Browsing Category
ଦେଶ ବିଦେଶ
କୃଷକଙ୍କ ପାଇଁ ଖୁସିଖବର ଆଣିଛି ଏହି ରାଜ୍ୟ: ବର୍ଷକୁ ମିଳିବ ୧୦ ହଜାର ଟଙ୍କା
କୋଲକାତା: କରୋନା କାଳରେ ଶିକ୍ଷାଠାରୁ ଆରମ୍ଭ କରି କୃଷିକ୍ଷେତ୍ର ପର୍ଯ୍ୟନ୍ତ, ସବୁଥିରେ ସମସ୍ୟା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ…
ଚୋରି କରି ବନ୍ଧାହେଲେ ୨ ଅଭିନେତ୍ରୀ, କ୍ରାଇମ୍ ପେଟ୍ରୋଲ୍ ରେ କରୁଥିଲେ ଅଭିନୟ
ମୁମ୍ବାଇ: ପରିସ୍ଥିତିରେ ପଡ଼ି ମଣିଷ କିଛି ବି କରିଦେଇପାରେ । ଏଭଳି ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳୁଛି । ସେହିଭଳି ଟିଭି ଧାରାବାହିକର ଅଭିନୟ କରୁଥିବା ଦୁଇ ଅଭିନେତ୍ରୀ ଚୋରି ଅଭିଯୋଗରେ ଗିରଫ ହେବା ସମ୍ପ୍ରତି…
ରାଜ୍ୟରେ ପ୍ରଥମ ‘ଡେଲଟା ପ୍ଲସ୍’ ସଂକ୍ରମିତ ଚିହ୍ନଟ, ନେଇଥିଲେ ଟିକାର ଦୁଇଟି ଡ଼ୋଜ୍
ଭୋପାଳ: ଭାରତର କରୋନା ପ୍ରଜାତି ଡେଲଟା ଦ୍ୱିତୀୟ ଲହରରେ ଖୁବ୍ ସକ୍ରିୟ ଥିବା ବେଳେ ବର୍ତ୍ତମାନ ଏହା ଆଉ ଏକ ନୂଆ ରୂପରେ ଆସିଛି । ଦ୍ୱିତୀୟ ଲହର ସହିତ ଲଢ଼ିବାକୁ ଯାଇ ଲକଡାଉନ୍ ଲାଗୁ କରାଯିବା ପରେ ଏବେ ସଂକ୍ରମଣ କମିଥିବା…
ନା ବାଇଡେନ, ନା ଜନସନ… ପ୍ରଧାନମନ୍ତ୍ରୀ ମୋଦୀ ଏବେ ବି ଦୁନିଆର ସର୍ବାଧିକ ଗ୍ରହଣୀୟ ନେତା
ନୂଆଦିଲ୍ଲୀ : କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରିଥିବା ମୋଦୀ ସରକାର କିନ୍ତୁ ଦ୍ଵିତୀୟ ଲହରରେ ଯଥା ସମ୍ଭବ ପ୍ରୟାସ କରିଥିଲେ ମଧ୍ୟ ସେତେଟା ସଫଳ ହୋଇ ପାରି ନାହାନ୍ତି। ତଥାପି କରୋନା କାଳରେ…
ଆରବ ସାଗର ମଧ୍ୟରେ ନଜର ଆସିଲା ରହସ୍ୟମୟ ଅଣ୍ଡର ୱାଟର୍ ଦ୍ୱୀପ
କୋଚି: କେରଳର କୋଚି ସହରର ପଶ୍ଚିମତଟସ୍ଥ ଆରବ ସାଗରରେ ଏକ ବିନ୍ ମଞ୍ଜି ଆକାରର ଏକ ଦ୍ୱୀପ ଠାବ ଳକରାଯାଇଛି । ଯାହା ଖୁବ୍ ରହସ୍ୟମୟ ଲାଗୁଛି । ଏହାକୁ ଗୁଗୁଲ ମ୍ୟାପ ଜରିଆରେ ଠାବ କରାଯାଇଥିବା ବେଳେ ଏହା ଏକ ଅଣ୍ଡରୱାଟର୍…
ଦେଶରେ ୨ ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଦୈନିକ ମୃତ୍ୟୁ ୨ ହଜାର ତଳକୁ ଖସିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୯୭…
ଆମେରିକାରେ ଉଦଘାଟିତ ହେଲା ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଦ୍ୱିତୀୟ ଗୁଣ୍ଡିଚା ମନ୍ଦିର ଉଦଘାଟିତ ହୋଇଛି ଆମେରିକାରେ । ଆମେରିକାର ମିନ୍ନେସୋଟା ସ୍ଥିତ ମାପେଲ ଗ୍ରୋଭ ସହରର ହିନ୍ଦୁ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ହୋଇଛି ଶ୍ରୀ…
ମାଡ଼ି ଆସୁଛି କରୋନାର ନୂଆ ଭାରିଆଣ୍ଟ ‘ଲାମ୍ବଡା’, ୨୯ଟି ଦେଶରେ କାୟା ମେଲାଇଥିବା ନେଇ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଥମିଥିବା ବେଳେ ଦେଶବାସୀ ତୃତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ଏହି ସମୟରେ ପୁଣି କରୋନାର ଏକ ନୂଆ ଭାରିଆଣ୍ଟ ସାମନାକୁ ଆସିଛି । ଏହି ଭାରିଆଣ୍ଟ…
କଡ଼ା ସୁରକ୍ଷା ମଧ୍ୟରେ ଯାଉଥିଲେ ମୁଖ୍ୟମନ୍ତ୍ରୀ, ହଠାତ୍ ଜଣେ ମହିଳାଙ୍କୁ ଦେଖି ମଝି ରାସ୍ତାରେ ଅଟକାଇଲେ ଗାଡ଼ି, ଜାଣନ୍ତୁ ଏହାପରେ କ’ଣ ହେଲା
ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ‘ମୁଖ୍ୟମନ୍ତ୍ରୀ ହେବ ତ ଏମିତି’ ଏହି ଦୁଇପଦ କଥା ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି । ସମସ୍ତେ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୫୭ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୫୭ ହଜାର ୩୦୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୮୧ ଲକ୍ଷ ୭୯…