Browsing Category

ଦେଶ ବିଦେଶ

ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଦଉଡ଼ିରେ ବାନ୍ଧି ଦୁଇ ମହଲାରୁ ଫିଙ୍ଗିଲେ ଦୁର୍ବୃତ୍ତ, ବିଜୁଳି ଖୁଣ୍ଟରେ ଅଟକିଗଲା….

ନୂଆଦିଲ୍ଲୀ: ଗୋଟିଏ ୨୫ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ୪ ଜଣ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ ସହିତ ଖୁବ୍ ଅତ୍ୟାଚାର କରିଛନ୍ତି । ଅଭିଯୁକ୍ତ ମାନେ ମଦ ନିଶାରେ ଦୁଷ୍କର୍ମ କରିବା ପରେ ଏକ…

ଅଲିମ୍ପିକ ସରିବା ପରେ ବିଶ୍ୱ ଦେଖିବ ଯୁଦ୍ଧର ଝଲକ: ନିଜ ଜିଦରେ ଅଟଳ ଶକ୍ତିଶାଳୀ ରୁଷ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ଏକ ଭୟଙ୍କର ଯୁଦ୍ଧ ଆଶଙ୍କା ମଧ୍ୟରେ ରହିଛି । ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଜାରି ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ବିଶ୍ୱର ଅନେକ…

Punjab ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା BJP: ଗ୍ରାଜୁଏଟଙ୍କୁ ମିଳିବ ମାସକୁ ୪ ହଜାର

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହି ଅବସରରେ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ସରକାରୀ ଚାକିରି କ୍ଷେତ୍ରରେ ୭୫ ପ୍ରତିଶତ…

ଭାରତୀୟ ନୌସେନାକୁ ବଡ଼ ସଫଳତା: ପାକ୍ ରାସ୍ତାରେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର ଭାରତୀୟ ନୌସେନା ସହିତ ମିଶି ଏକ ବଡ ଅପରେସନକୁ ସଫଳ କରିଛନ୍ତି। ପାକିସ୍ତାନ ରାସ୍ତା ଦେଇ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି।…

ଭୁଷୁଡିଲା ନିର୍ମାଣଧୀନ ଅଟ୍ଟାଳିକା: ମାଟି ତଳେ ଚାପି ହୋଇ ରହିଛନ୍ତି ୩୨ ଶ୍ରମିକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଅଘଟଣ । ଭୁଷୁଡି ପଡିଲା ନିର୍ମାଣଧୀନ କୋଠା । ଏକ ନିର୍ମାଣଧୀନ କୋଠା ଭୁଷୁଡି ପଡିଥିବା ବେଳେ ଫସି ରହିଛନ୍ତି ୩୨ ଜଣ ଶ୍ରମିକ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର…

ଏଣିକି ରାତି ୧୦ଟା ଯାଏଁ ପ୍ରଚାର: ୫ ରାଜ୍ୟର ବିଧାନସଭା ନିର୍ବାଚନ ରାଲି କୋହଳ କଲେ ଭାରତୀୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନୂଆ ଗାଇଡଲାଇନ । ନିର୍ବାଚନୀ ପ୍ରଚାରରେ କୋହଳ ନେଇ ଜାରି ହେଲା ଗାଇଡଲାଇନ । ୫ ରାଜ୍ୟ ପଞ୍ଜାବ, ଗୋଆ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର…

ଗୋଆରେ ସବୁ ନିର୍ବାଚନ ଲଢ଼ିବ ଶିବସେନା: ଆଦିତ୍ୟ ଠାକରେ

ନୂଆଦିଲ୍ଲୀ: ଗୋଆରେ ଭବିଷ୍ୟତରେ ସବୁ ନିର୍ବାଚନ ଲଢ଼ିବ ଶିବସେନା । ଶନିବାର ଏନେଇ ଘୋଷଣା କରିଛନ୍ତି ଗୋଆ ଶିବସେନା ମୁଖ୍ୟ ଆଦିତ୍ୟ ଠାକରେ । ସେ କହିଛନ୍ତି ବିଜେପି ସହ ବନ୍ଧୁତା ଯୋଗୁଁ ଦଳ ଗୋଆରେ ଉପରେ ଧ୍ୟାନ…

ଛାଡପତ୍ରର ୨୪ ଘଣ୍ଟା ନପୁରୁଣୁ ବାହାହେଲେ ୪୯ ବର୍ଷୀୟ ସାଂସଦ: ନିଜଠାରୁ ୩୧ ବର୍ଷ ସାନ ଝିଅକୁ କଲେ ବିବାହ

ନୂଆଦିଲ୍ଳୀ: ପାକିସ୍ତାନର ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ ତଥା ସାଂସଦ ଆମିର୍ ଲିୟାକତ ତୃତୀୟ ବିବାହ କରିଛନ୍ତି । ସେ ନିଜ ବୟସରୁ ୩୧ବର୍ଷ ସାନ ଜଣେ ଛାତ୍ରୀଙ୍କୁ ଗୁରୁବାର ରାତିରେ ବିବାହ କରିଥିବା ଜଣାପଡ଼ିଛି  । ସେ…

ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ନଷ୍ଟ କଲା ୫୦୦ କୋଟିର ଗଞ୍ଜେଇ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ନଷ୍ଟ କରାଯାଇଛି ୫୦୦ କୋଟିର ଗଞ୍ଜେଇ । ଏହି ଗଞ୍ଜେଇ ନଷ୍ଟ ଅପରେସନକୁ ସବୁଠୁ ବଡ଼ ଅପରେସନ ବୋଲି କୁହାଯାଉଛି ଏବଂ ଏହାକୁ ସବୁଠୁ ବଡ଼ ଗଞ୍ଜେଇ ନଷ୍ଟ ବୋଲି ମଧ୍ୟ କୁହାଯାଉଛି ।…

କୋଭିଡରେ ଘାଇଲା ପର୍ଯ୍ୟଟନ ଶିଳ୍ପ: କିଲୋ ପ୍ରତି ୪୫ ଟଙ୍କାରେ ବିକ୍ରି ହେଉଛି ବସ୍

ନୂଆଦିଲ୍ଳୀ: କରୋନା ସମୟରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଏଭଳି ପରସ୍ଥିତିରେ ଜଣେ ବସ ମାଲିକ ନିଜର ବସ ଗୁଡିକୁ କିଲୋ ଦରରେ ବିକିଛନ୍ତି । ବସ ଗୁଡିକ…