Browsing Category

ଦେଶ ବିଦେଶ

ଦେଶରେ ଆଜି ୧୩୪୧ ଜଣଙ୍କ ମୃତ୍ୟୁ, ୨.୩୪ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୭ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୪୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୫ ହଜାର ୬୪୯କୁ…

ବିଶ୍ୱରେ ୩୦ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୧୭।୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି ।ଏହାରି ମଧ୍ୟରେ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୧୧ ହଜାର ୪୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

ନୀରବ ମୋଦୀଙ୍କର ଭାରତ ଫେରିବା ନେଇ ହେଲା ପଥ ପରିସ୍କାର

ନୁଆଦିଲ୍ଳୀ, ୧୬ା୪ (ଓଡିଶା ଭାସ୍କର) : ପଳାନ୍ତକ ନୀରବ ମୋଦୀ ଖୁବ୍ ଶୀଘ୍ର ଭାରତ ଫେରିବ । ଇଂଲଣ୍ଡର ଗୃହ ମନ୍ତ୍ରଣାଳୟ ନୀରବ ମୋଦୀ ଫେରିବା ନେଇ ମଞ୍ଜୁରୀ ଦେଇଛନ୍ତି । ଶୁକ୍ରବାର ଦିନ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି…

କୋଭିଡ୍ ପାଇଁ ସ୍ଥଗିତ ହେବ ନାହିଁ ଅଲିମ୍ପିକ୍ସ

ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ଚଳିତ ବର୍ଷ ଅନୁଷ୍ଠିତ ହେବ ଟୋକିଓ ଅଲିମ୍ପିକ୍ସ । ଜାପାନରେ ସଂକ୍ରମଣ ବଢ଼ୁଥିବାରୁ ଗତବର୍ଷ ଭଳି ଏବର୍ଷ ବି ଅଲିମ୍ପିକ୍ସକୁ ସ୍ଥଗିତ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।…

ବ୍ୟାନ୍ ପରେ ପୁଣି ଚାଲିଲା ସୋସିଆଲ ମିଡିଆ ପ୍ଲାଟଫର୍ମ

ନୂଆଦିଲ୍ଲୀ,୧୬।୪ (ଓଡିଶା ଭାସ୍କର): ପାକିସ୍ତାନରେ ଟୁଇଟର, ଫେସବୁକ୍, ୟୁଟ୍ୟୁବ୍, ହ୍ବାଟସଆପ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନ୍ ପରେ ପୁଣି ଥରେ ଲାଗୁ କରାଯାଇଛି । ଆଜି ସକାଳ ୧୧ଟାରୁ ମଧ୍ୟାହ୍ନ ୩ଟା…

କରୋନା ପ୍ରଭାବ: ଶ୍ମଶାନରେ ଲାଗିଛି ଶବର ଧାଡି, ପୋଡିବାକୁ ସ୍ଥାନ ମିଳୁନି

ବାରଣାସୀ,୧୬ା୪ (ଓଡିଶା ଭାସ୍କର) : ଶ୍ମଶାନରେ ଲାଗିଛି ଶବର ଧାଡି ହେଲେ ପୋଡିବାକୁ ସ୍ଥାନ ମିଳୁନି । ଶବସତ୍କାର କରିବା ପାଇଁ ୫ରୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସେପଟେ ପୋଡା ହେବାକୁ ଥିବା କାଠ ମଧ୍ୟ ମିଳୁନି ।…

ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଫାଇନ୍ !

ଉତ୍ତରପ୍ରଦେଶ ୧୬ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏନେଇ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ସହିତ  ନିଜ ନିଜ ରାଜ୍ୟରେ ଲକଡାଉନ୍ ଲାଗୁ କରିବା ଆରମ୍ଭ କରି ଦେଇଛନ୍ତି ।…

କରୋନାର ଭୟାନକ ରୁପ: ଶବସତ୍କାର କରିବାକୁ ମିଳୁନି ସ୍ଥାନ

ମଧ୍ୟପ୍ରଦେଶ, ୧୬ା୪ (ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହର ମଧ୍ୟପ୍ରଦେଶରେ ନିଜର କାୟା ବଢ଼ାଇବାରେ ଲାଗିଛି । ରାଜ୍ୟର ସ୍ଥିତି ବର୍ତ୍ତମାନ ସାଂଘାତିକ ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ…

ନମ୍ବି ଇଫେକ୍ଟକୁ ନେଇ ଆସୁଛି ଆର୍. ମାଧବନଙ୍କ ଫିଲ୍ମ- ‘ରକେଟ୍ରି’; କିଏ ସେ ନମ୍ବି ନାରାୟଣନ୍ ଓ କ’ଣ ତାଙ୍କର କାହାଣୀ

ନୂଆଦିଲ୍ଲୀ, ୧୬ା୪: ୧୯୪୧ ଡିସେମ୍ବର ମାସ ୧୨ ତାରିଖରେ କେରଳରେ ଜନ୍ମଗ୍ରହଣ କରିଥିବା ନମ୍ବି ନାରାୟଣନ ୨୦୧୯ରେ ପଦ୍ମଭୂଷଣ ଉପାଧିରେ ଭୂଷିତ ହୋଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ପିଏସଏଲଭି ରକେଟ ଇଞ୍ଜିନ ବିକାଶ…

କୁମ୍ଭମେଳାରେ ୫ ଦିନରେ ୭୦୦୦ରୁ ଅଧିକ ସନ୍ଥ କରୋନା ପଜିଟିଭ୍

ଡେରାଡୁନ୍,୧୬ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଜାରି ରହିଥିବା ବେଳେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାର ଆୟୋଜନ ହୋଇଥିଲା । ହେଲେ ସେଠାରେ କରୋନା ମହାମାରୀକୁ ଧ୍ୟାନରେ ରଖି ସମସ୍ତ ବ୍ୟବସ୍ଥା କରାଯିବା ନେଇ…