CHARIDHAM
Browsing Category

ଦେଶ

ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଭାରତ ସରକାର କରିବେ ୨୨୩୦ କୋଟିର ଋଣ; ଚୁକ୍ତି ସାଇନ କଲା ଏଡିବି ବ୍ୟାଙ୍କ

ନୂଆଦିଲ୍ଳୀ: ଦେଶରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୨୨୩୦ କୋଟି ଟଙ୍କା ଋଣ କରିବେ ଭାରତ ସରକାର । ଏନେଇ ଭାରତ ସରକାର ଓ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ମଧ୍ୟରେ ୩୦୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୨୨୩୦ କୋଟି…

ନାବାଳିକା ଝିଅ ସହ ୨ ବର୍ଷ ଧରି ଦୁଷ୍କର୍ମ କରୁୁଥିଲା ବାପା, ମିଳିଲା ମୃତ୍ୟୁଦଣ୍ଡ

ପିଲାଙ୍କ ପାଇଁ ବାପା ମାଆ ହେଉଛନ୍ତି ଚଳନ୍ତି ଦେବତା । ଦେଖିବାକୁଗଲେ ଆଜିର ଦୁନିଆରେ ଗୋଟିଏ ଝିଅ କେବଳ ତାର ପରିବାର ସହ ନିଜକୁ ସୁରକ୍ଷିତ ମନେକରେ । ତେବେଏମିତିରେ ଯଦି ପିଲାମାନେ ନିଜଘରେ ହିଁ ଅସୁରକ୍ଷିତ ମନେକରିବେ…

୩ କୃଷି ଆଇନ୍ ରଦ୍ଦ ହେବା ଦିଗରେ ପ୍ରଥମ ପଦକ୍ଷେପ, ବାଜିଲା କ୍ୟାବିନେଟ୍ ମୋହର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ୩ କୃଷି ଆଇନକୁ ରଦ୍ଦ କରିବା ଦିଗରେ ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ବୁଧବାର ଦିନ ହୋଇଥିବା କ୍ୟାବିନେଟ୍ ବୈଠକରେ ୩ କୃଷି ଆଇନକୁ ପ୍ରତ୍ୟାହାର…

ଆମେ ଗମ୍ଭୀରଙ୍କୁ ଛାଡ଼ିବୁ ନାହିଁ: ISIS ପକ୍ଷରୁ ହତ୍ୟା ଧମକ ମିଳିବା ପରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଆଇଏସଆଇଏସ କଶ୍ମୀର ପକ୍ଷରୁ ଏହି ଧମକ ଦିଆଯାଇଥିବା ନେଇ ଗମ୍ଭୀର ଦିଲ୍ଲୀ ପୋଲିସ ନିକଟରେ…

ଓଡ଼ିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସଏମ) ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବର୍ତ୍ତମାନ ଚଣ୍ଡି ପ୍ରସାଦ ଭାରତୀୟ ସ୍ଥଳ ସେନା…

ଶୀତକାଳୀନ ଅଧିବେଶନରେ ଉପସ୍ଥାପନ ହେବ କ୍ରିପ୍ଟୋ କରେନ୍ସି ବିଲ୍, ଲାଗିପାରେ ଲଗାମ୍

ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ। ଏହି ଅଧି ବେଶନରେ କେନ୍ଦ୍ର ସରକାର 'ଦ କ୍ରିପ୍ଟୋ କରେନ୍ସି ଆଣ୍ଡ ରେଗୁଲେସନ ଅଫ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍' ୨୦୨୧ ଉପସ୍ଥାପନ କରିବେ।…

ଟିଏମସିରେ ଯୋଗ ଦେଲେ କଂଗ୍ରେସ ସାଂସଦ: ଭାରତ ପାଇଁ ଖେଳି ସାରିଛନ୍ତି କ୍ରିକେଟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ସାଂସଦ କୀର୍ତ୍ତି ଆଜାଦ ଆଜି ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଆଜାଦ(୬୨) ଏବଂ ଅଶୋକ ତନୱର ଦଳରେ ଯୋଗ ଦେଇଛନ୍ତି…

କ୍ଲାସ୍ ଚାଲିଥିବା ବେଳେ ଉଠି ଆସି ଶିକ୍ଷୟତ୍ରୀଙ୍କୁ ଚାପୁଡା ମାରିଲେ ଛାତ୍ରୀ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀ ଅର୍ଥାତ ଆଧୁନିକ ଯୁଗରେ ମଧ୍ୟ କଳା-ଗୋରା ଭେଦଭାବ ରହିବା ଦୁର୍ଭାଗ୍ୟଜନକ କଥା। ଏମିତି ଭେଦଭାବ ଯଦି ବିଦ୍ୟାଳୟରେ ଦେଖିବାକୁ ମିଳେ ତେବେ ଆଉ କଣ କୁହାଯିବ। ଗୋଟିଏ ସ୍କୁଲରେ ପାଠପଢା…

ମୋ ପୁଅକୁ ମିଥ୍ୟା ଡ୍ରଗ୍ସ କେସରେ ଫସା ଯାଇଛି, ସମୀର ଓ୍ଵାଙ୍ଖଡେଙ୍କ ବିରୋଧରେ ରିଟାୟର୍ଡ ଏସିପି ଆଣିଲେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ ୨୩।୧୧ : ହାଇ ପ୍ରୋଫାଇଲ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେଙ୍କ ଅଡୁଆ ବଢିବାରେ ଲାଗିଛି। ଗୋଟିଏ ପଟେ ଆର୍ୟନଙ୍କ ବିରୋଧରେ…

ଭୁଲରେ ୪ ବର୍ଷର ପୁଅ ଉପରେ କାର୍ ଚଢ଼ାଇଲେ ବାପା, ଚାଲିଗଲା ନିରୀହର ଜୀବନ

ହାଇଦ୍ରାବାଦ୍: ବାପାଙ୍କ ଭୁଲ ଯୋଗୁଁ ଚାଲିଗଲା ୪ ବର୍ଷର ପୁଅର ଜୀବନ । ଟିକେ ଅବହେଳା ଗୋଟେ ପୁଅକୁ ତାର ବାପାଙ୍କ ଠାରୁ ଅଲଗା କରିଦେଇଛି । ସୂଚନା ଅନୁସାରେ, ହାଇଦ୍ରାବାଦର ଏଲବି ନଗରରେ ରବିବାର ଦିନ ଏକ ହୃଦୟଥରା ଘଟଣା…