Browsing Category
ଦେଶ ବିଦେଶ
ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଏକାନାଥ ସିନ୍ଦେ: ମିଳିଲା ୧୬୪ ଭୋଟ୍
ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବହୁମତ ସାବ୍ୟସ୍ତ କରିଛନ୍ତି । ଏକାନାଥଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା ମିଳିଛି । ମ୍ୟାଜିକ ନମ୍ବର ୧୪୪ରୁ ଅଧିକ ଭୋଟ ପାଇ ବାଜିମାତ୍…
କୁଲ୍ଲୁରେ ବଡ଼ ଧରଣର ବସ୍ ଦୁର୍ଘଟଣା: ସ୍କୁଲ ଛୁଆଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ
କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ଆଜି ସକାଳେ ସେଞ୍ଜ ଅଞ୍ଚଳରେ ଖାଇକୁ ଖସିପଡିଥିଲା ଏକ ବସ୍ । ଘଟଣାସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ବସରେ…
ମିସ୍ ଇଣ୍ଡିଆ ୨୦୨୨ର ବିଜେତା ହେଲେ କର୍ଣ୍ଣାଟକର ସିନୀ ସେଟ୍ଟୀ: ୩୧ ଫାଇନାଲିଷ୍ଟକୁ ପଛରେ ପକାଇ ପିନ୍ଧିଲେ ତାଜ
ମୁମ୍ବାଇ: ଚଳିତ ବର୍ଷର ଫେମିନା ମିସସ ଇଣ୍ଡିଆ ମୁକୁତା ପିନ୍ଧିଛନ୍ତି କର୍ଣାଟକର ସିନୀ ସେଟ୍ଟୀ। କଡ଼ା ମୁକାବିଲା ପରେ ଭାରତ ତାର ମିସ ଇଣ୍ଡିଆ ୨୦୨୨କୁ ପାଇ ସାରିଛି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେସନ ସେଣ୍ଟରରେ ଗତ କାଲି…
ଡେନମାର୍କ ରାଜଧାନୀ କପେନେଗେନର ସପିଂ ମଲରେ ଅନ୍ଧାଧୁନ ଗୁଳିମାଡ, ୩ ମୃତ
ନୂଆଦିଲ୍ଲୀ: ଡେନମାର୍କର କପେନେଗେନ ଏକ ମଲରେ ବ୍ୟାପକ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି। ପୋଲିସ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିଛି ଏବଂ ଅଧିକ ତଦନ୍ତ ଜାରି ରହିଛି।…
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା, ଆଲର୍ଟ କଲା IMD
ନୂଆଦିଲ୍ଲୀ: ଆସନ୍ତା ୫ ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୫ ଦିନ ପର୍ଯ୍ୟନ୍ତ ବର୍ଷା…
ପ୍ରବଳ ବନ୍ୟା ସ୍ରୋତରେ ଭାସି ଯାଉଥିଲେ ଦୁଇ ଶିଶୁ, ଜୀବନକୁ ବାଜିରେ ଲଗାଇ ସେମାନଙ୍କୁ ଉଦ୍ଧାର କଲେ ସାହସୀ ଯୁବକ, ଦେଖନ୍ତୁ Video
ନୂଆଦିଲ୍ଲୀ: ଅସମ ବନ୍ୟାରେ ବହୁ ଧନଜୀବନ ହାନୀ ହୋଇଥିବା ବେଳେ ଏବେ ବି ଲୋକମାନେ ମରଣ ସହ ଲଢ଼େଇ କରୁଛନ୍ତି । ତେବେ ଏହା ମଧ୍ୟରେ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ଦୁଇଜଣ…
ଆଠ ମାସରେ ଘୋଡ଼ା ସହ ୩ ଥର ଯୌନ ସମ୍ବନ୍ଧ, ୨୪ ବର୍ଷୀୟ ଯୁବକଙ୍କୁ ୧୦ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ଅମାନବୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥାନ୍ତି । ଆମେରିକାରେ ଜଣେ ବ୍ୟକ୍ତି ପଶୁ ସହ ଏପରି କାରନାମା କରି ଜେଲ ଯାଇଛନ୍ତି । ଜଣେ ୨୪ ବର୍ଷୀୟ ଯୁବକ ଏକ ଘୋଡ଼ା ସହ ଯୌନ ସମ୍ବନ୍ଧ…
ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅମିତ୍ ଶାହାଙ୍କ ଉଦବୋଧନ, କହିଲେ ବିଜେପି ରହିବ ୪୦ ବର୍ଷ
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ହ୍ରାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ ଆସନ୍ତା ୩୦-୪୦ ବର୍ଷ ପର୍ଯ୍ୟନ୍ତ ସମୟ ବିଜେପିର ରହିବ ଏବଂ ଏହି…
ଚଳନ୍ତା ଟ୍ରେନରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ପାଟଣା: ବିହାର ମୋତିହାରୀରେ ରବିବାର ଏକ ପାସେଞ୍ଜର ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବାବେଳେ ହିଁ ନିଆଁ ଲାଗିଯାଇଥିଲା । ଏହି ସମୟରେ ଟ୍ରେନରେ ଅନେକ ଯାତ୍ରୀ ରହିଥିଲେ ।…
BJPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଧରାପଡ଼ିଲା ଜାସୁସୀ: ମୁଖ୍ୟମନ୍ତ୍ରୀ କେସିଆର ଗୁପ୍ତଚର ପଠାଇଥିବା ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ: ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରଠାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଥିଲା ଦ୍ୱିତୀୟ ଦିବସ । ତେବେ ବୈଠକ ଚାଲିଥିବା ସମୟରେ ଫଟୋ ଉଠାଉଥିବା ଜଣେ ଖୁଫିଆ ଅଧିକାରୀ…