Browsing Category
ଦେଶ
ମେ’ ୯ରୁ ରାଜଧାନୀ, ଶତାବ୍ଦୀ ଏକ୍ସପ୍ରେସ୍ ବନ୍ଦ
ନୂଆଦିଲ୍ଲୀ ୬ ।୫: ଦେଶରେ କରୋନା ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଯାହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ କଟକଣା ଲଗାଉଛନ୍ତି ସରକାର। ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ବୃଦ୍ଧି ଦୃଷ୍ଟିରୁ ବଡ ପଦକ୍ଷେପ…
ମଧ୍ୟପ୍ରଦେଶରେ ମେ’ ୧୫ ପର୍ଯ୍ୟନ୍ତ ବଢିଲା କରୋନା କର୍ଫ୍ୟୁର ଅବଧି
ଭୋପାଳ,୬ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ କରୋନା କର୍ଫ୍ୟୁର ଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ରାଜ୍ୟରେ ସାପ୍ତାହାନ୍ତ କର୍ଫ୍ୟୁ ପୂର୍ବରୁ ଲାଗୁ…
କୋଭିଡ-୧୯: ଭାରତରୁ ଯାତ୍ରୀଙ୍କ ଆଗମନ ଉପରେ ପ୍ରତିବନ୍ଧ ଳଗାଇଲା ଶ୍ରୀଲଙ୍କା
ନୂଆ ଦିଲ୍ଲୀ, ୦୫/୦୫: ଭାରତରେ କରୋନା ଭାଇରସ ସଂକ୍ରମଣ ମାମଲା ବଢିବା ଯୋଗୁଁ ଶ୍ରୀଲଙ୍କା ଭାରତରୁ ଯାଉଥିବା ଯାତ୍ରୀଙ୍କ ଉପରେ ରୋକ ଲଗାଇଛି । ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଭଳି ଅନେକ ଦେଶ ପୂର୍ବରୁ…
କରୋନାର ଦ୍ୱିତୀୟ ଲହରରେ ହାହାକାର, ତୃତୀୟକୁ ଭୟ ! କ’ଣ ସମ୍ପୂର୍ଣ୍ଣ ଲକଡାଉନ୍ କରିବେ ମୋଦୀ ସରକାର, ଚାଲିଛି ସମୀକ୍ଷା
ନୂଆଦିଲ୍ଲୀ,୬ ।୫: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାର ତୃତୀୟ ମହାମାରୀ ନିଶ୍ଚିତ ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି, ଯାହାକୁ ନେଇ ଲୋକେ…
ସିଙ୍ଗଲ ଡୋଜ ବିଶିଷ୍ଟ ‘ସ୍ପୁଟନିକ ଲାଇଟ’ ଟୀକାକୁ ଋୁଷିଆର ଅନୁମତି
ନୂଆଦିଲ୍ଲୀ, ୦୫/୦୫: ଆଣ୍ଟି-କୋଭିଡ ଟୀକା ‘ସ୍ପୁଟନିକ ଭି’ ର ଏକ ନୂତନ ସଂସ୍କରଣକୁ ଅନୁମତି ଦେଇଛି ଋଷିଆ । ‘ସ୍ପୁଟନିକ ଲାଇଟ’ ନାମକ ଏହି ଟିକା ୮୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ଦାବି କରାଯାଇଛି । ଏହି…
ଟୀକାରୁ GST ଛାଡ଼ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର, ୦୫/୦୫: ରାଜ୍ୟରେ କରୋନା ଭୂତାଣୁକୁ ରୋକିବା ପାଇଁ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ପୂର୍ବରୁ ୪୫ ବର୍ଷରୁ ଅଧିକଙ୍କୁ ଟୀକା ଦିଆଯାଉଥିବାବେଳେ ଏହି ତୃତୀୟ ପର୍ଯ୍ୟାୟ ଟୀକାକରଣରେ ୧୮ରୁ ୪୪ ବର୍ଷ…
ପ୍ରଦୀପ୍ତ, ରଘୁନାଥଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୦୫/୦୫: କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପରିବାର…
ପଶ୍ଚିମବଙ୍ଗ ହିଂସାକାଣ୍ଡ: ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୨ଲକ୍ଷ ଟଙ୍କା
କୋଲକାତା, ୦୬/୦୫ (ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ନିର୍ବାଚନ ପରେ ସେଠାରେ ହିଂସାକାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଏହି ବଡ ଧରଣର ହିଂସାକାଣ୍ଡର ଶିକାର ହେଉଛନ୍ତି । ଏହା ଭିତରେ…
ଭାରତର ଏହି ଭୟାବହତା ସ୍ଥିତି ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି: UNICEF
ନୂଆ ଦିଲ୍ଲୀ, ୦୫/୦୫: ଭାରତରେ କୋଭିଡ-୧୯ର ଭୟାନକ ସ୍ଥିତି ଆମ ସମସ୍ତଙ୍କ ପାଇଁ ଏକ ଚେତାବନୀ ଏବଂ ଏହାର ପ୍ରତିଧ୍ୱନି, ଭାଇରସ ସମ୍ବନ୍ଧୀୟ ମୃତ୍ୟୁ, ଭାଇରସରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣରେ ବିଳମ୍ବର…
ବର ବେକରେ ମଙ୍ଗଳସୁତ୍ର ପିନ୍ଧାଇଲା କନ୍ୟା, ଫଟୋ ପୋଷ୍ଟ ପରେ ଟ୍ରୋଲ ହେଉଛନ୍ତି କପଲ୍
ନୂଆଦିଲ୍ଲୀ, ୦୬/୦୫ (ଓଡ଼ିଶା ଭାସ୍କର) : ଆମ ଭାରତୀୟ ସଂସ୍କୃତିରେ ବିବାହ ବେଦିରେ ବର ସାଧାରଣତଃ କନ୍ୟା ବେକରେ ମଙ୍ଗଳସୁତ୍ର ବାନ୍ଧି ଥାଏ । କାରଣ ଏହି ମଙ୍ଗଳସୁତ୍ର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ବିବାହର ଡୋରିକୁ ସାରା…