Browsing Category

ଦେଶ ବିଦେଶ

ଜମ୍ମୁ-କାଶ୍ମୀରର ଆଉ ଏକ ମନୋରମ ଦୃଶ୍ୟ: ଦେଖିଲେ ଲାଖିଯିବ ଆଖି…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ଏମିତିରେ ତ' ଏହାକୁ ପୃଥିବୀର ସ୍ୱର୍ଗ ବୋଲି କୁହାଯାଏ । କାଶ୍ମୀରର ଅନୁପମ ରୂପ ସୌନ୍ଦର୍ଯ୍ୟ ଅଦ୍ୱିତୀୟ । ଏହି ଅନୁପମ ସୁନ୍ଦରତାକୁ ଉପଭୋଗ କରିବାକୁ ଅନେକ ଲୋକେ ପ୍ରତିବର୍ଷ କାଶ୍ମୀର…

NPS ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି: ଲାଗୁ ହେଲା ଦୁଇଟି ପେନସନ୍ ନିୟମ

ନୂଆଦିଲ୍ଲୀ: ନ୍ୟାସନାଲ ପେନସନ ସ୍କିମ (ଏନପିଏସ) ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଦୁଇଟି ପେନସନ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଫଳରେ ଏନପିଏସ ଗ୍ରାହକମାନେ ଏଣିକି ପୂର୍ବାପେକ୍ଷା ସହଜରେ ପେନସନ ପାଇପାରିବେ…

ଆଜମ ଖାନଙ୍କୁ ହାର୍ଟ ଆଟାକ୍

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା) ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ହାର୍ଟ ଆଟାକ୍ ହୋଇଛି । ତେଣୁ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜମ ଏବେ ଆଇସିୟୁରେ ରହିଥିବା ବେଳେ…

ଗୋଆରେ କଂଗ୍ରେସକୁ ଲାଗିବ ବଡ଼ ଝଟକା! ଭାଜପାରେ ମିଶିବେ ୮ ଜଣ ବିଧାୟକ, ହଲଚଲ୍ କଲା ବିଜେପି ଅଧ୍ୟକ୍ଷଙ୍କ ବୟାନ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନ÷ତିକ ପାଣିପାଗ ସେତିକି ଉଷ୍ଣ ହେବାରେ ଲାଗିଛି । ତେବେ ମହାରାଷ୍ଟ୍ର, ବିହାର ପରେ ଏବେ ଗୋଆ ରାଜନୀତି ହଠାତ୍ ସରଗରମ୍ ହୋଇଉଠିଛି । ଗୋଆରେ କଂଗ୍ରେସକୁ…

ହୃଦୟବିଦାରକ: ଜମ୍ମୁ-କାଶ୍ମୀରରେ ଖାଇକୁ ବସ୍ ଖସି ୧୧ ଜଣଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗଭୀର ଖାଇକୁ ଏକ ବସ୍ ଓଲଟି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଜମ୍ମୁ-କାଶ୍ମୀର ପୁଞ୍ଛ ଜିଲ୍ଲାରେ ବରେରୀ ନାଲା ନିକଟରେ ଏକ ବସ୍ ଗଭୀର ଖାଇକୁ ଖସିଯିବାରୁ ୧୧ ଜଣଙ୍କ…

ଏଲନ୍ ମସ୍କଙ୍କ କମ୍ପାନୀ SpaceX କୁ ଟକ୍କର ଦେବ Jio: ଭାରତରେ ମିଳିବ ସାଟେଲାଇଟ୍ ଇଣ୍ଟରନେଟ୍

ନୂଆଦିଲ୍ଳୀ: ରିଲାଏନ୍ସ ଜିଓ ଖୁବଶୀଘ୍ର ଲୋକଙ୍କୁ ସାଟେଲାଇଟ୍ ବେସ୍ଡ ହାଇ-ସ୍ପିଡ ଇଣ୍ଟରନେଟ୍ ସେବା ଯୋଗାଇପାରେ । ଏକ ରିପୋର୍ଟରେ କୁହାଯାଇଛି ଯେ ଏଥିପାଇଁ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ (DoT) କମ୍ପାନୀକୁ…

ମାଡ୍ରାସ ହାଇକୋର୍ଟଙ୍କ ନିଆରା ସର୍ତ୍ତ: ମଦ୍ୟପ ଡ୍ରାଇଭର ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାାରେ ବାଣ୍ଟିବ ପାମ୍ପଲେଟ୍

ଚେନ୍ନାଇ: ମଦ୍ୟପାନ କରି ଗାଡି ଚଳାଇବା ଏକ ମଦ୍ୟପ ଡ୍ରାଇଭରଙ୍କୁ ମହଙ୍ଗା ପଡିଛି । ଯ।।ଫଳରେ ତାଙ୍କୁ କୋର୍ଟ ଚାଲଣ କରାଯିବା ସହ ବର୍ତ୍ତମାନ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ତେବେ ଏହି ସର୍ତ୍ତ ରୂପରେ କୋର୍ଟ…

TRAI Order: ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କୁ ୩୦ ଦିନିଆ ଭାଲିଡିଟି ପ୍ଲାନ୍ ପ୍ରଦାନ କରିବେ

ନୂଆଦିଲ୍ଲୀ: ପ୍ରତ୍ୟେକ ଟେଲିକମ ସେବା ପ୍ରଦାନକାରୀ (ଟିଏସପି) ଅତିକମରେ ଗୋଟିଏ ପ୍ଲାନ ଭାଉଚର, ସ୍ପେଶାଲ ଟାରିଫ ଭାଉଚର ଓ କମ୍ବିନେସନ ଭାଉଚର ପ୍ରଦାନ କରିବେ । ଏହି ଭାଉଚର ମାସ ଶେଷରେ ୩୦ ଦିନ ପରେ ରିନ୍ୟୁ ହେବ । ଯଦି…

ଆସିଫ୍ ଆଫ୍ରିଦିଙ୍କୁ ସସପେଣ୍ଡ କଲା ପାକିସ୍ତାନ କ୍ରିକେଟ୍ ବୋର୍ଡ: ଆଣ୍ଟି କରପ୍ସନ କୋର୍ଡର ଉଲ୍ଲଘଂନ ନେଇ ରହିଛି ଅଭିଯୋଗ

ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ସ୍ପିନର ଆସିଫ୍ ଆଫ୍ରିଦିଙ୍କୁ ଆଣ୍ଟି କରପ୍ସନ କୋଡ୍ ଅନୂଯାୟୀ, ସସପେଣ୍ଡ କରାଯାଇଛି । ୩୫ ବର୍ଷୀୟ ଏହି ସ୍ପିନର ୩୫ ଟି ଫାଷ୍ଟ କ୍ଲାସ୍, ୪୨ ଲିଷ୍ଟ ଏ ଏବଂ ୬୫ ଟି୨୦ ମ୍ୟାଚ୍…

ମାତ୍ର ୮ ଲକ୍ଷ ଟଙ୍କାରେ ମିଳୁଛି ସରକାରୀ Flat: ୧୦ ହଜାର ଦେଇ କରନ୍ତୁ ବୁକିଂ, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଆଜିକାଲିର ମହଙ୍ଗା ଯୁଗରେ ପ୍ଲଟ ଆଉ ଘରର ମୂଲ୍ୟ ସୁନା ସହିତ ସମାନ । ତେବେ ଆପଣମାନେ ଯଦି ଶସ୍ତାରେ ଘର କିଣିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ଏକ ଭଲ ସୁଯୋଗ ଆସିଛି । ଏଥିପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ…