Browsing Category

ଦେଶ

ନିର୍ବାଚନ ପୂର୍ବରୁ ‘Electoral Bond’ର ଅଡିଟ୍ ରିପୋର୍ଟ ଜାରି: ଜାଣନ୍ତୁ କେଉଁ ପାର୍ଟିକୁ କେତେ ମିଳିଲା ଚାନ୍ଦା…

ନୂଆଦିଲ୍ଲୀ: ନିର୍ବାଚନ ଆସିବା ମାତ୍ରେ ନିର୍ବାଚନ ବଣ୍ଡ ବିଷୟରେ ଆଲୋଚନା ଆରମ୍ଭ ହୁଏ । ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ବଣ୍ଡର ଅଡିଟ୍ ରିପୋର୍ଟ ପୁଣି ଥରେ ବାହାରକୁ ଆସିଛି । ଭାରତୀୟ ଜନତା ପାର୍ଟି ଏହାର ଅଡିଟ୍…

ଚାଷୀଙ୍କ ପାଇଁ ଖୁସି ଖବର: PM Kisan ଯୋଜନାରେ ବଢ଼ିଲା ୨୦୦୦ ଟଙ୍କା

ଓଡ଼ିଶା ଭାସ୍କର: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ ମାନଙ୍କ ପାଇଁ ସରକାର ଆଣିଛନ୍ତି ବଡ଼ ଖୁସି ଖବର। ଏଣିକି କୃଷକମାନଙ୍କୁ ଏହି ଯୋଜନାରେ ମିଳିବ ଅଧିକ ଟଙ୍କା। କାରଣ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ୬,୦୦୦…

ବିଦେଶରେ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ମୋଦୀ: ଦୁଇ ଦିନିଆ ଗସ୍ତରେ UAE ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ସାରା ବିଶ୍ୱରେ ଏବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବର୍ତ୍ତମାନ ମୋଦୀ ବିଦେଶରେ ମଧ୍ୟ ହିନ୍ଦୁ ସାମ୍ରାଜ୍ୟ ଏବଂ ପରମ୍ପରାକୁ…

ଆମିଟି ୟୁନିଭରସିଟି ବାହାରେ ପ୍ରବଳ ହଙ୍ଗାମା, ଜୋରଦାର ମାରପିଟ୍: ଦେଖନ୍ତୁ Video

ନୂଆଦିଲ୍ଲୀ: ନୋଏଡା ସେକ୍ଟର -୧୨୬ ସ୍ଥିତ ଆମିଟି ୟୁନିଭରସିଟି ବାହାରେ ହୋଇଥିବା ଝଗଡାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଯୁବକମାନଙ୍କର ଏକ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ…

ଜଳିଗଲା ବସ୍‌, ୩୦ ସ୍କୁଲ ପିଲା ଓ ୩ଜଣ ଶିକ୍ଷକଙ୍କୁ ଧରି ପିକନିକ୍ ଯାଉଥିଲା

ନୂଆଦିଲ୍ଲୀ:ଗୁଜୁରାଟର ଭଲସାଡରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠିକାର ଧରମପୁର ଠାରେ ଏକ ସ୍କୁଲ ବସ୍‌ରେ ନିଆଁ ଲାଗି ଜଳିଯାଇଛି । ଏହି ବସ୍ ସିଲଭାସାରୁ ୩୦ ଜଣ ସ୍କୁଲ ଛାତ୍ର ଓ ୩ ଜଣ ଶିକ୍ଷକଙ୍କୁ ଧରି…

ରାମଙ୍କ ବିନା ଭାରତର କଳ୍ପନା ବି ଅସମ୍ଭବ, ୨୨ ଜାନୁୟାରୀକୁ ମହାନ ଭାରତ ଯାତ୍ରାର ଆରମ୍ଭର ଦିନ ବୋଲି କହିଲେ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନକୁ (ଜାନୁୟାରୀ ୨୨) ମହାନ୍ ଭାରତ ଯାତ୍ରାର ଆରମ୍ଭ ବୋଲି କହିଛନ୍ତି । ସେ କହିଛନ୍ତି ଯିଏ ରାମଙ୍କ ବିନା ଭାରତକୁ କଳ୍ପନା…

ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଉଗ୍ର ହେଉଛି ହିନ୍ଦୁ ମହିଳାଙ୍କ ଆନ୍ଦୋଳନ, ୧୪୪ ଧାରା ଜାରି , ଅଭିଯୋଗ ଉପରେ NCW ଦାବୀ କଲା ତୁରନ୍ତ…

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ସନ୍ଦେଶଖାଲି ଅଞ୍ଚଳରେ ଏବେ ପରିସ୍ଥିତି ଅଶାନ୍ତ ରହିଛି । ଏବେ ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯିବା ସହିତ ୧୪୪ ଧାରା ଜାରି କରାଯାଇଛି । ଫେରାର…

ସ୍କୁଲ ୟୁନିଫର୍ମ ଉପରେ ଶିକ୍ଷାମନ୍ତ୍ରୀଙ୍କ ବଡ଼ ଆଦେଶ: ଡ୍ରେସ କୋଡ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସ୍କୁଲ ପିଲାମାନଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ କରିବା ପାଇଁ ଡ୍ରେସ କୋଡ ବ୍ୟବସ୍ଥା କରାଯାଇଛି । କିନ୍ତୁ ଅନେକ ସମୟରେ ପିଲାମାନେ…

NCP ବିଧାୟକ ଛଗନ ଭୂଜବଳଙ୍କୁ ମିଳିଲା ହତ୍ୟା ଧମକ; ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ସମର୍ଥକଙ୍କ ଦାବି

ମୁମ୍ୱାଇ: ମହାରାଷ୍ଟ୍ରମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଧାୟକ ଛଗନ ଭୂଜବଳଙ୍କୁ ହତ୍ୟା ଧମକପୂର୍ଣ୍ଣ ଚିଠି ମିଳିଛି। ଏହାର ଗୋଟିଏ ଦିନ ପରେ ସେ ଶନିବାର ଗଣମାଧ୍ୟମକୁ କହିଛନ୍ତି କିପରି ତାଙ୍କୁ…

ଜ୍ଞାନବାପୀ ମାମଲା: ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କଲେ ଟିଏମସି ନେତା, କହିଲେ ଯୋଗୀ ପଶ୍ଚିମବଙ୍ଗ ଆସିଲେ…

ଲକ୍ଷ୍ନୌ: ଥମିବାର ନାଁ ଧରୁନି ଜ୍ଞାନବାପୀ ମାମଲା । ପଶ୍ଚିମବଙ୍ଗର ଜାମିଆତ୍ ଉଲେମା-ଏ-ହିନ୍ଦ ତଥା ଟିଏମସି ନେତା ସିଦ୍ଦିକୁଲାହ ଚୌଧୁରୀ ଜ୍ଞାନବାପୀ ମାମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ…