Browsing Category

ଦେଶ ବିଦେଶ

High Security Number Plate ସମସ୍ୟାରେ ଲାଗୁନି ବ୍ରେକ: ଡେଡଲାଇନ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି ମାନ୍ୟବର ହାଇକୋର୍ଟ । ଭିତ୍ତିଭୂମି ନଥାଇ ଡେଡଲାଇନ ଦେବା ଉପରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ତେବେ ଆଗକୁ ଏହାର…

କୋଭିଡ ବୁଷ୍ଟର ଡୋଜ ନେଲେ ହେଉଛି କି ହାର୍ଟ-ଆଟାକ୍ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ ହୃଦରୋଗର ବୁଷ୍ଟର ଡୋଜ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ବୁଷ୍ଟର ଡୋଜ ବିଷୟରେ କଳ୍ପନାଜଳ୍ପନାର ଅନ୍ତ ଘଟାଇବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି କଥା କହିଛନ୍ତି। ଅମୃତା ହସପିଟାଲ…

ଅନୀଲ ଚୌହ୍ୱାନ ନୂଆ CDS : କେନ୍ଦ୍ର ସରକାର ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ହେବେ ନୂଆ ସିଡିଏସ । ନୂଆ ସିଡିଏସ ଭାବେ ଅନୀଲ ଚୌହ୍ୱାନଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସିଡିଏସ ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ମଧ୍ୟ…

Video: ଛାତ୍ରୀଙ୍କର ସାନିଟାରୀ ପ୍ୟାଡ ପ୍ରଶ୍ନରେ ଆଇଏଏସ୍ ଅଧିକାରୀଙ୍କ ଅଜବ ଉତ୍ତର

ପାଟନା: ରାଜଧାନୀ ପାଟନାରେ ଛାତ୍ରୀମାନଙ୍କ ସଚେତନତା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଫିସର ଛାତ୍ରୀମାନଙ୍କୁ ଏପରି କିଛି କହିଛନ୍ତି ଯାହାକୁ ନେଇ ବିବାଦ ଆରମ୍ଭ ହେଇଯାଇଛି।…

କୋଟି କୋଟି ଟଙ୍କା ଦେଉଛି ଏହି ସରକାରୀ ୱେବସାଇଟ: ନିଜ ସ୍ୱପ୍ନ ପୂରଣ ପାଇଁ ଆଣିପାରିବେ ଲୋନ

ନୂଆଦିଲ୍ଲୀ: ଲୋନ ପାଇବା ପାଇଁ ଆଉ ଏକ ସୁବିଧା ଏବଂ ସହଜଉପାୟ ପାଲଟିଛି ଏକ ସରକାରୀ ୱେବସାଇଟ । ବ୍ୟାଙ୍କରୁ ଲୋନ ପାଇବା ପାଇଁ ବାରମ୍ବାର ଦୌଡିବା ପରେ ବି ହତାଶ ହେବାକୁ ପଡିଥାଏ । ତେବେ ଏସବୁ ସମସ୍ୟାରୁ ଏବେ ମୁକ୍ତି…

ସ୍ୱାମୀ ଏକାଠି ନ ରହିବାର ପରିସ୍ଥିତି ସୃଷ୍ଟି କଲେ ଗୁଜୁରାଣ ଭତ୍ତା ଦାବି କରିପାରିବେ ପତ୍ନୀ: ହାଇକୋର୍ଟ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଓ ଗୁଜୁରାଣ ଭତ୍ତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏକ ଆବେଦନର ଶୁଣାଣି କରୁଥିବା ବେଳେ ହାଇକୋର୍ଟ କହିଛନ୍ତି କି, ଯଦି ସ୍ୱାମୀ ଏପରି…

VIRAL VIDEO: ମହାତ୍ମା ଗାନ୍ଧିଙ୍କ ଉପରେ ଇଂରାଜୀ ଏପରି କହିଲେ ଦାଦି, ଲୋକେ କହିଲେ ଫେଲ୍ ମାରିବ ଗୁଗୁଲ

ନୂଆଦିଲ୍ଲୀ :ଆଜିକାଲି ସୋସିଆଲ ମିଡିଆରେ ଅନେକ କଥା ଭାଇରାଲ ହେବାର ଲାଗିଛି । କିଏ ନିଜ ଭିଡିଓ କରି ଭାଇରାଲ ହେଉଛି ତ ଆଇ କିଏ ମଜାଳିଆ କଥା ଭାଇରାଲ କରୁଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ମହାତ୍ମା ଗନ୍ଧିଙ୍କୁ ନେଇ…

Passport ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ଏଣିକି ପୋଷ୍ଟ ଅଫିସରେ ମିଳିବ ପାସପୋର୍ଟ ସେବା

ନୂଆଦିଲ୍ଲୀ: ପାସପୋର୍ଟ ପାଇଁ ଆବେଦନ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ଆଜିଠାରୁ କେନ୍ଦ୍ର ସରକାର ପାସପୋର୍ଟ ନିୟମରେ ପରିବର୍ତ୍ତନ କରିଛନ୍ତି । ଏଣିକି ପୂର୍ବାପେକ୍ଷ ପାସପୋର୍ଟ ଆବେଦନ ସହଜ ହେବ ।…

କାହିଁକି ପୁରୁଷ ମାନଙ୍କର ଶୀଘ୍ର ଝଡ଼େ କେଶ ,ଜାଣନ୍ତୁ କିପରି ଦୂର ହେବ ଏହି ସମସ୍ୟା

ଭୁବନେଶ୍ୱର : ଆଜିର ବ୍ୟସ୍ତବହୁଳ ଜୀବନରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ କେଶ ଝଡ଼ିବା ସାଧାରଣ କଥା । କିନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ। ପ୍ରାୟତଃ ପୁରୁଷଙ୍କ କେଶ ଅଳ୍ପ ବୟସରେ…

SBI, HDFC ଓ ICICI ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଯଦି ଆପଣ ବ୍ୟାଙ୍କରୁ ଲୋନ ନେବା ପାଇଁ ପ୍ଲାନିଂ କରୁଛନ୍ତି, ତେବେ ଏହି ଖବର ଆପଣଙ୍କୁ ବେନିଫିଟ୍ ଦେଇପାରେ । ବ୍ୟାଙ୍କିଂ ସିଷ୍ଟମକୁ ଅଧିକ ସହଜ କରିବା ପାଇଁ…