Browsing Category
ଦେଶ ବିଦେଶ
‘ହିନ୍ଦୁ ଧର୍ମ ଠାରୁ ଭଲ କ୍ରିଷ୍ଟ୍ରିଆନ’, ଧରାପଡ଼ିଲା ଭୋପାଳରେ ସ୍କୁଲରେ ହେଉଥିବା ଧର୍ମ ପରିବର୍ତ୍ତନ
ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ଏକ ସ୍କୁଲରେ ଧର୍ମ ପରିବର୍ତ୍ତନ କରାଯିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ଦେଖାଦେଇଛି । କୁହାଯାଉଛି ଯେ ସ୍କୁଲରେ ଗରିବ ହିନ୍ଦୁ…
କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଦାବି : କହିଲେ- ମାତୃ ଦିବସ ପରି ପାଳନ କରନ୍ତୁ ‘ପତ୍ନୀ ଦିବସ’
ନୂଆଦିଲ୍ଲୀ: ‘ମାତୃ ଦିବସ’ ଭଳି ‘ପତ୍ନୀ ଦିବସ’ ପାଳନ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ । ମହାରାଷ୍ଟ୍ରର ସାଙ୍ଗଲିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ତାଙ୍କ କହିବା…
ନେପାଳ ଗସ୍ତରେ ନରେନ୍ଦ୍ର ମୋଦୀ, ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ମଜବୁତ ଉପରେ ରହିବ ଫୋକସ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ଯିବେ । ନେପାଳ ଗସ୍ତ କରି ପ୍ରଥମେ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବା ସହ ମାୟା ଦେବୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ…
ଗାଧୋଉଥିବାବେଳେ ହେଲା ଆକ୍ରମଣ: ପାଣିରେ ବୁଡ଼ିଯାଇ ୫ ଜଣଙ୍କ ସଲିଳ ସମାଧି
ହରିୟାଣାର ଯମୁନାନଗରରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ୫ ଜଣ ଗଭୀର ଜଳରେ ବୁଡ଼ିଯାଇଛନ୍ତି । ତେବେ ଏହା ସେମାନଙ୍କ ଭୁଲ ଯୋଗୁଁ ନୁହେଁ ବରଂ ସେମାନଙ୍କ ଉପରେ ଆକ୍ରମଣ ଯୋଗୁଁ ଏପରି ହୋଇଛି ।…
ତାତିରୁ ମିଳିବ ଆଶ୍ୱସ୍ତି : କେରଳରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ, ୨ଜିଲ୍ଲାକୁ ରେଡ ଓ ୬ ଜିଲ୍ଳାକୁ ଅରେଞ୍ଜ ଆଲର୍ଟ ଜାରି
ଥିରୁବନନ୍ତପୁରମ୍, : ପ୍ରଚଣ୍ଡ ଗ୍ରୀଷ୍ମ, ଟାଣ ଖରା ଓ ଗରମ ଗୁଳୁଗୁଳିରେ ଉତ୍ତର ଭାରତ ଏବେ ସଢ଼ୁଛି । ତେବେ କେରଳରୁ ଏକ ଭଲ ସଙ୍କେତ ଆସୁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । କେରଳରେ ପ୍ରାକ୍ ମୌସୁମୀ ବର୍ଷା…
କ୍ୟାନ୍ସର ଚିକିତ୍ସା ସମୟରେ ହେଲା ପ୍ରେମ, ହସ୍ପିଟାଲ୍ରେ ହେଲା ବାହାଘର
ନୂଆଦିଲ୍ଲୀ: କର୍କଟ ରୋଗରୁ ସୁସ୍ଥ ହୋଇଥିବା ଏକ ପ୍ରେମୀ ଯୁଗଳ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କର୍କଟ ଚିକିତ୍ସା ସମୟରେ ୨ ଜଣଙ୍କ ଭିତରେ ପ୍ରଥମେ ବନ୍ଧୁତା ଓ ପରେ ଏହି ବନ୍ଧୁତା ପ୍ରେମରେ ବଦଳିବା ପରେ ଶେଷରେ…
ରୁଷ ରାଷ୍ଟ୍ରପତିଙ୍କୁ ବ୍ଲଡ କ୍ୟାନ୍ସର, ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପୁଟିନ୍ !
କିଭ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍ଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ରକ୍ତ କର୍କଟରେ ପୀଡ଼ିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ତାଙ୍କ…
ଆଜି ଚନ୍ଦ୍ରଗ୍ରହଣରେ ଦେଖାଯିବ ବ୍ଲଡ୍ ମୁନ୍: ଗର୍ଭବତୀ ରୁହନ୍ତୁ ସାବଧାନ୍, ଯୌନ ସମ୍ପର୍କଠାରୁ …
ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୧୬ ମେ’ ୨୦୨୨ ଅର୍ଥାତ୍ ଆଜି ଲାଗିବ । ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ଲାଗିଥାଏ । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ, ଯାହାକି ବିଶ୍ୱର ଅନେକ ଦେଶରେ ଦୃଶ୍ୟମାନ ହେବ ।…
ଆଜି ଲୁମ୍ବିନି ଗସ୍ତରେ ଯିବେ ମୋଦି, ଭଗବାନ ବୁଦ୍ଧ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
ନୂଆଦିଲ୍ଲୀ: ଆଜି ନେପାଳର ଲୁମ୍ବିନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ମୁଁ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ ୨୦୨୨ ରେ ନେପାଳର…
‘ଓଠରେ ଚୁମ୍ବନ ଅପ୍ରାକୃତିକ ଯୌନ ଅପରାଧ ନୁହେଁ’ : ବମ୍ବେ ହାଇକୋର୍ଟ
ମୁମ୍ବାଇ : ବମ୍ବେ ହାଇକୋର୍ଟ ପୋକ୍ସୋ ଅଧିନିୟମ ଅନୁଯାୟୀ ଜଣେ ଅଭିଯୁକ୍ତକୁ ଜାମିନ୍ ମଞ୍ଜୁର କରିବା ସହ ରାୟରେ ଦର୍ଶାଇଛନ୍ତି କି ଓଠରେ ଚୁମ୍ବନ ଦେବା ଅପ୍ରାକୃତିକ ଯୌନ ଅପରାଧ ନୁହେଁ । ୧୪ ବର୍ଷର ଜଣେ ବ୍ୟକ୍ତି ଏକ…