Browsing Category

ଦେଶ ବିଦେଶ

ଦିଲ୍ଲୀର ଚଳନ୍ତା କାରରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଗଲେ ୩ ଲୋକ, ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ବାହ୍ୟ ରିଙ୍ଗ ରୋଡରେ ଥିବା ମଧୁବାନ୍ ଚୌକରେ ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା । କାରରେ ଥିବା ତିନି ଜଣ ବ୍ୟକ୍ତି ବହୁ କଷ୍ଟରେ ସେମାନଙ୍କ ଜୀବନ ରକ୍ଷା କରିଥିଲେ । କିଛି…

‘ଦୁର୍ବଳ’ ହେଉଛି Horlicks, କମୁଛି ‘Health Lable’: ଆସ୍ଥା ତୁଟିବା ପରେ ବଦଳିବ ନାଁ

ନୂଆଦିଲ୍ଲୀ: ଦୀର୍ଘ ବର୍ଷରୁ ସ୍ୱାସ୍ଥ୍ୟକର ପାନୀୟ ଦ୍ରବ୍ୟ ଭାବରେ ହରଲିକ୍ସ ଦେଶବାସୀଙ୍କ ଭରସା ହୋଇ ରହିଛି । ହରଲିକ୍ସ ପିଇବା ଦ୍ୱାରା ମଣିଷ ଶରୀର ସୁସ୍ଥ ରହିବା ସହ ମାନସିକ ତଥା ଶାରୀରିକ ବିକାଶ ହୁଏ ବୋଲି ବିଶ୍ୱାସ…

ମୋଦୀ-ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌, ଆଚରଣ ବିଧି ଉଲଙ୍ଘନ ଅଭିଯୋଗ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଆପତ୍ତି ଉଠିବା ପରେ ନୋଟିସ୍ ପଠାଇଛନ୍ତି । ନିର୍ବାଚନ କମିଶନ ବିଜେପି ଓ କଂଗ୍ରେସକୁ ନୋଟିସ୍ ପଠାଇ…

Tiktok ବ୍ୟାନ୍ ଉପରେ ମୋହର ଲଗାଇଲେ ଜୋ ବାଇଡେନ୍‌, ଏହି ବ୍ୟାନ୍ ଉପରେ ଆଇନ୍‌ଗତ ଚ୍ୟାଲେଞ୍ଜ ଜିତିବୁ ବୋଲି କହିଲେ Tiktok ସିଇଓ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡ଼ିଆ ଆପ୍ ଟିକଟକ୍ । ପ୍ରାୟ ୧୭୦ ମିଲିୟନ ଆମେରିକୀୟ ଦ୍ୱାରା ବ୍ୟବହୃତ ହେଉଥିବା ଏହି ଆପକୁ ବ୍ୟାନ୍ କରିବା ପାଇଁ ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ବିଲ୍ ଉପରେ…

ପାଟନାରେ ଜଳୁଛି ହୋଟେଲ, ଫସି ରହିଛନ୍ତି ଅନେକ ଲୋକ

ପାଟନା: ପାଟନା ଜଙ୍କସନ ନିକଟରେ ଥିବା ଏକ ହୋଟେଲ ସହ ରେଷ୍ଟୁରାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଯିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି । ବହୁ ଫାୟାର ବ୍ରିଗେଡ୍ ଗାଡି ଘଟଣାସ୍ଥଳେରେ ନିଆଁ ଲିଭା…

ରାଜସ୍ଥାନରେ କ୍ରାସ୍ ହେଲା ଭାରତୀୟ ବାୟୁସେନାର ବିମାନ, ଦୁର୍ଘଟଣା ଯୋଗୁଁ ଗ୍ରାମବାସୀ ଭୟଭୀତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୟୁଏଭି ବିମାନ ରାଜସ୍ଥାନର ଜୈସଲମେରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜିଲ୍ଲା ମୁଖ୍ୟାଳୟଠାରୁ ୩୦ କିଲୋମିଟର ଦୂରରେ ଥିବା ରୋଜାନିଆର ଢ଼ାନି ଜିଜିଆ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି ।…

ଆମେଥିରେ ଲଢିବା ପୂର୍ବରୁ ରାମଲାଲାଙ୍କ ଦର୍ଶନ କରିବେ ରାହୁଲ, ଏପରି ରହିଛି ରାହୁଲଙ୍କ ଯୋଜନା

ନୂଆଦିଲ୍ଲୀ: ଆମେଥିରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିବେ । ୱାୟନାଡ ପରେ ରାହୁଲ ଗାନ୍ଧୀ ଆମେଥିରେ ନିର୍ବାଚନ ଲଢିବା ନେଇ ପ୍ରବଳ ଚର୍ଚ୍ଚା…

ବିହାରରେ ଜେଡିୟୁ ନେତାଙ୍କ ଉପରେ ଆଖିବୁଜା ଫାୟାରିଂ, ମୁଣ୍ଡରେ ଗୁଳି ଲାଗିବାରୁ ମୃତ୍ୟୁ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପୁଣପୁଣ ଅଞ୍ଚଳରେ ଜେଡିୟୁ ନେତା ସୌରଭ କୁମାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ବାଇକ୍ ଚଳାଉଥିବା…

Actress ତମନ୍ନା ଭାଟିଆଙ୍କ ପାଇଁ ବଡ଼ ସମସ୍ୟା! ସଞ୍ଜୟ ଦତ୍ତଙ୍କ ପରେ ସମନ୍ କଲା ସାଇବର ସେଲ

ନୂଆଦିଲ୍ଲୀ: ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ପାଇଁ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଛି । ମହାରାଷ୍ଟ୍ର ସାଇବର ସେଲ୍ ପକ୍ଷରୁ ତମନ୍ନାଙ୍କୁ ସମନ୍ ପଠାଯାଇଛି । ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏହି…

ରାଞ୍ଚିରେ ବାର୍ଡ଼ ଫ୍ଲୁ ମାମଲା, ଫାର୍ମରେ ହଜାର ସଂଖ୍ୟାରେ କୁକୁଡ଼ା ଏବଂ ଅଣ୍ଡା ନଷ୍ଟ, ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି

ରାଞ୍ଚି: ରାଞ୍ଚିରେ ଡରାଇଲାଣି ବାର୍ଡ଼ ଫ୍ଲୁ । ରାଞ୍ଚିର ହୋଟୱାର ଅଞ୍ଚଳ ସ୍ଥିତ ଆଞ୍ଚଳିକ କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ଭୋପାଲ ସ୍ଥିତ ସରକାରୀ ଲାବୋରେଟୋରୀରେ ଏହି ଫାର୍ମର କିଛି କୁକୁଡ଼ାଙ୍କ…