Browsing Category

ଦେଶ ବିଦେଶ

ଋଣରେ ପୂର୍ବରୁ ଦବି ରହିଥିବା ରାଜ୍ୟ ପୁଣି ଥରେ ନେବେ ୨.୧୨ ଲକ୍ଷ କୋଟି ଋଣ, ଚିନ୍ତାରେ ଆରବିଆଇ

ନୂଆଦିଲ୍ଲୀ: ନିଜ ଖର୍ଚ୍ଚ ପୂରଣ ପାଇଁ ଚଳିତ ତ୍ରୈମାସରେ ୨.୧୨ ଲକ୍ଷ କୋଟି ଟଙ୍କା ବଜାରରୁ ଧାର ନେବେ ରାଜ୍ୟ ସରକାର। ଏହାର ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ରାଜ୍ୟଗୁଡିକ ଏମିତି ଋଣ ନେବା ନେଇ ଚିନ୍ତିତ…

ଏବେ ମକଦ୍ଦମା ଲଢିବା ହେବ ମହଙ୍ଗା, ୧୦ ଗୁଣ ବୃଦ୍ଧି ପାଇଲା କୋର୍ଟ ଫି

ରାଞ୍ଚି(ଓଡ଼ିଶା ଭାସ୍କର): ଦେଶରେ ଏବେ ମହଙ୍ଗା ମାଡ଼ ଜାରି ରହିଛି। ଯାହା ଗରିବ ଏବଂ ମଧ୍ୟମବର୍ଗର ଲୋକଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପକାଉଛି। ସୂଚନା ଅନୁସାରେ ରାଞ୍ଚିର ଲୋକମାନେ ବର୍ତ୍ତମାନ ନାଗରିକମାନଙ୍କୁ ଅପରାଧିକ…

ତୃତୀୟ ଥର ପ୍ରୋଟୋକଲ ଭାଙ୍ଗିବେ କେସିଆର, ପ୍ରଧାନମନ୍ତ୍ରୀ ମୋଦୀଙ୍କ କରିବେନି ସ୍ଵାଗତ

ହାଇଦ୍ରାବାଦ: ଦକ୍ଷିଣ ଭାରତରେ କର୍ଣ୍ଣାଟକ ପରେ ଭାରତୀୟ ଜନତା ପାର୍ଟି(ବିଜେପି) ଟାର୍ଗେଟରେ ରହିଛି ତେଲଙ୍ଗାନା। ଦୀର୍ଘ ବର୍ଷ ପରେ ବିଜେପି ହାଇଦ୍ରାବାଦରେ ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ବୈଠକ କରୁଛି। ଦୁଇ ଦିନିଆ…

ଶରୀରର ଏହି ସ୍ଥାନରେ ଯଦି ହେଉଛି ଯନ୍ତ୍ରଣା ହୋଇଯାଆନ୍ତୁ ସାବଧାନ: ହୋଇପାରେ କୋଭିଡର ସଂକେତ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କରୋନା ଭାଇରସର ଲକ୍ଷଣ କେବଳ ଥଣ୍ଡା ବା ଜ୍ୱର ନୁହେଁ। ବର୍ତ୍ତମାନ ଏପରି କିଛି ଲକ୍ଷଣ ସାମ୍ନାକୁ ଆସିଛି ଯାହା ଲୋକମାନଙ୍କ ସମସ୍ୟାର କାରଣ ହୋଇଥିବା ଜଣା ପଡ଼ିଛି। ଦେଶରେ କରୋନା ସଂକ୍ରମଣ…

ରେପ୍ ପୀଡିତାଙ୍କୁ ଛୁଆ ଜନ୍ମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ଗର୍ଭପାତ କରିବାକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ନିକଟରେ ବମ୍ବେ ହାଇକୋର୍ଟ ଜଣେ ନାବାଳିକାଙ୍କୁ ୧୬ ସପ୍ତାହର ଗର୍ଭଧାରଣାକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି । ସେ ଯୌନ ଶୋଷଣର ଶିକାର ଥିବା ସହ ଆଇପିସି ଧାରା ୩୦୨ ଅଧିନରେ ହତ୍ୟା ଅଭିଯୋଗରେ ତାଙ୍କୁ…

ମୁଖ୍ୟମନ୍ତ୍ରୀରୁ ଉପ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀ କହିବା ପରେ ହିଁ ପ୍ରସ୍ତୁତ ହେଲେ ଫଡଣବିସ

ମୁମ୍ଵାଇ: ମହାରାଷ୍ଟ୍ରର ରାଜନୀତି ରାଜନୈତିକ ବିଶେଷଜ୍ଞକୁ ଚକିତ କରିଛି। ଜାରି ରହିଥିବା ଘଟଣାକ୍ରମ ଶେଷ ମୁହୂର୍ତ୍ତରେ ଯେମିତି ମୋଡ ନେଲା କହିବାର ଅର୍ଥ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ଏବଂ ଦେବେନ୍ଦ୍ର ଫଡଣବିସ…

ଶିବସେନାର ସବୁ ପଦରୁ ସିନ୍ଦେଙ୍କୁ ବହିଷ୍କାର କଲେ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଏକନାଥ ସିନ୍ଦେଙ୍କୁ ଦଳର ସମସ୍ତ ପଦରୁ ବାହାର କରିଛନ୍ତି । କାରଣ ଏକନାଥ ସିନ୍ଦେ ବିଜେପି ସହ ମିଶି ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏକ ବୟାନରେ…

ଉଦୟପୁର ହତ୍ୟାକାଣ୍ଡରେ ବଡ଼ ଖୁଲାସା: କହ୍ନୈୟାଲାଲଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ଆସିଥିଲା ଅଡର୍

ନୂଆଦିଲ୍ଲୀ: ଉଦୟପୁରର କହ୍ନୈୟାଲାଲ ହତ୍ୟାକାଣ୍ଡ ଏକ ବଡ଼ ଖୁଲାସା ହୋଇଛି । ଅଭିଯୁକ୍ତ ଗୌସ ଓ ରିୟାୟଙ୍କୁ ପାକିସ୍ତାନରେ ଥିବା ତାଙ୍କୁ ଗୁରୁ ହିଁ ହତ୍ୟା ପାଇଁ ଆଦେଶ ଦେଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,…

ରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତାଙ୍କ ବଡ଼ ବୟାନ: କହିଲେ-‘ଆମେ ବି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥାନ୍ତୁ, ଯଦି ….’

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ରାଜନୀତି ଜୋର ଧରିଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀମାନେ ମିଳିତ ଭାବେ ଯଶୋୱନ୍ତ ସିହ୍ନାଙ୍କୁ ନିଜର ପ୍ରାର୍ଥୀ କରିଛନ୍ତି । ଏହାରି…

ଶିବସେନା ପରେ ଏବେ ଏନସିପି ପାଳି, ଶରଦ ପାୱାରଙ୍କୁ ଚେକମେଟ୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଦେବେନ୍ଦ୍ର ଫଡନାବିସ

ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ର ରାଜନୀତିରେ ଉଠିଥିବା ଝଡ଼ ବର୍ତ୍ତମାନ ଏକ ପ୍ରକାର ଶାନ୍ତ ପଡୁଥିବା ଦେଖିବାକୁ ମିଳୁଛି। ରାଜ୍ୟ ରାଜନୀତିର ଚାଣକ୍ୟ ବୋଲାଉଥିବା ଶରଦ ପାୱାରଙ୍କୁ ଚକମା ଦେଇ ବିଜେପି ସରକାର ଗଠନ…