CHARIDHAM
Browsing Category

ଦେଶ ବିଦେଶ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ଶାସକ-ବିରୋଧୀ ପ୍ରସ୍ତୁତ, କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୧୯ଟି କାର୍ଯ୍ୟଦିବସ ରହିବ ।…

ସତର୍କ! ଏଟିଏମ୍‌ରୁ ଟଙ୍କା ଉଠାଇବେ କି? ଏଥର ପ୍ରତିଥର କଟିବ ଟଙ୍କା

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଏଟିଏମ୍‌ ବ୍ୟବହାର କରିବାକୁ ହେଲେ ସତର୍କ ହେବାକୁ ପଡ଼ିବ। କାହିଁକି ନା ପ୍ରତିଥର ଏଟିଏମ୍‌ ୟୁଜ୍‌ କରିଲେ ପଡ଼ିବ ଚାର୍ଜ। ଆଉ ପ୍ରତି କାରବାର ପିଛା କଟିବ ୨୦ ଟଙ୍କା । ଏଟିଏମ…

ମହିଳାଙ୍କୁ ମାଡି ବସିଲେ ପୋଲିସ: ଭିଡିଓ ଭାଇରାଲ ହେବା ପରେ ଏସପି ଦେଲେ ସଫେଇ

କାନପୁର: ଅନେକ ସମୟରେ ପୋଲିସ ଜନତାଙ୍କୁ ଆକ୍ରମଣ କରିବାର ଘଟଣା ନଜିର ରହିଛି । ଏହିଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଥ।।ନ ଅଧିକାରୀ ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କୁ ମାଡ଼ି…

କ୍ୟାପଟେନଙ୍କୁ ହରାଇଲେ ସିଦ୍ଧୁ: ମିଳିଲା ପଞ୍ଜାବ କଂଗ୍ରେସର ଦାୟିତ୍ୱ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ ଧରି ରହିଥିବା ରାଜନୈତିକ ସଙ୍କଟ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହରାଇ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର ନଭଜୋତ ସିଂ ସିଦ୍ଧୁ । ରବିବାର…

ମଣପ୍ପୁରମରେ ମାସ୍କ ପିନ୍ଧି ପଶିଲେ; ୨୦ ମିନିଟରେ ୧୯ କିଲୋ ସୁନା ଲୁଟିଲେ

ଆଗ୍ରା: ମାସ୍କ ପିନ୍ଧି ଆସିଲେ ୫ ଲୁଟେରା ଆଉ ୨୦ ମିନିଟରେ ଲୁଟି ନେଲେ ୧୦ କୋଟିର ସୁନା ଅଳଙ୍କାର । ଏଭଳି ଅବିଶ୍ୱସନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ । ମଣପ୍ପୁରମ ଗୋଲ୍ଡ ଲୋନ୍ ଫାଇନାନ୍ସ ଅଫିସରେ ପ୍ରବେଶ…

ଭାରତର ପ୍ରଥମ ମହିଳା ଡାକ୍ତରଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲା ଗୁଗଲ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତରଙ୍କ ସମ୍ପର୍କରେ ଦେଶର ଅଧା ଲୋକ ଜାଣିନଥିବେ । ତେବେ ଏହି ମହିୟସୀ ମହିଳାଙ୍କ ୧୬୦ ତମ ଜନ୍ମ ଜୟନ୍ତୀରେ ଅନନ୍ୟ ଉପାୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି ଗୁଗଲ । ଭାରତର ପ୍ରଥମ…

ଜାମିଆ ମିଲିଆ ଇସଲାମିଆରେ ଦାନିଶ ସିଦ୍ଦିକିଙ୍କ ଅନ୍ତିମ ଯାତ୍ରା

ନୂଆଦିଲ୍ଲୀ: ଆଫଗାନିସ୍ତାନର କାନ୍ଦାହାରଠାରେ ହୋଇଥିବା ସଂଘର୍ଷରେ ମୃତ୍ୟୁ ବରଣ କରିଥିବା ଭାରତୀୟ ଫଟୋ ସମ୍ବାଦିକ ଦାନିଶ ସିଦ୍ଦିକିଙ୍କ ମୃତ ଶରୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଶ୍ମସାନରେ ରଖାଯିବା ନେଇ…

ଇଣ୍ଟରନେଟ ସ୍ପିଡ୍ ଶୁଣିଲେ ଉଡିଯିବ ହୋସ୍; ଏହି ଠାରେ ହେଲା ପରୀକ୍ଷା

ନୂଆଦିଲ୍ଲୀ: ଯେତେବେଳେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୋଗ କରିଥାନ୍ତି ଯେ ଇଣ୍ଟରନେଟ୍ ସ୍ପିଡ୍ କେତେ ସ୍ଲୋ ଏବଂ ଏହାର ରେଟ୍ କେତେ ଅଧିକ । ଏହି ସମୟରେ ଜାପାନର ଇଞ୍ଜିନିୟରମାନେ ଚୁପଚାପ୍ ଏକ ନୂତନ ଟେକ୍ନୋଲୋଜି ଉପରେ…

ଇଦକୁ ନେଇ ଅଡୁଆରେ କେରଳ ସରକାର : ସୁପ୍ରିମକୋର୍ଟ ଯିବ IMA

ନୂଆଦିଲ୍ଲୀ : କେରଳର ପିନରାୟୀ ବିଜୟନ ଏବଂ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହୋଇଛି । ବକରୀ ଇଦକୁ ନେଇ ଉଭୟ କେରଳ ସରକାର ଏବଂ ଆଇଏମଏ ମୁହାଁମୁହିଁ ହୋଇଛନ୍ତି ଏପରିକି ଆଇଏମଏ…

ଶିଳ୍ପୀ ହାତର ଯାଦୁଗରୀ, ଆଶ୍ଚର୍ଯ୍ୟ ହୋଇଯାଉଛି ସାରା ବିଶ୍ଵ; ଦେଖନ୍ତୁ ଆପଣ ବି…

ଓଡ଼ିଶା ଭାସ୍କର ବ୍ୟୁରୋ: କଳା ଈଶ୍ଵରଙ୍କ ପ୍ରଦତ୍ତ। ସେ ଯେଉଁ ଭଳି କଳାକାର ହୁଅନ୍ତୁ, ସବୁ ଈଶ୍ଵରଙ୍କ ପ୍ରାପ୍ତି ବୋଲି କୁହାଯାଏ। ହେଲେ ଶିଳ୍ପୀ ନିଜର କଳାକୁ ନିରନ୍ତର ସାଧନା ବଳରେ ଅପରୂପ କରିପାରେ, ଅନ୍ୟଠୁ ନିଆରା…