Browsing Category
ଦେଶ ବିଦେଶ
ଦିଲ୍ଲୀ ଗସ୍ତରେ ଯୋଗୀ: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ଯୋଗୀ ଲକ୍ଷ୍ନୌରୁ ଗାଜିଆବାଦ ଯାଇ ପହଂଚିଛନ୍ତି । ସେଠାରୁ ସେ ଦିଲ୍ଲୀ ଅଭିମୁଖେ ସଡକପଥରେ ଯିବେ । ମୁଖ୍ୟମନ୍ତ୍ରୀ ଯୋଗୀ…
ହାତୀ ଖାଇଦେଲା ହେଲମେଟ୍! ଭିଡିଓ ଭାଇରାଲ୍…
ଗୌହ୍ୱାଟି(ଓଡ଼ିଶା ଭାସ୍କର): ସତରେ ଏହି ଦୁନିଆ ବଡ଼ ବିଚିତ୍ର । କାରଣ ଆମ ଚତୁଃପାଶ୍ୱର୍ରେ ଘଟୁଥିବା ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟ ଚକିତ କଲା ଭଳି ଖବର ସାମ୍ନାକୁ ଆସିଥାଏ । ଏଭଳି ଏକ ଖବର ଆପଣଙ୍କୁ ନିଶ୍ଚିତ…
ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନଙ୍କର ବି ଟିକାକରଣ କରାଯାଉ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଟିକାକରଣ ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ଗରିବ ଲୋକଙ୍କ ପାଖରେ…
ଜିତିନଙ୍କ ପରେ ଏବେ କଂଗ୍ରେସରେ ବିଦ୍ରୋହ କରିବେ ପାଇଲଟ୍ ! ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ଘରେ ଚାଲିଛି ବୈଠକ
ଜୟପୁର : କଂଗ୍ରେସର ଯୁବ ବ୍ରିଗେଡ ଧିରେ ଧିରେ ଅଲଗା ହେବାରେ ଲାଗିଛନ୍ତି । ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୁଣି ଜିତିନ ପ୍ରସାଦଙ୍କ ପରେ ଏବେ ସଚିନ ପାଇଲଟ କଂଗ୍ରେସ ଛାଡିବା ନେଇ ଖୁବ୍ ଚର୍ଚ୍ଚା । ଏହା ମଧ୍ୟରେ…
ଜମ୍ମୁ-କଶ୍ମୀରରେ ତେଜୁଛି ରାଜନୀତିକ ତାତି, ୬ ମାସ ପରେ ସରଗରମ ସ୍ଥିତି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣିଥରେ ରାଜନୀତିକ ତାତି ବଢ଼ିବାରେ ଲାଗିଛି । ପିପୁଲ୍ସ ଆଲାୟନ୍ସ ଅଫ୍ ଗୁପକାର ଡିକ୍ଲେରସନ୍ (ପିଏଜିଡି)ର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଗତ ବୁଧବାର ମେଣ୍ଟର ନେତାଙ୍କୁ ନେଇ ଏକ ବୈଠକ…
ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ତଥାପି ଜାରି ରହିବ ଖେଲା, ମମତା ବାନାର୍ଜୀ ଆରମ୍ଭ କଲେ ‘ଖେଲା ହୋବେ’ ଯୋଜନା
କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ‘ଖେଲା ହୋବେ’ ଏବେ ବି ଜାରି ରହିଛି । ପଶ୍ଚିମବଙ୍ଗରେ ଯେଉଁ ‘ଖେଲା ହୋବେ’ ନାରା ଦମରେ ଟିଏମସି ମାହୋଲ ସୃଷ୍ଟି କରିବାରେ ସଫଳ ହୋଇଥିଲା, ବର୍ତମାନ ମମତା…
ଦୁନିଆରେ ପ୍ରଥମ, କାନପୁରରେ ୨ ବର୍ଷର ଶିଶୁଙ୍କ ଉପରେ ହେବ ଭ୍ୟାକ୍ସିନ ଟ୍ରାଏଲ
କାନପୁର : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଉପରେ କିଛିଟା ବ୍ରେକ୍ ଲାଗିଛି । ହେଲେ ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଯଦି ତୃତୀୟ ଲହର ଆସେ ତେବେ ଏହା ଶିଶୁଙ୍କ ପାଇଁ ଘାତକ ହୋଇପାରେ ବୋଲି ବିଶେଷଜ୍ଞ…
ନୁସରତ୍ ଜହାଁ ଓ ନିଖିଲ୍ ଜୈନଙ୍କ ବିବାହ ଆଇନଗତ ନୁହେଁ, ସେମାନେ ଲିଭ୍-ଇନରେ ଥିଲେ
ନୂଆଦିଲ୍ଲୀ: ଲୋକପ୍ରିୟ ଟଲିଉଡ୍ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବିବାହକୁ ନେଇ ଏବେ ସାଧାରଣରେ ଟାହିଟାପରା ହେଉଥିବା ବେଳେ ଏବେ ଖୋଦ୍ ନୁସରତ୍ ନିଜ ବିବାହକୁ…
ପାଣି ବଦଳରେ ଏସିଡ ପିଇ ଦେଲେ ତହସିଲଦାର; ତା’ପରେ….
ନୂଆଦିଲ୍ଲୀ: ଖୁବ୍ ଶୋଷ ହେଉଥିଲା । ହେଲେ ତରବରରେ ବୁନ୍ଦେ ପାଣି ବଦଳରେ ପିଇ ଦେଲେ ଏସିଡ୍ । ଏହାକୁ ପିଇବା ପରେ ପାଟି ଓ ତଣ୍ଟି ପୋଡିଗଲା । କୁଲଗାମ ହାଜିପୁରାର ତହସିଲଦାରଙ୍କ ଏଭଳି ଅବସ୍ଥା ହୋଇଛି । ଏ ଘଟଣାକୁ ନେଇ…
ନିଜ ପ୍ରାଣ ଚାଲିଗଲା, ହେଲେ ବଞ୍ଚାଇଦେଲେ ୮ ଜଣଙ୍କୁ, ଜାଣନ୍ତୁ କେଉଁଠି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣରେ କୁହାଯାଏ ଯେ ମଣିଷର ଅସଲ ପରିଚୟ ମୃତ୍ୟୁବେଳକୁ ଜଣାପଡ଼େ । ଜଣଙ୍କ ଜୀବନ ଧାରା ଓ ସମାଜ ପ୍ରତି କିଛି ଭଲ କାମ କରିଥିବା କାହାକୁ ମଧ୍ୟ ଲୋକେ ପ୍ରଶଂସା କରନ୍ତି ଓ ମନେପକାନ୍ତି ।…