୁକ୍ତିରେ ତଥାକଥିତ ଦୁର୍ନୀତିର ଏବେ ଫ୍ରାନ୍ସରେ ନ୍ୟାୟିକ ଯାଞ୍ଚ…