Browsing Category

ଦେଶ ବିଦେଶ

ପ୍ରଥମ ପର୍ଯ୍ୟାୟରେ ହିଁ ନିର୍ବାଚନୀ ହିଂସା: ବୁଥ ଏଜେଣ୍ଟଙ୍କୁ ଆକ୍ରମଣ, ପଥରମାଡ଼

କୋଲକାତା: ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି । ଭୋଟିଂରେ ସମସ୍ତ ଲୋକସଭା ଆସନ ବ୍ୟସ୍ତ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି ।…

ଗୋଟିଏ ପରିବାରର ୪ ଜଣଙ୍କର ହତ୍ୟା, ଶୋଇଥିବା ବେଳେ ଗଳା କାଟିଦେଲା ହତ୍ୟାକାରୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ଗଦଗ ସହରରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଗଳାକାଟି ହତ୍ୟା କରାଯାଇଛି । କୁହାଯାଉଛି ଯେ, ଯେତେବେଳେ ସମସ୍ତେ ଶୋଇଥିଲେ ହତ୍ୟାକାରୀ…

(Video) ଲୋକସଭା ନିର୍ବାଚନ: ମଣିପୁର ମତଦାନ କେନ୍ଦ୍ରରେ ଗୁଳି ବିନିମୟ, ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜାତି ହିଂସା ଅଗ୍ନିରେ ଜଳୁଥିବା ମଣିପୁରରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ହିଂସା ହୋଇଛି । ଏଠାରେ ଏକ ବୁଥରେ ଗୁଳିବିନିମୟ କରାଯାଇଛି । ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିବାର ସୂଚନା ମିଳିଛି…

ବାରମ୍ବାର ଅନୁକମ୍ପା ନିଯୁକ୍ତି ଦାବୀ କରିପାରିବେନି ମୃତକଙ୍କ ପରିବାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ଥିରୁବନନ୍ତପୁରମ୍‌: ଅନୁକମ୍ପାମୂଳକ ନିଯୁକ୍ତି ଉପରେ ଆଜି କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ମୃତକ ସରକାରୀ କର୍ମଚାରୀଙ୍କ ପରିବାର ବାରମ୍ବାର ଅନୁକମ୍ପାମୂଳକ ନିଯୁକ୍ତି ଦାବୀ…

୨୧ କିମି ଦୌଡ଼ି ଭୋଟ ଦେବାକୁ ପହଞ୍ଚିଲେ IRS ଅଫିସର

ନୂଆଦିଲ୍ଲୀ: ରାଜସ୍ଥାନର ଝୂଝୂନୁ ଜିଲ୍ଲାରେ ରହୁଥିବା ଆଇଆରଏସ ଅଫିସର ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଭୋଟ ଦେବା ଲାଗି ସେ ୨୧ କିଲୋମିଟର ଯାତ୍ରା କରିଛନ୍ତି । ସହରରୁ ନିଜ ଗାଁ ପର୍ଯ୍ୟନ୍ତ ସେ ଦୌଡିଛନ୍ତି ଏବଂ…

ବିଜାପୁରରେ UBGL ବିସ୍ଫୋରଣ ପରେ IED ବ୍ଲାଷ୍ଟ : ନିର୍ବାଚନ ଡ୍ୟୁଟିରେ ଥିବା CRPF ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବସ୍ତର ଆସନ ପାଇଁ ମତଦାନ ଚାଲିଛି । ଏହି ସମୟରେ ବିଜାପୁରରୁ ବଡ ଖବର ଆସୁଛି । ନିର୍ବାଚନ ଡ୍ୟୁଟି ସମୟରେ ଏଠାରେ ଆଇଇଡି ବିସ୍ଫୋରଣ ଘଟିଛି । ଏହି…

ସାବଧାନ! ଓଡ଼ିଶା ସହିତ ଦେଶର ଏହି ସମସ୍ତ ରାଜ୍ୟରେ ୫ ଦିନ ଧରି ଗମ୍ଭୀର ଲୁ ପ୍ରବାହ ଜାରି

ନୂଆଦିଲ୍ଲୀ: ଏବେ ଦେଶର ଅଧିକାଂଶ ଭାଗରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ୧୦ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଛି । ତାପମାତ୍ରା ବିଭିନ୍ନ ସ୍ଥାନରେ ୪୩ ଡିଗ୍ରୀ ଉପରେ ରହୁଛି । ଏପରିକି ବହୁ ସ୍ଥାନରେ…

ସଲମାନ ଖାନ ଗୁଳିବିନିମୟ ଘଟଣାରେ ବଡ଼ ଖୁଲାସା, ଆକ୍ରମଣକାରୀ ପୂର୍ବରୁ ନେଇଥିଲେ ଖାସ ଟ୍ରେନିଙ୍ଗ

ନୂଆଦିଲ୍ଲୀ: ସଲମାନ ଖାନ ଫାୟାରିଙ୍ଗ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜେରା ପରେ ନୂଆ ଖୁଲାସା ହୋଇଛି । ବର୍ତ୍ତମାନ ସମଲାନ ଖାନ ଗୁଳିମିନିମୟ ମାମଲାର ସୁଟର୍ସଙ୍କୁ ନେଇ ବଡ଼ ଅପଡେଟ ସାମ୍ନାକୁ…

ଭୋଟ ନ ଦେଲେ ଶ୍ୱଶୁର ଘର ଯିବିନି: ବିବାହ ମଣ୍ଡପରୁ ସିଧା ଭୋଟିଂ କେନ୍ଦ୍ରରେ ଏକାଧିକ ବର-ବଧୂ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଭୋଟିଂ ସମୟରେ ଆଜି ମତଦାତାଙ୍କ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଦେଖିବାକୁ ମିଳୁଛି କି ଭୋଟର ଯିଏ ଯେଉଁଠି ଯେଉଁ ଅବସ୍ଥାରେ…

Meta ରିଲିଜ କଲା AI ଆସିଷ୍ଟାଣ୍ଟ Llama-3, ଏହାର ବିଶେଷତାକୁ ନେଇ ନିଜେ ଖୁଲାସା କଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ମେଟା କିଛି ଦିନ ତଳେ ନିଜ ଏଆଇ ଚାଟମଡେଲକୁ ଜାରି କରିଥିଲା ଏବଂ ତାକୁ ହ୍ୱାଟ୍ସଆପର ବୀଟା ଭର୍ଜନରେ ରିଲିଜ କରିବା ମଧ୍ୟ ଆରମ୍ଭ କରିଦେଇଥିଲା, ହେଲେ ଏବେ କମ୍ପନୀ ନିଜ ମେଟା ଏଆଇର ଏକ ଆସିଷ୍ଟାଣ୍ଟ ଏଆଇ…