fbpx
Browsing Category

ଦେଶ ବିଦେଶ

ଆମେରିକା ସ୍କୁଲରେ ଗୁଳିକାଣ୍ଡ: ୨ଛାତ୍ର ମୃତ

ନ୍ୟୁର୍ୟକ: ଆମେରିକାର କାର୍ଲିଫଣ୍ଣିଆରେ ଲଗାତାର ଗୁଳିକାଣ୍ଡରେ ଜନ ସାଧାରଣ ପ୍ରାଣ ହରାଉଛନ୍ତି । ସେହିପରି ଆଜି ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨…

ଏବେ ହାତରେ ନୁହେଁ ପାଟିରେ ନେବେ କରୋନା ଟିକା , ବୈଜ୍ଞାନିକଙ୍କ ପକ୍ଷରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଚୀନରେ ପୁଣିଥରେ କରୋନା ଫେରିବା ଘଟଣା ପୂରା ବିଶ୍ୱକୁ ଭୟଭୀତ କରି ରଖିଛି । ତେଣୁ ବୈଜ୍ଞାନିକମାନେ ବର୍ତ୍ତମାନ ଭ୍ୟାକ୍ସିନକୁ ନେଇ ଅନେକ ପ୍ରକାର ରିସର୍ଚ୍ଚ କରୁଛନ୍ତି । ଭ୍ୟାକ୍ସିନ ସାଧାରଣତଃ ଇଞ୍ଜେକ୍ସନ…

୯ଟାରୁ ଆରମ୍ଭ ହେବ JEE Main ପରୀକ୍ଷାର ପ୍ରଥମ ସିଫ୍ଟ: ନୋଟ୍ କରନ୍ତୁ ଜରୁରୀ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶର ନାମୀଦାମୀ ପ୍ରତିଷ୍ଠାନଗୁଡ଼ିକର BE, B.Tech ଓ B.Arch ପାଠ୍ୟକ୍ରମରେ ଆଡମିଶନ ପାଇଁ ଆଇଆଇଟି ଜେଇଇ ପରୀକ୍ଷା ଆୟୋଜିତ କରାଯାଉଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ସେଶନରେ ଅନୁଷ୍ଠିତ ହେବ । ଏହାର…

କେରଳରେ ନୋରୋଭାଇରସ୍ ଆତଙ୍କ: ବିଦ୍ୟାଳୟରେ ୧୯ ପିଲା ସଂକ୍ରମିତ, ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ବିପଦ ମଧ୍ୟରେ ଦେଶରେ ନାରୋଭାଇରସ୍ ଚିନ୍ତା ବଢାଇ ଦେଇଛି। କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଗୋଟିଏ ବିଦ୍ୟାଳୟର ୧୯ ଜଣ ଛାତ୍ର ନାରୋଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣା ପଡିଛି। ଏହି…

ବିଚାରପତିଙ୍କୁ ନିର୍ବାଚନ ସାମ୍ନା କରିବାକୁ ପଡୁନାହିଁ କିମ୍ବା ଲୋକଙ୍କୁ ଉତ୍ତର ଦେବାକୁ ପଡୁନାହିଁ- ଆଇନ୍ ମନ୍ତ୍ରୀ କିରନ ରିଜିଜୁ

ନୁଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ମଧ୍ୟରେ କଲେଜିୟମ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଆଇନ୍ ମନ୍ତ୍ରୀ କିରନ ରିଜୁଜୁ ପୁଣି ଥରେ ସୁପ୍ରିମକୋର୍ଟ ବିଚାରପତିଙ୍କ ଉପରେ ବଡ଼ ବୟାନ ଦେଇଛନ୍ତି। ସୋମବାର…

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ପରାକ୍ରମ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ନେତାଜୀ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦେଶର ସ୍ୱାଧୀନତା…

ଗର୍ଭପାତ କରିବା କିମ୍ବା ନକରିବା ମହିଳାଙ୍କ ଅଧିକାର: ହାଇକୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କ ଗର୍ଭଧାରଣକୁ ନେଇ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଗର୍ଭଧାରଣ ଜାରି ରଖିବା କିମ୍ବା ନରଖିବା ଅଧିକାର ସମ୍ପୂର୍ଣ୍ଣ ମହିଳାଙ୍କ ଉପରେ ରହିଛି…

ଫିଲ୍ମ ବୟକଟକୁ ନେଇ ମୁହଁ ଖୋଲିଲେ କରୀନା କପୁର, କହିଲେ…

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଫିଲ୍ମର ବୟକଟକୁ ନେଇ ମୁହଁ ଖୋଲି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ ଏଥିରେ ଆଦୌଂ ସହମତ ନୁହେଁ । କୋଲକତାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଯଦି ଏପରି…

ଲୁଡୁ ଖେଳୁ ଖେଳୁ ‘ମୁଲାୟମ ସିଂହ’ଙ୍କୁ ଭଲ ପାଇଲେ: ସୀମା ପାର କରି ଭାରତରେ ପହଞ୍ଚିଲେ ପାକିସ୍ତାନୀ ଛାତ୍ରୀ

ନୂଆଦିଲ୍ଲୀ: କୁହାଯାଏ ଯେ ପ୍ରେମରେ ସୀମା କୌଣସି ପ୍ରତିବନ୍ଧକ ହୋଇନଥାଏ । ଆପଣ ଏହାକୁ ଫିଲ୍ମରେ ଦେଖିଥିବେ ବା ବହିରେ ପଢ଼ିଥିବେ । କିନ୍ତୁ ଏପରି ଏକ କାହାଣୀ ବେଙ୍ଗାଲୁରୁରୁ ସାମକ୍ନାକୁ ଆସିଛି । ସେଠାରେ ପାକିସ୍ତାନରୁ…

ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ଭାଗବତ ସିଂ କୋଶ୍ୟାରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଅନୁରୋଧ କରିଛନ୍ତି, କି 'ସେ…