CHARIDHAM
Browsing Category

ଦେଶ ବିଦେଶ

ଭୋଟ ପାଇବା ପାଇଁ ମାଗଣା ଘୋଷଣା କାହିଁକି କରୁଛ, ରାଜ୍ୟ ଅର୍ଥନୀତିକୁ ଏହା ପ୍ରଭାବିତ କରୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଖାଲି ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି । କିଏ କହୁଛି ମାଗଣା ଛତା ଦେବ ତ କିଏ କହୁଛି ଜୋତା ।…

ଦେଶରେ ୨ ଲକ୍ଷ ୮୫ ହଜାର ୯୧୪ କୋରୋନା ଆକ୍ରାନ୍ତ ଚିହ୍ନଟ, ୬୬୫ ମୃତ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୫ ହଜାର ୯୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୬.୧୬% ରହିଛି ।…

ବିବାହ ପୂର୍ବରୁ ନାଲି ଲେହେଙ୍ଗା ବୁଲେଟ ଚଲାଇଲେ ନବବଧୂ, ସୋସିଆଲ ମିଡିଆରେ ଭାଇରାଲ ହେଲା ବୁଲେଟ୍‌ ରାଣୀ ଭିଡିଓ…

ମୁମ୍ବାଇ: ହାତରେ ଶଙ୍ଖା, ଦେହରେ ନାଲି ଲେହେଙ୍ଗା । ପୂରାପୁରି ସଜେଇ ହୋଇଛନ୍ତି ନବ ବଧୂ ଗେଟ୍‌ଅପ୍‌ରେ । କେବଳ ବରକୁ ଅପେକ୍ଷା । ତେବେ ବିବାହ ପୂର୍ବରୁ ବୁଲେଟ ଚଢ଼ିଛନ୍ତି ଏହି ନବ ବଧୂ । କେବଳ ବୁଲେଟ୍‌ ଚଢ଼ି ନାହାନ୍ତି…

ବାପା ହେଲେ ପୂର୍ବତନ କ୍ରିକେଟର ଯୁବରାଜ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ସିକ୍ସର କିଙ୍ଗ ଯୁବରାଜ ସିଂହ ସାଧାରଣତନ୍ତ୍ର ଦିବସରେ ତାଙ୍କର ଫ୍ୟାନ୍ସଙ୍କୁ ଏକ ଗିଫ୍ଟ ପ୍ରଦାନ କରିଛନ୍ତି । ଆଜିର ପବିତ୍ର ଦିବସରେ ସେ ସେ ବାପା ବନିଯାଇଛନ୍ତି ।…

ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ

ଭୁବନେଶ୍ବର ( ଭାସ୍କର ନ୍ୟୁଜ୍):  ଚଳିତ ବର୍ଷ ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ । ୧୯୪୭, ଅଗଷ୍ଟ ୧୫ ତାରିଖରେ ଆମେ ବ୍ରିଟିଶ ଶାସନ କବଳରୁ ମୁକ୍ତ ହୋଇଥିଲୁ । ୧୯୫୦ ମସିହା, ଜାନୁଆରୀ ଆଜିର ଦିନ ଭାରତରେ…

CDSଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ମାଇକ୍ରୋସଫ୍ଟ ଓ ଗୁଗୁଲ ସିଇଓ ମଧ୍ୟ ପାଇବେ ପଦ୍ମ ପୁରସ୍କାର

ନୂଆଦିଲ୍ଳୀ: ଭାରତ ସରକାରଙ୍କ ପକ୍ଷରୁ ମଙ୍ଗଳବାର ପଦ୍ମ ପୁରସ୍କାର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ବିପିନ ସିଂ ରାୱତ । ରାୱତଙ୍କୁ…

ଦେଶର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନି, ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସେୟାର ବଜାରରେ ହୋଇଥିବା ହ୍ରାସର ଫାଇଦା ଉଦ୍ୟୋଗପତି ଗୌତମ ଆଦାନିଙ୍କୁ ମିଳିଛି। ରିଲାୟନ୍ସର ଅଂଶଧନରେ ହ୍ରାସ କାରଣରୁ ମଙ୍ଗଳବାର ଆଦାନି ଆୟ ମାମଲାରେ ମୁକେଶ ଅମ୍ବାନୀଙ୍କୁ ପଛରେ…

ଜାନୁୟାରୀ ୨୬ ପୂର୍ବରୁ ହାଇ ଆଲର୍ଟରେ ଜମ୍ମୁ କାଶ୍ମୀର: ଗ୍ରେନେଡ ଆକ୍ରମଣରେ ଯବାନଙ୍କ ସମେତ ୪ ଆହତ, ସର୍ଚ୍ଚ ଅପରେଶନ ଜାରି

ନୂଆଦିଲ୍ଲୀ: ଜାନୁୟାରୀ ୨୬ ପୂର୍ବରୁ ହାଇ ଆଲର୍ଟରେ ଜମ୍ମୁ ଓ କାଶ୍ମୀର । ମଙ୍ଗଳବାର ଗ୍ରେନେଡ ଆକ୍ରମଣ କାରଣରୁ ଜମ୍ମୁ ଓ କାଶ୍ମୀରରେ ଆତଙ୍କର ପରସ୍ଥିତି ସୃଷ୍ଟି ହୋଇଛି । ଗ୍ରେନେଡ ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା…

ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ: ଟୋକିଓ-୨୦୨୦ରେ ରଚିଥିଲେ ଇତିହାସ

ନୂଆଦିଲ୍ଳୀ: ପ୍ରଥମ ଭାରତୀୟ ଭାବରେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଇତିହାସ ରଚିଥିବା ନୀରଜ ଚୋପ୍ରଙ୍କୁ ପରମ ବିଶିଷ୍ଟ ସେବା ସମ୍ମାନ ପ୍ରଦାନ କରାଯାଇଛି । ଟ୍ରାକ୍ ଆଣ୍ଡ ଫିଲ୍ଡରେ ଭାରତ ପାଇଁ ପ୍ରଥମ ପଦକ…

ମା’ ସର୍ବଂସହା: ୨୬ ବର୍ଷର ଛୁଆକୁ ପିଠିରେ ବସାଇ କଲା ବିଶ୍ୱ ଭ୍ରମଣ

ନୂଆଦିଲ୍ଲୀ: ଦୁନିଆରେ ମା’କୁ ସବୁଠାରୁ ବଡ଼ ଯୋଦ୍ଧା ବୋଲି କୁହାଯାଏ। ଜଣେ ମା’ ନିଜ ପିଲା ପାଇଁ ସବୁ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାଏ। ପିଲାଙ୍କ ପାଇଁ ସେ କିଛି ବି କରିପାରେ। ଏବେ ଅଷ୍ଟ୍ରେଲିଆରୁ ଏମିତି ଏକ…