Browsing Category

ଦେଶ

କରୋନାର ଦୁଇଟି ଟିକା ନେବା ପରେବି ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି । କରୋନାର ଦୁଇଟି ଯାକ ଟିକା ନେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଯିବ ବୋଲି ଉଭୟ…

୩୬ କୋଟି ଭାରତୀୟଙ୍କୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଦିଆଯିବ ସ୍ପୁଟନିକ ଭି କରୋନା ଟିକା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ରୋକିବାପାଇଁ କେନ୍ଦ୍ର ସରକାର ଦେଶରେ ଟିକାକରଣକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହାମଧ୍ୟରେ ଭାରତ ରୁଷଠାରୁ…

ଏହି ମହିଳାମାନଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପଠାଉଛନ୍ତି ମୋଦୀ ସରକାର: ଜାଣନ୍ତୁ କିପରି କରିବେ ଆବେଦନ ଓ କେବେ ମିଳିବ ଟଙ୍କା?

ନୂଆଦିଲ୍ଲୀ,୯ ।୫: କରୋନାର ଏହି ସଙ୍କଟ କାଳରେ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ବେଶ୍ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଗର୍ଭବତୀ ମହିଳାଙ୍କ କଲ୍ୟାଣ ପାଇଁ ଜାନୁଆରୀ ୨୦୧୭ ରେ ଆରମ୍ଭ ହୋଇଥିବା…

ହତ୍ୟା ଅଭିଯୋଗ ଆସିବା ପରେ ଫେରାର୍ ହେଲେ ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାର!

ନୂଆଦିଲ୍ଲୀ, ୦୯/୦୫: ଦିଲ୍ଳୀର ଛତ୍ରସାଲ୍ ଷ୍ଟାଡିୟମରେ ମେ ୫ରେ କୁସ୍ତିିଯୋଦ୍ଧା ମାନଙ୍କର ଦୁଇ ଗୋଷ୍ଠୀ କୌଣସି କାରଣକୁ ନେଇ ଖୁବ୍ ଜୋରରେ ହାତାହାତୀ ହୋଇଥିଲେ । ସେଥି ମଧ୍ୟରେ ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାର…

ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ କାଲି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏନେଇ ଆସନ୍ତା କାଲି ସେ ଶପଥ ଗ୍ରହଣ କରିବେ। ଏଥିପାଇଁ ଆଜି ଗୁଆହାଟିରେ ଅନୁଷ୍ଠିତ…

ବ୍ୟାଙ୍କ ଭଳି ଗାଡ଼ି ପାଇଁ ନୋମିନି ବ୍ୟବସ୍ଥା

ନୂଆଦିଲ୍ଲୀ, ୦୯/୦୫: କେନ୍ଦ୍ରୀୟ ମୋଟର ଯାନ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି, ଯାହାର ସିଧାସଳଖ ଲାଭ ଗାଡ଼ି ମାଲିକମାନଙ୍କୁ ମିଳିବ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମ୧୯୮୯ରେ…

ଅକ୍ସିଜେନ୍ ଟ୍ୟାଙ୍କର୍ ଏବଂ କୋଭିଡ୍ ମେଡିସିନ୍ ଆଦିରୁ ଶୁଳ୍କ ଛାଡ କରିବାକୁ ମୋଦୀଙ୍କ ପାଖକୁ ଚିଠି ଲେଖିଲେ ମମତା

କୋଲକାତା, ୯/୦୫(ଓଡିଶା ଭାସ୍କର): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ଅକ୍ସିଜେନ୍ ସିଲିଣ୍ଡର, ଔଷଧ ଓ ବିଭିନ୍ନ ଉପକରଣ ଉପରେ କେନ୍ଦ୍ର ସରକାର ଜିଏସଟି ସମେତ ଅନ୍ୟାନ୍ୟ ଶୁଳ୍କ ଲାଗୁ କରିଛନ୍ତି ।…

ଜେଲରୁ ଫେରାର୍ ହେଲେ ୧୩ କଏଦୀ, ସମସ୍ତେ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୯ା୫: ହରିୟାଣାର ଏକ ଜେଲରୁ ୧୩ ଜଣ କଏଦୀ ଫେରାର ହୋଇଯାଇଛନ୍ତି । ତେବେ ଫେରାର ହୋଇଥିବା ସମସ୍ତ କଏଦୀ କରୋନାରେ ସଂକ୍ରମିତ ଥିଲେ । ତେଣୁ ସେମାନଙ୍କୁ ରେୱାଡ଼ି ଜିଲ୍ଲା ଜେଲରେ ରଖାଯାଇଥିଲା । କଏଦୀମାନେ ଜେଲର…

୨୦୨୦-୨୧ରେ ବୟସସୀମା ସରିଯାଇଥିବା ୟୁପିଏସସି ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ସୁଯୋଗ

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ୟୁପିଏସସି ପରୀକ୍ଷାର୍ଥୀମାନଙ୍କ ଲାଗି ଖୁସି ଖବର । କରୋନା ଯୋଗୁ ୨୦୨୦ରେ ୟୁପିଏସସି ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ…

ଦେଶର ୭ଟି ରାଜ୍ୟର ୧୭ଟି ଷ୍ଟେସନରେ ଆଇସୋଲେସନ କୋଚର ବ୍ୟବସ୍ଥା କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ, ୯/୦୫(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ବିତୀୟ ଲହର ସାଂଘାତିକ ରୁପ ନେଉଥିବା ବେଳେ ଏହାର ମୁକାବିଲା ପାଇଁ ଭାରତୀୟ ରେଳବାଇ ପଦକ୍ଷେପ ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପକ୍ଷରୁ…