Browsing Category
ଦେଶ ବିଦେଶ
(Video): ଆମେରିକାରେ ଗୁଞ୍ଜରିତ ହେଲା ‘ଅବକି ବାର୍ ୪୦୦ ପାର୍’, ମୋଦୀଙ୍କ ସମର୍ଥନରେ ଶିଖ୍ଙ୍କ କାର ରାଲି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ଭାରତରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ମଧ୍ୟରେ ଦଳବଦଳ ପ୍ରକ୍ରିୟା ଜାରି ରହିଛି । ତେବେ ଭାରତୀୟ…
ଚାକିରି ଛାଡ଼ିବା ପାଇଁ ବାଧ୍ୟ କରୁଥିଲେ ପୁରଷ ବନ୍ଧୁ, ରାଜି ନହେବାରୁ ହତ୍ୟା କଲେ
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରେମିକାର ଚାକିରିରୁ ଅସନ୍ତୁଷ୍ଟ ଥିବା ଜଣେ ପ୍ରେମିକ ତା’ର ହତ୍ୟା କରିଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି କୋଲକାତା ନିବାସୀ…
(video)‘ତେଲି ଘର ପୁଅ କିପରି କଲେ ରାମ ମନ୍ଦିର ଉଦ୍ଘାଟନ..’, ମୋଦୀଙ୍କୁ ନେଇ ଟିଏମ୍ସି ନେତାଙ୍କ ଏପରି ବୟାନ ହେଉଛି ଭାଇରାଲ୍
କୋଲକାତା:ଲୋକସଭା ନିର୍ବାଚନ ତାରିଖ ନିକଟତର ହେବା ସହିତ ନେତାଙ୍କ ବିବାଦୀୟ ବୟାନ ବଢିବାରେ ଲାଗିଛି । ତେବେ ନିର୍ବାଚନଚ କମିଶନ ଏପରି ମର୍ଯ୍ୟାଦା ହାନୀ କରୁଥିବା ବୟାନ ଉପରେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ…
NIAର ନୂତନ ପ୍ରମୁଖ ହେଲେ ସଦାନନ୍ଦ ବସନ୍ତ, ୨୬/୧୧ ଆକ୍ରମଣ ସମୟରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(NIA)ର ନୂତନ ପ୍ରମୁଖ ଭାବେ ଦାୟିତ୍ୱ ଗ୍ରହଣ କଲେ ସଦାନନ୍ଦ ବସନ୍ତ ଦାତେ । ଏନେଇ NIA ଏହାର ସରକାରୀ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛି । ରବିବାର ଦିନକର ଗୁପ୍ତା…
ଆଜିଠୁ ଶସ୍ତାରେ ମିଳିବ LPG ଗ୍ୟାସ ସିଲିଣ୍ଡର: ନୂଆ ଆର୍ଥିକ ବର୍ଷରେ ନୂଆ ରେଟ୍ ଲାଗୁ
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦିନରେ ଶସ୍ତା ହୋଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ଆଜିଠାରୁ ରାଜଧାନୀରେ ଏଲପିଜି ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ହ୍ରାସ ପାଇଛି…
ହମାସ ସହ ଯୁଦ୍ଧ ମଧ୍ୟରେ ମେଡିକାଲରେ ଭର୍ତ୍ତି ହେଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍: MOSSAD ଜାରି କଲା ଜରୁରୀକାଳୀନ ବିଜ୍ଞପ୍ତି
ନୂଆଦିଲ୍ଲୀ: ହମାସ ସହିତ ୬ ମାସ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲରୁ ବଡ଼ ସୂଚନା ସାମ୍ନାକୁ ଆସୁଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…
(Video)କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ମୁକ୍ତି ସହିତ ଆଜି ମହାର୍ୟାଲିରେ ଇଣ୍ଡିଆ ମେଣ୍ଟ ରଖିଲା ୫ ସୂତ୍ରୀ ଦାବୀ
ନୂଆଦିଲ୍ଲୀ:ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ମହାର୍ୟାଲି ଆୟୋଜିତ ହୋଇଯାଇଛି । ଏହି ର୍ୟାଲି ଜରିଆରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୫ ସୂତ୍ରୀ ଦାବୀ ଉପସ୍ଥାପନ କରାଯାଇଛି । ଏଥିରେ କୁହାଯାଇଛି କି…
ବିନା ଖାଇବା-ପିଇବାରେ ଘଣ୍ଟା ଘଣ୍ଟା କାମ, ଟାର୍ଗେଟ ପୂରଣ ନହେଲେ ଦଣ୍ଡ: ଜାଣନ୍ତୁ କମ୍ବୋଡିଆରେ କେମିତି ଫସିଲେ ୫ ହଜାର ଭାରତୀୟ
ନୂଆଦିଲ୍ଲୀ: କାମ୍ବୋଡିଆରେ ୫୦୦୦ ରୁ ଅଧିକ ଭାରତୀୟ ଫସିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ଲୋକଙ୍କୁ ବିଦେଶରେ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଅଟକ ରଖାଯାଇଛି । କେବଳ ଏତିକି ନୁହେଁ, ସେମାନେ ଘରକୁ ଫେରୁଥିବା ଭାରତୀୟଙ୍କ…
(Video)‘ଭୋଟ୍ ଦିଅ, ନୋଟ୍ ବି ଦିଅ’: ଏପରି କହି ନିର୍ବାଚନ ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ
ନୂଆଦିଲ୍ଲୀ:ନିର୍ବାଚନ ସମୟରେ ନୋଟ୍ ଦେଇ ନେତାମାନେ ଭୋଟ୍ କିଣୁଥିବା ବେଳେ ଏବେ କିନ୍ତୁ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି । ଏବେ କଂଗ୍ରେସର ଜଣେ ପ୍ରାର୍ଥୀଙ୍କ ଭିଡିଓ ସାମ୍ନାକୁ ଆସିଛି ଯିଏକି ଲୋକଙ୍କ ମଧ୍ୟକୁ ଯାଇ ଭୋଟ…
୨୦୨୪ ଲୋକସଭା ନିର୍ବାଚନରେ ହେଉଛି ମ୍ୟାଚ୍ ଫିକ୍ସିଂର ପ୍ରୟାସ, ଏପରି ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ଇଣ୍ଡିଆ ମେଣ୍ଟ ମହାର୍ୟାଲି କରୁଛି । ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ବିରୋଧୀ ମେଣ୍ଟର ଏହି ର୍ୟାଲିକୁ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ଭାବରେ ଦେଖାଯାଉଛି । ଏହି…