Browsing Category
ଦେଶ ବିଦେଶ
ପୁଣି ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା: ମେ’ ୧୫ ତାରିଖ ଯାଏଁ ବଢିଲା ନ୍ୟାୟିକ ହେପାଜତ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ନେତା ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ମାମଲା ସହ ଜଡିତ ସିବିଆଇର ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ସିସୋଦିଆଙ୍କ…
ହ୍ରାସ ପାଇଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେତେ ଶସ୍ତା ହେଲା ମୂଲ୍ୟବାନ ଧାତୁ
ନୂଆଦିଲ୍ଲୀ: ଘରୋଇ ବାୟଦା ବଜାରରେ ମଙ୍ଗଳବାର ଦିନ ସୁନା-ରୂପା ଦର କମିବା ଦେଖାଦେଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ୫ ଜୁନ ୨୦୨୪ର ଡେଲିଭରୀ ସୁନା ମଙ୍ଗଳବାର ସକାଳେ ୦.୦୩ ପ୍ରତିଶତ ବା ୧୯ ଟଙ୍କା କମିଛି । ଏଥିରେ ସୁନା ଦର…
ଅଜବ ଘଟଣା! ଛାତ୍ରଙ୍କୁ ଗଣିତରେ ୨୦୦ରୁ ମିଳିଲା ୨୧୨ ନମ୍ବର, ଅନ୍ୟ ଏକ ବିଷୟରେ ୨୦୦ରୁ ମିଳିଲା ୨୧୧ ନମ୍ବର
ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ଅଜବ ମାମଲା । ସାଧାରଣ ଭାବେ କୌଣସି ପରୀକ୍ଷାରେ ଟପ୍ପର ହେଉଥିବା ଛାତ୍ରଛାତ୍ରୀମାନେ ମୋଟ ମାର୍କରୁ ସର୍ବାଧିକ ୯୯ ପ୍ରତିଶତ ପର୍ଯ୍ୟନ୍ତ ମାର୍କ ବା ତା’ଠାରୁ କିଛି ଅଧିକ ମାର୍କ…
ସଲମାନ ଖାନଙ୍କ ଘର ବାହାରେ ବିସ୍ଫୋରଣ ମାମଲା: ଗିରଫ ହେଲେ ୫ମ ଅଭିଯୁକ୍ତ
ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଫାଏରିଙ୍ଗ ମାମଲାରେ ୫ମ ଅଭିଯୁକ୍ତଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମହମ୍ମଦ ରଫିଦ ଚୌଧୂରୀଙ୍କୁ ପଞ୍ଜାବରେ ଗିରଫ କରିଛନ୍ତି ।…
(Video):Met Galaରେ ଚମକିଲେ ଆଲିଆ ଭଟ୍ଟ, ରେଡ୍ କାର୍ପେଟରେ ବିଶିଷ୍ଟ ଡିଜାଇନର ସବ୍ୟାସାଚୀଙ୍କ ଶାଢ଼ୀ ପିନ୍ଧି ଫଟୋ ପାଇଁ ଦେଲେ ପୋଜ୍
ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ତାଙ୍କ କ୍ୟୁଟନେସ୍ ପାଇଁ ବେଶ ଲୋକପ୍ରିୟ । Met Gala 2024ର ଇଭେଣ୍ଟରେ ଆଲିଆ ଭଟ୍ଟ ଭାରତୀୟ ପରିଧାନରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ବିଶିଷ୍ଟ…
ବିଶ୍ୱର ପ୍ରଥମ ୬ଜି ଡିଭାଇସ୍ ପ୍ରସ୍ତୁତ କଲା ଜାପାନ: ୫ଜି ଠାରୁ ୫୦୦ ଗୁଣ ସ୍ପିଡରେ ଚାଲିବ ଇଣ୍ଟରନେଟ!
ନୂଆଦିଲ୍ଲୀ: ସାରା ବିଶ୍ୱର ଅଧିକାଂଶ ଦେଶରେ ଏବେ ଲାଟେଷ୍ଟ ୫ଜି ନେଟୱାର୍କ ପହଞ୍ଚି ପାରିନାହିଁ । ଭାରତରେ ମଧ୍ୟ ସବୁ ସ୍ଥାନରେ ସଠିକ୍ ଭାବେ ୫ଜି ସେବା ପହଞ୍ଚି ନାହିଁ । ଅପରପକ୍ଷେ ଜାପାନ ବିଶ୍ୱର ପ୍ରଥମ ୬ଜି ଡିଭାଇସ୍…
ଲୋକସଭା ନିର୍ବାଚନ ମଧ୍ୟରେ ବୋମା ବିସ୍ଫୋରଣ, ଜଣଙ୍କର ମୃତ୍ୟୁ, ବିଜେପି କଲା ଏହି ଦାବି
ନୂଆଦିଲ୍ଲୀ: ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଦୁଇଜଣ ଗୁରୁତର ଆହତ ଅଛନ୍ତି । ଦୁର୍ଘଟଣା ପରେ ଭାରତୀୟ ଜନତା ପାର୍ଟୀ ଦାବି କରିଛି ଯେ, ଏହି…
ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ମିଶନ ସ୍ଥଗିତ, ଉଡ଼ାଣ ପୂର୍ବରୁ ମହାକାଶ ଯାନରେ ଦେଖାଗଲା ଯାନ୍ତ୍ରିକ ତୃଟି
ନୂଆଦିଲ୍ଲୀ: ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ଯାତ୍ରା ସ୍ଥଗିତ ହୋଇଛି । ମହାକାଶଯାନ ବୋଇଂ ଷ୍ଟାରଲାଇନର(Boeing Starliner) ଉଡ଼ାଣ ଭରିବା ପୂର୍ବରୁ ସେଥିରେ କିଛି ଯାନ୍ତ୍ରିକ ତୃଟି…
GSTATର ସଭାପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ସଞ୍ଜୟ କୁମାର, ଶପଥ ପାଠ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ସୋମବାର ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍(ଅବସରପ୍ରାପ୍ତ) ସଞ୍ଜୟ କୁମାର ମିଶ୍ର ଦ୍ରବ୍ୟ ଓ ସେବା କର ଆପିଲେଟ୍ ଟ୍ରିବୁନାଲ(GSTAT)ର ପ୍ରଥମ ସଭାପତି ଭାବେ ଶପଥ ଗ୍ରହଣ କରିଛନ୍ତି ।…
୨୫୦ରୁ ଅଧିକ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କର ପରଲୋକ, ନିଦ ନ ଆସୁଥିବା ରୋଗରେ ଥିଲେ ପୀଡିତ
ନୂଆଦିଲ୍ଲୀ: ମାଲୟାଲମ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କନକଲତାଙ୍କର ପରଲୋକ ଘଟିଛି । ସେ ତିରୂବନ୍ତପୁରମରେ ଥିବା ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ ୩ ବର୍ଷ ହେଲାଣି ଡିଂମେସିୟା…