CHARIDHAM
Browsing Category

ଦେଶ ବିଦେଶ

ଆପ୍ ମନ୍ତ୍ରୀ ଆତିଶୀ ରଖିଲେ ଚକିତ କରିଦେବା ଭଳି ତଥ୍ୟ, ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଆଣିଲେ ବଡ ଅଭିଯୋଗ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଇଡି ଗିରଫ କରିଛି । ଏପରି ସ୍ଥିତିରେ ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଲଗାଯାଇଛି ।…

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ କାର୍ଯ୍ୟ ପାଇଁ ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ ଏପ୍ରିଲ ମାସରେ ଅନେକ ଦିନ ଛୁଟି ରହିବ । ଏପ୍ରିଲ ମାସରେ ୨୦୨୪ରେ ଭିନ୍ନ ଭିନ୍ନ ଜୋନରେ ସମୁଦାୟ ୧୪ ଦିନ ବ୍ୟାଙ୍କ ଛୁଟି ରହିବ । ଏମିତିରେ ବି ବ୍ୟାଙ୍କିଙ୍ଗର ଅଧା କାମ ଅନଲାଇନ…

ଭାରତରୁ ଭୁଟାନକୁ ଚାଲିବ ଟ୍ରେନ୍‌: ଦୁଇ ଦେଶ ମଧ୍ୟରେ ଏମ୍‌ଓୟୁ ଚୂଡ଼ାନ୍ତ ସୂଚନା

ନୂଆଦିଲ୍ଲୀ: ଭାରତ ଏବଂ ଭୁଟାନ ମଧ୍ୟରେ ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ଵାକ୍ଷର…

Politicsରେ ପାଦ ଥାପିବେ ବଲିଉଡ କୁଇନ୍ ଉର୍ବସୀ! ଲୋକସଭା ନିର୍ବାଚନ ପାଇଁ ମିଳିଛି ଟିକେଟ…

ନୂଆଦିଲ୍ଲୀ: ଲୋକସଭା ନିର୍ବାୁନ ପାଇଁ ତାରିଖ ଘୋଷଣା ହେବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବିଜେପି-କଂଗ୍ରେସ ସହ ଅନ୍ୟ ରାଜନୈତିକ ଦଳ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ତେବେ ବିଭିନ୍ନ ଆସନରୁ…

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏନେଇ କହିଲେ…

ନୂଆଦିଲ୍ଲୀ: ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ମସ୍କୋରେ ହୋଇଥିବା ଆତଙ୍କବାଦୀ…

AAP ର ଆଉ ଏକ ବିଧାୟକଙ୍କ ଘରେ ଇଡିର ଚଢ଼ାଉ, ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ପୁଣି ଆକ୍ସନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଇଡି ଅନ୍ୟ ଏକ ଆମ୍ ଆଦମୀ ପାର୍ଟିର ବିଧାୟକଙ୍କ ଘରେ ଚଢ଼ାଉ କରିଛି। ଶନିବାର ସକାଳେ, ଇଡି ଟିମ ଦିଲ୍ଲୀର…

ବ୍ରିଟେନର ରାଜକୁମାରୀ କ୍ୟାନସରରେ ଆକ୍ରାନ୍ତ, ଭିଡିଓ ମେସେଜ ଜରିଆରେ ଦେଲେ ସୂଚନା

ନୂଆଦିଲ୍ଲୀ: ବ୍ରିଟେନର ରାଜକୁମାରୀ କେଟ ମିଡଲଟନ କ୍ୟାନସରରେ ଆକ୍ରାନ୍ତ। ଏନେଇ ନିଜେ ଏକ ଭିଡିଓ ମେସେଜ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି କେଟ ମିଡଲଟନ। ଏବେ ତାଙ୍କର କେମୋଥେରାପି ଚାଲିଛି। ତେବେ ଗତ ବର୍ଷ…

ଭାରତ ଆସିଲା ଗ୍ୟାଙ୍ଗଷ୍ଟର ପ୍ରସାଦ ପୂଜାରୀ, ଚୀନରୁ ମୁମ୍ବାଇକୁ ଅଣାଗଲା

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଏଜେନ୍ସିମାନଙ୍କୁ ଭାରତରୁ ଫେରାର ହୋଇଯାଇଥିବା ଜଣେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ସଫଳତା ମିଳିଛି । ପ୍ରସାଦ ପୂଜାରୀ ନାମକ ଗ୍ୟାଙ୍ଗଷ୍ଟରକୁ ଚୀନ ରୁ ମୁମ୍ବାଇ ଅଣାଯାଇଛି । ତେବେ ପ୍ରସାଦ…

ଏୟାର ଇଣ୍ଡିଆ ଉପରେ ଲାଗିଲା ଲକ୍ଷ ଲକ୍ଷ ଟଙ୍କାର ଜରିମାନା, ଏହି କାରଣରୁ ଡିଜିସିଏ ନେଲେ ଆକ୍ସନ

ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାର ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଏହା ଉପରେ ବିମାନ ସେକ୍ଟରର ନିୟାମକ ଡିଜିସିଏ ଫ୍ଲାଇଟ ଡ୍ୟୁଟୀ ଟାଇମିଙ୍ଗ ଏବଂ କ୍ରୁ ମେମ୍ବରଙ୍କ ଥକ୍କାପଣ ରୋକିବା ଲାଗି ପ୍ରସ୍ତୁତ ନିୟମକୁ ଉଲ୍ଲଘଂନ…

(Video) ଆତଙ୍କୀ ଆକ୍ରମଣରେ ୬୦ ଲୋକଙ୍କ ମୃତ୍ୟୁ: କନସର୍ଟ ହଲରେ ପଶି ଆଖିବୁଜା ଗୁଳିମାଡ଼ କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ମସ୍କୋରେ ଭୟଙ୍କର ଆତଙ୍କୀ ଆକ୍ରମଣ ଦେଖିବାକୁ ମିଳିଛି । ଋଷର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ପଶି ଅଚାନକ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୟୁନିଫର୍ମ ପିନ୍ଧି ଆସିଥିବା ଏହି ଆତଙ୍କବାଦୀ ଏହି…