CHARIDHAM
Browsing Category

ଦେଶ ବିଦେଶ

ମମତା ସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଅତ୍ୟାଚାରର ଅନ୍ୟ ନାମ ଟିଏମସି

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପଶ୍ଚିମବଙ୍ଗରେ ୧୫ ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ରାଜ୍ୟର ନଦିଆ ଜିଲ୍ଲାର କ୍ରିଷ୍ଣା ନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି…

ଭୁଲର ସୀମା ଟପିଲା! ଗଲବ୍ଲାଡର ଅପରେସନ କରିବାକୁ ଯାଇଥିଲେ ଯୁବକ, ମାତ୍ର ବନ୍ଧ୍ୟାକରଣ କରିଦେଲେ ଡାକ୍ତର

ନୂଆଦିଲ୍ଲୀ: ରୋଗୀଙ୍କ ଜୀବନ ବଞ୍ଚାଉଥିବାରୁ ବର୍ତ୍ତମାନ ସମୟରେ ଲୋକମାନେ ଡାକ୍ତରଙ୍କୁ ‘ଦ୍ୱିତୀୟ ଭଗବାନ’ ବୋଲି କହିଥାନ୍ତି । ମାତ୍ର ଅନେକ କ୍ଷେତ୍ରରେ ଡାକ୍ତରଙ୍କ ସାମାନ୍ୟ ଭୁଲ୍ ପାଇଁ ଜଣେ ରୋଗୀଙ୍କ ଜୀବନ…

କମାଲର ଫିଚର ନେଇ ଆସିଲା Whatsapp, ତାରିଖ ଦ୍ୱାରା ସର୍ଚ୍ଚ କରିପାରିବେ ପୁରୁଣା ମେସେଜ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଘରେ ବସି ଅନେକ କାର୍ଯ୍ୟ ସହଜରେ ହୋଇଯାଉଛି । ଏଥିମଧ୍ୟରେ ‘ହ୍ୱାଟ୍ସଆପ୍‌’ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ବିଶ୍ୱରେ ପ୍ରାୟ ୨୦୦ କୋଟିରୁ ଉର୍ଦ୍ଧ୍ୱ…

(VIDEO) ଅଯୋଧ୍ୟା ରାମ ମନ୍ଦିରରେ ବୈଜୟନ୍ତୀ ମାଲାଙ୍କ ନୃତ୍ୟକଳା, ୯୦ ବର୍ଷ ବୟସରେ ଦର୍ଶକଙ୍କୁ କଲେ ବିଭୋର

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା । ଏହା ପରେ ଜାନୁଆରୀ ୨୭ରୁ ନିୟମିତ ଭାବେ ରାମ ଲଲାଙ୍କ ‘ରାଗ ସେବା’ ଜାରି ରହିଛି । ଏହା ୪୫ ଦିନ ପର୍ଯ୍ୟନ୍ତ…

କାଶୀ ବିଶ୍ୱନାଥ ମନ୍ଦିରର ୨ କିମି ପରିସର ମଧ୍ୟରେ ମଦ ମାଂସ ବିକ୍ରି ଉପରେ ବ୍ୟାନ୍‌, ପ୍ରସ୍ତାବ ଉପରେ ଲାଗିଲା ମୋହର

ବାରାଣାସୀ: ଭାରତର ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ କାଶୀ ବିଶ୍ୱନାଥ ମନ୍ଦିର । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ପାଇଁ କାଶୀ ବିଶ୍ୱନାଥ ଆସିଥାନ୍ତି । ଏଥିମଧ୍ୟରେ ମନ୍ଦିର ସହ ଜଡ଼ିତ ଏକ ବଡ଼ ଖବର…

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଲସ୍କର ଆତଙ୍କବାଦୀ ଆଜମ ଚୀମାର ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଲସ୍କର-ଏ-ତୋଏବା (ଏଲଇଟି)ର ସିନିୟର କମାଣ୍ଡର ଆଜମ ଚୀମାର ମୃତ୍ୟୁ ଘଟିଛି । ପାକିସ୍ତାନର ପଞ୍ଜାବର ଫୈସଲାବାଦରେ ୭୯…

ରାଜନୀତିରୁ ବିଦାୟ ନେବେ ଗୌତମ; ‘ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେଲେ କ୍ରିକେଟ ଉପରେ ଧ୍ୟାନ ଦେବି’

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଲୋକସଭା ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। "ମୁଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ…

ବିଜେଡିରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି: ଆସନ୍ତାକାଲି ବିଜେପିରେ ଯୋଗଦେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।…

ଶାହାଜାହାନ ଶେଖ ଗିରଫ ହେବା ପରେ ୨ ପୋଲିସ ଅଧିକାରୀଙ୍କୁ ପଦରୁ ହଟାଇ ଦେଲେ ମମତା ସରକାର

କୋଲକାତା: ସନ୍ଦେଶଖାଲି ଅତ୍ୟାଚାର ଓ ଜମି ଜବରଦଖଲ ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାଁଗିରଫ ହେବା ପରେ ମମତା ବାନାର୍ଜୀ ସରକାର ଶୁକ୍ରବାର ବଶିରହାଟ ପୋଲିସ ଜିଲ୍ଲାରୁ ଦୁଇ ଜଣ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି।…

‘ରାଜନୀତିରେ ପ୍ରବେଶ କରିବାର କୌଣସି ଇଚ୍ଛା ନାହିଁ’, ସ୍ପଷ୍ଟିକରଣ ଦେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: କ୍ରିକେଟ ଦୁନିଆର ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂହ । ରାଜନୈତିକ ପିଚରେ ନୂଆ ଇନିଂସ ଖେଳିବେ କି ଯୁବରାଜ ? ଏହାକୁ ନେଇ ଲାଗିରହିଛି ବିଭିନ୍ନ କଳ୍ପନା ଜଳ୍ପନା । ସେ ପଞ୍ଜାବର ଗୁରଦାସପୁରରୁ ନିର୍ବାଚନ…