Browsing Category

ଦେଶ

ଓଡ଼ିଶାରେ ନିର୍ମାଣ ହେବ ପେଟ୍ରୋଲିୟମ ଭଣ୍ଡାର, ପ୍ରାଇଭେଟ୍ କମ୍ପାନୀ ହାତକୁ ଚାଲିଯିବ ତୈଳ ବଣ୍ଟନ କ୍ଷମତା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାଫଳରେ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ମଧ୍ୟରେ ରହିଥିବା ଦେଖାଯାଉଛି । ତେବେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ…

କରୋନା ମୃତକଙ୍କ ପରିବାରକୁ ଆଶ୍ୱସ୍ତି! ଏବେ ପ୍ରତି ମାସରେ ମିଳିବ ଏତେ ଟଙ୍କାର ପେନସନ, ଶ୍ରମ ମନ୍ତ୍ରାଳୟର ମଞ୍ଜୁରୀ

ନୂଆଦିଲ୍ଲୀ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଲକ୍ଷାଧିକ ଜୀବନ ଚାଲିଯାଇଛି । ଏହାରି ମଧ୍ୟରେ କରୋନା ମୃତକଙ୍କ ପରିବାର ପାଇଁ ଆସିଛି ଆଶ୍ୱସ୍ତିକର ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ ବା ESIC ନିକଟରେ…

ଟ୍ୱିଟର୍‌ ଇଣ୍ଡିଆ ମୁଖ୍ୟଙ୍କୁ ମିଳିଲା ଆଶ୍ୱସ୍ତି, ୟୁପି ପୁଲିସର ନୋଟିସକୁ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ କର୍ଣ୍ଣାଟକା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସିଆରପିସିର ଧାରା ୪୧ଏ ଅନୁଯାୟୀ ଉତ୍ତର ପ୍ରଦେଶ ପୋଲିସ୍‌ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ…

ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ମୃତ୍ୟୁସଂଖ୍ୟା ୧୩୫କୁ ବୃଦ୍ଧି, ସରକାର କହିଲେ- ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ : କରୋନା ମହାମାରୀ ସହ ଲୋକମାନେ ଲଢ଼େଇ କରୁଥିବା ବେଳେ ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଛି ବର୍ଷା । ଗତ ଗୁରୁବାର ସନ୍ଧ୍ୟାଠାରୁ ବର୍ତ୍ତମାନ ସୁଦ୍ଧା ବର୍ଷା ସହ ଜଡିତ ଘଟଣାରେ ୧୩୬ ଲୋକଙ୍କ ମୃତ୍ୟୁ ହୋଇଛି ।…

ଭାରତୀୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବସିବା ସ୍ଥାନରୁ ଛିଡ଼ା ହୋଇ ଜଣାଇଲେ ସମ୍ମାନ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ-୨୦୨୦ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ଙ୍କ ଗହଣରେ ଉଦଘାଟନୀ ସମାରୋହ ବଡ଼ ଉତ୍ସାହର ସହ ପାଳିତ ହୋଇଯାଇଛି।…

ଆକାଶ-ଏନଜି ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଶୁକ୍ରବାର ଓଡିଶା ଉପକୂଳ ଚାନ୍ଦୀପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ନୂତନ ଜେନେରେସନ୍ ଆକାଶ-ଏନଜି ମିସାଇଲର ସଫଳତାର ସହ ପରୀକ୍ଷଣ କରାଯାଇଛି । ସୂଚନା ଅନୁଯାୟୀ ବହୁଦେଶୀୟ ରାଡାର, କମାଣ୍ଡ,…

ଟୋକିଓ ଅଲିମ୍ପିକ୍ ଉଦଘାଟନୀ ସମାରୋହ ଜାରି; ମେରିକମ୍ ଓ ମନପ୍ରୀତ୍ କଲେ ଭାରତୀୟ ଦଳର ନେତୃତ୍ୱ

ନୂଆଦିଲ୍ଲୀ: ଖେଳର ମହାକୁମ୍ଭ ଅଲିମ୍ପିକ ମହାସମର ଆରମ୍ଭ ହୋଇଯାଇଛି । ମହା ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବର୍ତମାନ କରୋନା ମହାମାରୀର କହର ଜାରି ରହିଥିବାରୁ ସତର୍କତା ପୂର୍ବକ ବହୁ…

ତିନି ବର୍ଷ ବୟସରେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଅନେକ ସମୟରେ ଛୋଟ ପିଲା ବିଭିନ୍ନ ଆଶ୍ଚର୍ଯ୍ୟଜନକ କାମ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି । ସେହିଭଳି ଜଣେ କୁନିଝିଅ ଯୋଗରେ ତାଙ୍କର ପ୍ରତିଭା ଦେଖାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । କେବଳ ସେତିକି…

ଜାଣନ୍ତି କି ’କ୍ୟାପ୍ଟେନ୍‌ ଇଣ୍ଡିଆ’ ସମ୍ପର୍କରେ, ତେବେ ପଢ଼ନ୍ତୁ…

ମୁମ୍ବାଇ: ଆସୁଛି ’କ୍ୟାପ୍ଟେନ୍‌ ଇଣ୍ଡିଆ’। କମାଲ୍‌ କରିବେ କାର୍ତ୍ତିକ। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହାନସଲ ମେହେଟ୍ଟା, ରୋନି ସ୍କ୍ରୁଭାଲା ଓ ହରମାନ ବାୱେଜାଙ୍କ ଦ୍ୱାରା ନିର୍ମିତ 'କ୍ୟାପ୍ଟେନ ଇଣ୍ଡିଆ'…

ପେଗାସସ୍ ସ୍ପାଏୱେୟାର୍ ମାମଲା: ପଦାକୁ ଆସିଲା ଦ୍ୱିତୀୟ ଲିଷ୍ଟ୍, ଜାଣନ୍ତୁ କେଉଁ ମାନଙ୍କର ନାଁ ରହିଛି ସାମିଲ

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚରକୁ ନେଇ ବିବାଦ ଲାଗି ରହିଛି । ଇତି ମଧ୍ୟରେ ଗୁରୁବାର ଦିନ ଏହାର ଆଉ ଏକ ତାଲିକା ସାମନାକୁ ଆସିଛି । ଏଥିରେ ଅନେକ ବରିଷ୍ଟ ଅଧିକାରୀ ମାନଙ୍କ ନାଁ ରହିଛି । ତାଲିକାରେ ସିବିଆଇର ପୂର୍ବ…