Browsing Category
ଦେଶ ବିଦେଶ
ସଂସଦ ଆକ୍ରମଣ ମାମଲା: ରାଜସ୍ଥାନରୁ ଜବତ ହେଲା ଅଭିଯୁକ୍ତଙ୍କ ଦରପୋଡ଼ା ଫୋନ୍, ତଦନ୍ତରୁ ଜଣା ପଡ଼ିବ ସତ
ନୂଆଦିଲ୍ଲୀ: ସଂସଦରେ ଅନୁପ୍ରବେଶ ମାମଲାର ମୁଖ୍ୟ ଅଭିଯୁକ୍ତ ଲଳିତ ଝାଙ୍କ ଅଭିଯୋଗ ସତ ହୋଇଛି। ଅଭିଯୋଗ କ୍ରମେ ମିଳିଲା ମୋବାଇଲ୍ ଫୋନ୍ ର ଅଂଶ ବିଶେଷ। ଦର ପୋଡ଼ା ମୋବାଇଲକୁ ଉଦ୍ଧାର କରିଛି ପୋଲିସ। ତଦନ୍ତ ପରେ ସାମ୍ନାକୁ…
କୁଏତର ଶାସକଙ୍କ ଦେହାନ୍ତକୁ ନେଇ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଭାରତ ସରକାର, ଅର୍ଦ୍ଧ ନମିତ ରହିବ ଜାତୀୟ ପତାକା
ନୂଆଦିଲ୍ଲୀ: କୁଏତର ଶାସକ ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ଦେହାନ୍ତଙ୍କକୁ ନେଇ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ଭାରତ ସରକାର। ଆସନ୍ତା ରବିବାର (୧୭ ଡିସେମ୍ବର)ତାରିଖ ଦିନରେ ଏହି ଶୋକ ପାଳନ…
ରତନ ଟାଟାଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସ ହାତରେ ଧରାପଡ଼ିଲା ଅଭିଯୁକ୍ତ
ମୁମ୍ବାଇ: ନିକଟରେ ରିଲାଏନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିବା ପରେ ବର୍ତ୍ତମାନ ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ପାଳି । ମୁମ୍ବାଇ ପୋଲିସକୁ ରତନ…
ଚଳନ୍ତା ବସରେ ଯୁବତୀଙ୍କୁ ଦୁଷ୍କର୍ମ କଲା ଡ୍ରାଇଭର; ହାଇ ଭଲ୍ୟୁମ୍ରେ ଗୀତ ବଜାଇ ଗାଡ଼ି ଚଳାଉଥିଲା କଣ୍ଡକ୍ଟର
ଜୟପୁର: ଚଳନ୍ତା ବସରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କାନପୁରରୁ ଜୟପୁର ବସ୍ ରେ ଯାଉଥିଲେ ଜଣେ ଯୁବତୀ। ଡିସେମ୍ବର ୯ ତାରିଖରେ ଘଟିଥିଲା ଏହି ଘଟଣା। ଯୁବତୀଙ୍କ ରିପୋର୍ଟ ଆଧାରରେ ଏକ ମାମଲା…
ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା; ମହିଳା ଓ ଶିଶୁଙ୍କ ସମେତ ବୁଡ଼ିଗଲେ ୬୧ ଶରଣାର୍ଥୀ
ଶନିବାର ଲିବ୍ୟା ଉପକୂଳ ଠାରୁ ଦୂର ଭୂମଧ୍ୟସାଗରରେ ଗୋଟିଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଜାହାଜରେ ଯାତ୍ରା କରୁଥିବା ମହିଳା ଓ ଶିଶୁଙ୍କ ସମେତ ଅନ୍ୟ ୬୧ ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ି ଯିବା…
୧୯ ଝିଅଙ୍କୁ ଫସାଇ ୭ଜଣଙ୍କୁ ବାହା ହୋଇଛି କଶ୍ମୀରୀ ସନ୍ଦିଗ୍ଧ ଈଶାନ ବୁଖାରୀର: ଗୁଇନ୍ଦା ବ୍ୟୁରୋ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସନ୍ଦିଗ୍ଧ ଈଶାନ ବୁଖାରୀକୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରୁ ଗିରଫ କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।…
ଶୀତ ଦିନରେ ବଢିବ କି କୋଭିଡର ନୂଆ ସବ ଭ୍ୟାରିଆଣ୍ଟ? କେରଳରେ ଜଣେ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ସାରା ବିଶ୍ୱଟେ ଆତଙ୍କ ଖେଳାଉଛି ଚୀନ। କୋଭିଡର ବିଭିନ୍ନ ଭ୍ୟାରିଆଣ୍ଟକୁ ନେଇ ସମସ୍ତେ ବହୁ ଚିନ୍ତିତ ଅଛନ୍ତି । ଏହି ସଂକ୍ରମଣ କମୁଥିବା ଓ ବଢୁଥିବା ବେଳେ ଏବେ ଚୀନରେ କୋଭିଡର ନୂଆ ସବ ଭ୍ୟାରିଆଂଟକୁ ନେଇ…
ଆଜିଠୁ ଆରମ୍ଭ ଭାରତ-ଦକ୍ଷିଣ ଆଫ୍ରିକା ଓ୍ୱାନଡେ ସିରିଜ୍; ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ କେଏଲ ରାହୁଲ
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଓ୍ୱାନଡେ ସିରିଜ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ କେଏଲ ରାହୁଲ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ୍…
ରାମ ମନ୍ଦିର ଉଦଘାଟନ ପୂର୍ବରୁ ମସଜିଦ ନିର୍ମାଣ ହେଉ: ଅଲ ଇଣ୍ଡିଆର ମୁସଲିମ ଜମାତର ରାଷ୍ଟ୍ରୀୟ ସଭାପତି
ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହ କାମ ପ୍ରାୟତଃ ଶେଷ ହୋଇଗଲାଣି। ଅନ୍ୟପଟେ ଏବେ ଅଯୋଧ୍ୟାର ଭିତ୍ତିଭୂମି ବଦଳାଇବାକୁ ପ୍ରୟାସ ଚାଲିଛି। କାରଣ ଆସନ୍ତା ମାସରେ ଭବ୍ୟ…
ମନ୍ଦିର ପାଖରେ ମାଟି ଖୋଳୁ ଖୋଳୁ JCB ଛାଡ଼ି ପଳାଇଥିଲା ଡ୍ରାଇଭର; ଫେରିବା ପରେ କହିଲା ପୂରା କାହାଣୀ…
ଓଡ଼ିଶା ଭାସ୍କର: ହରିୟାନାର ଚରଖୀ ଦାଦରି ଜିଲ୍ଲାର କରି ଧରଣୀ ଗ୍ରାମରେ ଅଲୋକିକ ଘଟଣା। ବାବା ଯୋଦନାଥ ମନ୍ଦିର ପରିସରରେ ବର୍ଷା ଜଳ ସଂରକ୍ଷଣ ପାଇଁ ପୋଖରୀ ଖୋଳିବା କାମ ଚାଲିଥିଲା। ଗାଁ ଲୋକେ ଜେସିବି ସହ ମିଶି ଖନନ…