Browsing Category
ଦେଶ ବିଦେଶ
ଗ୍ରାମ ମୁଖିଆ ଭାବେ ନିର୍ବାଚିତ ହେବା ପରେ ହେଲିକପ୍ଟରରେ ଶାଶୂଘରେ ପହଞ୍ଚିଲେ କନ୍ୟା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଜଣେ କନ୍ୟା ଗ୍ରାମର ମୁଖିଆ ଭାବେ ନିର୍ବାଚିତ ହେବା ପରେ ନିଜ ଶାଶୂଘରକୁ ହେଲିକପ୍ଟରରେ ଯାତ୍ରା କରିବା ଖବରଟି ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୦ ଲକ୍ଷ ଟପିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ୫୨୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୪୯ ଲକ୍ଷ ୨୩ ହଜାର…
ଆଇସୋଲେସନରେ ବ୍ରିଟେନର ଯୁବରାଣୀ କେଟ୍; ଜାଣନ୍ତୁ କାହିଁକି
ଲଣ୍ଡନ: ବ୍ରିିଟେନ୍ ରାଜ ପରିବାରର ଡଚେସ୍ ଅଫ୍ କେମ୍ବ୍ରିଜ୍(ଯୁବରାଣୀ) କେଟ୍ ମିଡିଲଟନ୍ ଆଇସୋଲେସନରେ ରହିଛନ୍ତି । ଜଣେ କୋଭିଡ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଯୁବରାଣୀ ବର୍ତ୍ତମାନ ସେଲ୍ଫ ଆଇସୋଲେସନରେ…
ବଦଳିବ ସିବିଏସଇ ପାଠ୍ୟ ଖସଡା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା । କରୋନାକୁ ଦୃଷ୍ଟିରେ ରଖି ବିଗତ ବର୍ଷ ପରି ପୁନର୍ବାର ପାଠ୍ୟ ଖସଡାରେ ପରିବର୍ତ୍ତନ ପାଇଁ ସୋମବାର ଘୋଷଣା କରାଯାଇଛି । ସୋମବାର ୨୦୨୧-୨୨…
ଗେହନା ମେଡିକାଲ୍ ରେ ଭର୍ତ୍ତି, ଜାଣନ୍ତୁ ଅଭିନେତ୍ରୀଙ୍କ କଣ ହୋଇଛି…
ଓଡ଼ିଶା ଭାସ୍କର ବ୍ୟୁରୋ: ମହାମାରୀ କରୋନା କାଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବହୁ କଳାକାର କଲବଲ ହୋଇଛନ୍ତି । ଅନେକ ଆଖି ବୁଜି ଦେଇଛନ୍ତି । ସେହିପରି ବଲିଉଡ୍ର କେତେକ ନାମକରା ଅଭିନେତା ଓ ଅଭିନେତ୍ରୀ ମଧ୍ୟ…
କେତେ ଭୟଙ୍କର ହେବ ତୃତୀୟ ଲହର; ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଳୀ: କରୋନାର ଦ୍ୱିତୀୟ ଲହରରେ ଦେଶବାସୀଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ଯାଇଥିବା ବେଳେ ତୃତୀୟ ଲହର ନେଇ ବିଶେଷଜ୍ଞ ମାନେ ଭବିଷ୍ୟବାଣୀ କରିସାରିଲେଣି । ଏହି ପରୀପ୍ରେକ୍ଷୀରେ ସୋମବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ…
ଚାଲିଥିଲା ଅନଲାଇନ୍ କ୍ଲାସ୍, ଛାତ୍ର କଲେ ସେକ୍ସ, ତା’ପରେ…
ଓଡ଼ିଶା ଭାସ୍କର ବ୍ୟୁରୋ: ଚାଲିଥିଲା ଅନଲାଇନ୍ କ୍ଲାସ୍ । କିନ୍ତୁ ହଠାତ୍ ଜଣେ ଛାତ୍ର କଲେ ଏଭଳି କାଣ୍ଡ, ଯାହା ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ । ଖୋଲାଖୋଲି ଭାବେ ନିଜ ପ୍ରେମିକା ସହ ଛାତ୍ର ଜଣଙ୍କ ଆରମ୍ଭ କରିଦେଲେ…
ଏକାଠି ହେବେ ବିଜେପି-ଶିବସେନା!; ଅମୀର-କିରଣ ଉପାଖ୍ୟାନ ଦେଲେ ସଞ୍ଜୟ
ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରରେ ଏକାଠି ହୋଇ ପାରନ୍ତି ବିଜେପି ଓ ଶିବସେନା । ଆସନ ଆବଣ୍ଟନକୁ ନେଇ ଉଭୟ ଦଳ ପରସ୍ପର ଠାରୁ ଅଲଗା ହୋଇଥିବା ବେଳେ କଂଗ୍ରେସ ଓ ଏନସିପି ସହିତ ମିଶି ସରକାର ଗଠନ କରିଥିଲା ଶିବସେନା ।…
ଜମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଆଇଇଡି ହମଲାରେ ବ୍ୟବହାର ହୋଇଥିଲା ଆରଡ଼ିଏକ୍ସ ଓ ନାଇଟ୍ରେଟ: ଫରେନସିକ ରିପୋର୍ଟ
ଶ୍ରୀନଗର: ଜମ୍ମୁ ବିମାନବନ୍ଦର ପରିସରରେ ଥିବା ବାୟୁସେନା ଷ୍ଟେସନରେ ଡ୍ରୋନ୍ ହମଲାରେ ବ୍ୟବହାର ହୋଇଥିବା ଆଇଇଡି, ଆରଡ଼ିଏକ୍ସ ଓ ନାଇଟ୍ରେଟ ଦ୍ୱାରା ତିଆରି କରାଯାଇଥିଲା । ଏନେଇ ଆଜି ଡ୍ରୋନ ହମଲା ଯାଞ୍ଚ କରୁଥିବା…
୪୮ ଘଣ୍ଟାରେ ହୋଇପାରେ ମୋଦୀ କ୍ୟାବିନେଟର ସଂପ୍ରସାରଣ, ସାମିଲ ହେବେ ୧୭ ରୁ ୨୨ ନୂତନ ଚେହେରା, ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀପଦ
ନୂଆଦିଲ୍ଲୀ : ମୋଦୀ ସରକାର ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ନେଇ ଜାତୀୟ ରାଜନୀତି ସରଗରମ। କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡିବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି।…