Browsing Category
ଦେଶ ବିଦେଶ
ସଂସଦରୁ ୨ କଂଗ୍ରେସ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ଲୋକସଭାରେ ପହଞ୍ଚିଛି । ବିଜେପିର କ୍ଷମତା ଦାଖଲ କରିଥିବା ଘଟଣାକୁ ବିରୋଧ କରି ଲୋକସଭାରେ ପୋଷ୍ଟର ସହ ହୋହାଲ୍ଲା କରୁଥିବା କେରଳର ଦୁଇ କଂଗ୍ରେସ ସାଂସଦଙ୍କୁ…
୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନଚିଟ୍ !
ମହାରାଷ୍ଟ୍ର,୨୫ା୧୧: ବିଜେପିକୁ ସମର୍ଥନର ୪୮ଘଣ୍ଟା ହୋଇନି ସେପଟେ ଅଜିତ ପାୱାରଙ୍କୁ କ୍ଲିନଚିଟ ମିଳିଛି । ତାଙ୍କୁ ୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ କ୍ଲିନଚିଟ୍ ଦିଆଯାଇଥିବା ସୂଚନା ମିଳିଛି । ଏନସିପି ନେତା…
ଯୋଗୀ ସରକାରଙ୍କ ନିଷ୍ପତ୍ତି- ଅଯୋଧ୍ୟାରେ ଗାଈ ପିନ୍ଧିବେ କୋଟ୍
ଅଯୋଧ୍ୟା,୨୫ ।୧୧: ଉତ୍ତରପ୍ରଦେଶରେ ଗାଈଙ୍କ ସୁରକ୍ଷା ପାଇଁ ନୂଆ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯୋଗୀ ସରକାର । ଅଯୋଧ୍ୟାରେ ଗାଈଙ୍କୁ ଏବେ କୋଟ୍ ପିନ୍ଧାଯିବ । ସେମାନଙ୍କୁ ଥଣ୍ଡାରୁ ବଞ୍ଚାଇବା ପାଇଁ ଏହାର ଶୁଭାରମ୍ଭ…
ବେସୁରା ଗାଇବାରୁ ମଞ୍ଚ ଉପରେ ଚଢି ପିଟିଲେ ଦର୍ଶକ, ଭିଡିଓ ଭାଇରାଲ
ଗୁଜୁରାଟ,୨୫ ।୧୧: ଗୁଜୁରାଟରେ ଚାଲୁଥିବା ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଏକ ସଙ୍ଗୀନ ଘଟଣା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଗାୟକ ବେସୁରା ଗାଇବାରୁ ଦର୍ଶକମାନେ ରାଗିଯିବା ସହ ଷ୍ଟେଜ୍ ଉପରେ ଚଢି ତାଙ୍କୁ ବାଡେଇଥିଲେ…
କାଲି ମହାରାଷ୍ଟ୍ର ରାୟ
ନୂଆଦିଲ୍ଲୀ,୨୫ ।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଶେଷ ହୋଇଛି । କାଲି ଦିନ ୧୦ ଟା ୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ବିରୋଧୀଙ୍କ ଫ୍ଲୋର ଟେଷ୍ଟ ଆବେଦନ ଉପରେ କାଲି ଆସିବ ରାୟ ।
ତେବେ…
ସଂସଦରେ ମହାରାଷ୍ଟ୍ର ଝଡ, କଂଗ୍ରେସର ବିକ୍ଷୋଭ
ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ର ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ସମ୍ବିଧାନକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଏନେଇ ଲୋକସଭାକୁ ଦିନ ୧୨ ଟା ଓ ରାଜ୍ୟସଭାକୁ…
ସୁପ୍ରିମକୋର୍ଟରେ ‘ମହା’ ଶୁଣାଣି
ନୂଆଦିଲ୍ଲୀ,୨୫ ।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଜାରି ରହିଛି । ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି । କୋର୍ଟରେ ଅଜିତ ପାୱାରଙ୍କ ଚିଠି ଦାଖଲ କରିଛନ୍ତି…
କିଛି ସମୟ ପରେ ମହାରାଷ୍ଟ୍ର ରାୟ
ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ର ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ସୁପ୍ରିମକୋର୍ଟ । ଶିବସେନା, କଂଗ୍ରେସ ଓ ଏନସିପିର ରିଟ୍ ପିଟିସନ ଉପରେ ହେବ ଆଜିର ଶୁଣାଣି । ଦିନ ୧୦ଟା ୩୦ରେ ହେବ ଏହି ମାମଲାର…
ଅଜିତଙ୍କୁ ମୁହଁତୋଡ ଜବାବ୍ ଦେଲେ ଶରଦ
ମୁୁମ୍ବାଇ,୧୪ ।୧୧: ମହାରାଷ୍ଟ୍ରରେ ରାତାରାତି ରାଜନୀତି ଓଲଟପାଲଟ ହୋଇଯିବା ପରେ ଆଜି ଟ୍ୱିଟରେ ଲଢେଇ ଦେଖିବାକୁ ମିଳିଛି । ଏନସିପିର ବିଦ୍ରୋହୀ ନେତା ବା ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା…
NDFBର ବଢିଲା କଟକଣା ଅବଧି
ନୂଆଦିଲ୍ଲୀ,୨୪ ।୧୧: ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡ଼ୋଲାଣ୍ଡ ବା ଏନ୍ଡିଏଫ୍ବିର ସମସ୍ତ ଗୋଷ୍ଠୀ ଓ ଛାମୁଆ ସଂଗଠନ ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ପାଞ୍ଚବର୍ଷ ପର୍ଯ୍ୟନ୍ତ କଟକଣା ସମୟସୀମା…