Browsing Category
ଦେଶ ବିଦେଶ
ଦେଶରେ କାଲିଠୁ ଆରମ୍ଭ ନିର୍ବାଚନ:ବିନା ଭୋଟର ପରିଚୟପତ୍ରରେ ବି ଆପଣ ଦେଇପାରିବେ ଭୋଟ୍
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୧୦୨ ସିଟ୍ ଲାଗି କାଲି ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖରେ ଭୋଟ ଗ୍ରହଣ ହେଉଛି । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମତଦାତା କାଲି ସେମାନଙ୍କ ମତ…
ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବା ପାଇଁ ୪୮ ଘଣ୍ଟା, ଜାଣନ୍ତୁ ନିର୍ବାଚନ ପୂର୍ବରୁ କାହିଁକି ହୋଇଥାଏ Silence Period ?
ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ପ୍ରସ୍ତୁତ ଅଛନ୍ତି ସମସ୍ତ ରାଜନୈତିକ ଦଳ ଏବଂ ସାଧାରଣ ଜନତା । ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ଟି ଲୋକସଭା ଆସନ ପାଇଁ…
(Video)ଦେଖୁ ଦେଖୁ ପୁରା ସବୁଜ ପାଲଟିଗଲା ଆକାଶ , ଦୁବାଇରୁ ଆସିଲା ମନରେ ଭୟ ସୃଷ୍ଟି କରୁଥିବା ଭିଡିଓ
ନୂଆଦିଲ୍ଲୀ: ଦୁବାଇରେ ଆସିଥିବା ଭୟଙ୍କର ତୋଫାନ ଓ ବନ୍ୟାରେ ସେଠିକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାରି ମଧ୍ୟରେ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହା ମନରେ ଭୟ ସଞ୍ଚାର କରୁଛି । ବିଶ୍ୱର ସବୁଠାରୁ ଧନୀ ଓ ଭଲ…
UNSC ରେ ଭାରତର ସ୍ଥାୟୀ ସଦସ୍ୟତା ଦାବୀ ହେଲା ମଜଭୁତ, ଏଲନ୍ ମସ୍କଙ୍କ ଦାବୀକୁ ଆମେରିକା କଲା ସମର୍ଥନ
ୱାଶିଂଟନ୍:ଜାତିସଂଘ ସୁରକ୍ଷା ପରିଷଦ(UNSC) ରେ ସ୍ଥାୟୀ ସଦସ୍ୟତା ହାସଲ ଲାଗି ଚେଷ୍ଟା ଜାରି ରଖିଥିବା ଭାରତକୁ ଏବେ ଏ କ୍ଷେତ୍ରରେ ଅଧିକ ସମର୍ଥନ ମିଳିଛି । ଟେସଲା ମୁଖ୍ୟ ଏଲନ୍ ମସ୍କ କିଛି ମାସ ତଳେUNSC ରେ ଭାରତର…
ରାମନବମୀ ଅବସରରେ କୋଲକାତାରେ ହଙ୍ଗାମା: ଶୋଭାଯାତ୍ରା ସମୟରେ ପଥରମାଡ଼, ଦେଖନ୍ତୁ Video
କୋଲକାତା : ସାରା ଦେଶରେ ରାମ ନବମୀ ଅବସରରେ ଆନନ୍ଦ ଏବଂ ଖୁସିର ବାତାବରଣ ଥିଲା କିନ୍ତୁ ପଶ୍ଚିମବଙ୍ଗରେ ବିଶୃଙ୍ଖଳା ହୋଇଗଲା । ଏଠାରେ ମୁର୍ସିଦାବାଦରେ ଶୋଭା ଯାତ୍ରା କରୁଥିବା ରାମ ଭକ୍ତଙ୍କ ଉପରେ ପଥର ଫିଙ୍ଗାଯାଇଥିଲା…
ମୁର୍ସିଦାବାଦରେ ରାମନବମୀ ଶୋଭାଯାତ୍ରାରେ ବିସ୍ଫୋରଣ, ଜଣେ ମହିଳା ଆହତ
କୋଲକାତା: ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଶକ୍ତିପୁରରେ ରାମ ନବମୀ ଶୋଭାଯାତ୍ରାରେ ଘଟିଥିବା ବିସ୍ଫୋରଣରେ ଜଣେ ମହିଳା ଆହତ ହୋଇଛନ୍ତି । ପୋଲିସ ଏହି ସୂଚନା ଦେଇଛି ।
ଆହତ ମହିଳାଙ୍କୁ…
ୟୁକ୍ରେନଙ୍କୁ ପୁଣି ଟାର୍ଗେଟ: ୩ଟି ମିସାଇଲ ମାଡ଼ରେ ଦେଶର ୧୭ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ବିଭିନ୍ନ ଦେଶ-ଦେଶ ମଧ୍ୟରେ ଏବେ ଯୁଦ୍ଧ ଲାଗି ରହିଛି । କିଛି ଦିନର ନୀରବତା ପରେ ପୁଣିଥରେ ଉଗ୍ର ରୂପ ଦେଖାଇଛି ଋଷ । ୟୁକ୍ରେନ ଉପରେ ଜୋରଦାର ମିସାଇଲ ମାଡ଼ କରିଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ୟୁକ୍ରେନର…
ଏପ୍ରିଲ ୧୯ରେ ସମସ୍ତ ଆସନ ପାଇଁ ହେବ ଭୋଟ୍ ଗ୍ରହଣ, ଜାଣନ୍ତୁ ତାଲିକାରେ କେଉଁ ରାଜ୍ୟ ସାମିିଲ ରହିଛି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏପ୍ରିଲ ୧୯ରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ । ଏମିତିରେ ଉତ୍ତର ଭାରତ ଠାରୁ ଆରମ୍ଭ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଏମିତି ଅନେକ ରାଜ୍ୟ ରହିଛି ଯେଉଁଠି କେବଳ ଏପ୍ରିଲ ୧୯ରେ ହିଁ ସମସ୍ତ…
ଯଦି ପ୍ରେମରେ ଫେଲ୍ ହୋଇଥିବା ପ୍ରେମିକ ଆତ୍ମହତ୍ୟା କରେ, ତେବେ ମହିଳା ଦୋଷୀ ସାବ୍ୟସ୍ତ ହୋଇପାରିବେ ନାହିଁ : ହାଇକୋର୍ଟ
ନୂଆଦିଲ୍ଲୀ: ପ୍ରେମ ସମ୍ପର୍କକୁ ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ପ୍ରେମ ବିଫଳ ହେବା ପରେ ଯଦି ଜଣେ ଯୁବକ ଆତ୍ମହତ୍ୟା କରେ, ତେବେ…
CAI ରିପୋର୍ଟ: ଏସି, ଫ୍ରିଜ, ହିଟର, ଗୀଜର, ମାଇକ୍ରୋୱେଭ, ଓଭନ ଓ ଗାଡ଼ି ପାଇଁ ତାପମାତ୍ରା ବଢ଼ିବାରେ ଲାଗିଛି
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଧରିତ୍ରୀର ତାପମାତ୍ରା ବେଳକୁ ବେଳ ଅସହ୍ୟ ହେବା ସହ ପ୍ରତିବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନୂଆ ରେକର୍ଡ କରୁଛି । ତେବେ ପୃଥିବୀର ତାପମାତ୍ରା କାହିଁକି ବଢ଼ୁଛି, ତାହା ଆମ ସମସ୍ତଙ୍କ…