Browsing Category
ବିଦେଶ
ବିଲକୁ ନେଇ ସାଂସଦଙ୍କ ମଧ୍ୟରେ ହଙ୍ଗାମା; ପରସ୍ପରକୁ ମାରିଲେ ଶକ୍ତ ଚାପୁଡ଼ା, ଦେଖନ୍ତୁ Video
ଘାନାର ସଂସଦରେ ଏକ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ସରକାର ଓ ବିରୋଧୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦ ଏତେ ବଢ଼ିଗଲା ଯେ, ସାଂସଦମାନେ ପରସ୍ପରକୁ ଚାପୁଡ଼ା ଓ ଗୋଇଠା ମରାମରି ହୋଇଥିଲେ । ଏହି…
ହେଲିକାପ୍ଟର କ୍ରାସ୍: ଥଣ୍ଡା ପାଣିରେ ୧୨ ଘଣ୍ଟା ପହଁରି ଜୀବନ ବଞ୍ଚାଇଲେ ମନ୍ତ୍ରୀ ଓ ବାୟୁସେନାର ଅଧିକାରୀ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଦୁନିଆରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ମଧ୍ୟରେ ଆଫ୍ରିକୀୟ ଦେଶ ମାଡାଗାସ୍କରର ପୋଲିସ ମନ୍ତ୍ରୀ ଓ ଜଣେ ବାୟୁସେନାର ଅଧିକାରୀ ଜବରଦସ୍ତ ସାହସର ପରିଚୟ…
ୟୁକେରେ କରୋନାର ମହାଲହର, ପ୍ରଥମ ଥର ପାଇଁ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣିଥରେ କୋଭିଡ୍-୧୯ ମହାମାରୀର ଭୟାବହ ରୂପ ଦେଖିବାକୁ ମିଳିଛି । ୟୁକେ ରେ ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ କୋଭିଡ୍ ର ସର୍ବାଧିକ…
୨୦୨୧ରେ ଏହିସବୁ ଆଡଲ୍ଟ ଷ୍ଟାରଙ୍କୁ କରାଯାଇଛି ସର୍ବାଧିକ ଥର ସର୍ଚ୍ଚ, ଟପ୍ ରେ ରହିଛି ଏହି ଦେଶ
ନୂଆଦିଲ୍ଲୀ: ୨୦୨୧ ସରିବାକୁ ଆଉ ମାତ୍ର ଅଳ୍ପ ଦିନ ରହିଲା । ୨୦୨୦ ବର୍ଷ ପରି ୨୦୨୧ ରେ ମଧ୍ୟ ଅଧିକାଂଶ ଲୋକ ଘରେ ରହି ସମୟ ବିତାଇଛନ୍ତି । କରୋନା ମହାମାରୀ ପାଇଁ ବିଭିନ୍ନ କାର୍ଯ୍ୟନୁଷ୍ଠାନ ବନ୍ଦ ରହିଥିବାରୁ ଲୋକମାନେ…
ଓମିକ୍ରନ ଭୟ: ଚତୁର୍ଥ ବୁଷ୍ଟର ଡୋଜକୁ ଅନୁମତି ଦେଲା ଏହି ରାଷ୍ଟ୍ର
ନୂଆଦିଲ୍ଳୀ:ଓମିକ୍ରନକୁ ନେଇ ଇସ୍ରାଏଲର ଏକ ନୂଆ ଘୋଷଣା । ଓମିକ୍ରନ ଭାଇରସ୍କୁ ରକିବା ପାଇଁ ଚତୁର୍ଥ ବୁଷ୍ଟର୍ ଡୋଜ ଟିକା ନେବାକୁ ପଡିବ । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ମଙ୍ଗଳବାର କହିଛନ୍ତି ଯେ, ସମସ୍ତ କର୍ମଚାରୀ…
(ଭିଡ଼ିଓ)ଦୁବାଇର ଶାସକଙ୍କୁ ଛାଡ଼ପତ୍ର ମାଗିଲେ ପୂର୍ବପତ୍ନୀ, ମିଳିଲା ଏତେ ଟଙ୍କା ଯେ ଗଣି ଗଣି ଥକିଯିବେ
ଲଣ୍ଡନ: ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ତାଙ୍କ ପୂର୍ବତନ ପତ୍ନୀ ରାଜକୁମାରୀ ହୟରଙ୍କୁ ପାଖାପାଖି ୫୫୦୦ କୋଟି ଟଙ୍କା କ୍ଷତିପୂରଣ ଦେବେ ବୋଲି ବିଟ୍ରେନର ଏକ ହାଇକୋର୍ଟ ମଙ୍ଗଳବାଦ ଦିନ ନିର୍ଦ୍ଦେଶ…
ଏଠାରେ ଭଡ଼ାରେ ମିଳୁଛି ଜେଲ୍, ରହିବାକୁ କଏଦୀ ବି ରାଜି; ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ସରକାର ବି ପ୍ରସ୍ତୁତ
କୋପେନହେଗନ: କଏଦୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଜେଲ ଭଡ଼ାରେ ନେବାକୁ ଯାଉଛି ଡେନମାର୍କ । ଏହି ବିଷୟରେ ସେ କୋସୋଭୋ ସହିତ ଯୁକ୍ତି କରିଛି, ଯାହା ଅଧିନରେ ୩୦୦ ଜେଲ ସେଲ୍ ଭଡ଼ାରେ ନିଆଯିବ । ୫ ବର୍ଷର ପ୍ରାରମ୍ଭିକ ଅବଧି…
(ଭିଡ଼ିଓ)ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ, ଚତୁର୍ଥ ବୁଷ୍ଟର ଡୋଜ୍ ପାଇଁ ଚାଲିଛି ପ୍ରସ୍ତୁତି
ନୂଆଦିଲ୍ଲୀ: ଇସ୍ରାଏଲରେ ଓମିକ୍ରନ ଯୋଗୁଁ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଇସ୍ରାଏଲ ସରକାର ଦେଶରେ ବିମାନ ଚଳାଚଳ ଉପରେ…
ଗୋଟେ ସପ୍ତାହରେ ୩ରୁ ୭୩ ପ୍ରତିଶତରେ ପହଞ୍ଚିଲା ଓମିକ୍ରନ୍ ସଂକ୍ରମଣ, ଜଣଙ୍କର ହୋଇଛି ମୃତ୍ୟୁ
ନୂଆଦିଲ୍ଲୀ: ଆମେରିକାରେ ଓମିକ୍ରନ୍ କାୟା ମେଲାଇବାରେ ଲାଗିଛି । ଅଦ୍ୟତନ ରିପୋର୍ଟ ଅନୁସାରେ , ଆମେରିକାରେ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ମୋଟ ସାମ୍ପଲରୁ ୭୩ ପ୍ରତିଶତ ଓମିକ୍ରନ୍ ମାମଲା ରହିଛି । ଆପଣ ମାନେ…
ଗାବ୍ରିଏଲ୍ ବୋରିକ୍ ହେଲେ ଚିଲିର ସର୍ବକନିଷ୍ଠ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଚିଲିର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ବାମପନ୍ଥୀ ନେତା ଗାବ୍ରିଏଲ ବୋରିକ୍ । ବୋରିକ୍ ଚଳିତ ନିର୍ବାଚନରେ ୫୬ ପ୍ରତିଶତ ମତ ହାସଲ କରିବା ସହ ଦକ୍ଷିଣପନ୍ଥୀ ନେତା ଜୋସ ଏନ୍ତୋନିୟୋଙ୍କୁ ମାତ୍…