Browsing Category

ଦେଶ

(video)ହାଡଭଙ୍ଗା ଶୀତକୁ ହାତରେ ଶୁଖିଲା ରୁଟି; ତଥାପି ମୁହଁରେ ଲାଖି ରହିଛି ହସ, ଆଖିରେ ଲୁହ ଭରିଦେବ ଭାରତୀୟ ସେନାଙ୍କ ଏପରି ଚିତ୍ର

ନୂଆଦିଲ୍ଲୀ: ଆମ ଦେଶର ସୈନିକ ଆମର ରକ୍ଷା କରିଥାନ୍ତି । ସେମାନଙ୍କ ପାଇଁ ଆମେ ଦେଶ ମଧ୍ୟରେ ଶାନ୍ତିରେ ରହିପାରୁଛୁ । ଦିନ ରାତି ଖରା, କାକର, ଶୀତ, ବର୍ଷା ସହି ସୀମା ଜଗି ରହି ସେମାନେ ବିଦେଶୀ ଶତ୍ରୁ କବଳରୁ ଆମକୁ…

ପ୍ରଥମ ଥର ସାମ୍ନାକୁ ଆସିଲା ରାମ ମନ୍ଦିର ଗର୍ଭଗୃହର ଫଟୋ: ସୋସିଆଲ ମିଡ଼ିଆରେ ଭାଇରାଲ୍

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସରେ ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ସେଥିପାଇଁ ସାରା ଦେଶର ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି । ସବୁଠାରୁ ବଡ଼…

ସ୍ୱାମୀ-ସ୍ତ୍ରୀଙ୍କୁ ଗୋଟିଏ ସ୍ଥାନରେ ପୋଷ୍ଟିଂ କରିବାର କୌଣସି ଅଧିକାର ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ହାଇକୋର୍ଟର ଲଖନଉ ବେଞ୍ଚ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛି ଯେ, ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ ଚାକିରି କରିଥିଲେ, ଗୋଟିଏ ସ୍ଥାନରେ ସେମାନଙ୍କର ପୋଷ୍ଟିଂକୁ ନେଇ ବିଚାର…

ISIS ଆତଙ୍କୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ, ୪୩ ସ୍ଥାନରେ ଏନ୍ଆଇଏର ରେଡ୍, ୧୩ ଗିରଫ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନ୍ଆଇଏ)କୁ ମିଳିଛି ବଡ଼ ସଫଳତା । କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISISର ଷଡ଼ଯନ୍ତ୍ର ବିରୋଧରେ ଏନ୍ଆଇଏ ନେଇଛି ବଡ଼ ପଦକ୍ଷେପ । ଏହି ମାମଲାରେ ଏନ୍ଆଇଏ ସକାଳୁ ଦେଶରେ ୪୩ଟି ସ୍ଥାନରେ…

ଶସ୍ତାରେ ସୁନା କିଣିବାକୁ ଚାହୁଁଛନ୍ତି କି ? SGB Schemeରେ କରିପାରନ୍ତି ନିବେଶ

ଆପଣ ସୁନାରେ ନିବେଶ କରିବା ନେଇ ଚିନ୍ତା କରୁଛନ୍ତି କି ? ଯଦି ହଁ ତେବେ ସରକାରଙ୍କ ତରଫରୁ ମିଳିପାରେ ବଡ଼ ସୁଯୋଗ । ଅର୍ଥମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ସୋଭେରେନ୍ ଗୋଲ୍ଡ ବଣ୍ଡ୍…

ଆଜି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ, ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଏପରି ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ତାଙ୍କର ୭୭ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ…

୩ ନୂଆ ଚେହେରା ହେବେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ! ବିଜେପିର ରାଜନୈତିକ ଇତିହାସରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଥିବା ବେଳେ ବିଜେପି ୩ଟି ରାଜ୍ୟରେ ବହୁମତ ହାସଲ କରିଥିଲା । ଅନ୍ୟପକ୍ଷରେ କଂଗ୍ରେସ ୧୧୯ଟି ଆସନ ମଧ୍ୟରୁ ୬୪ଟି ରେ ଜିତି ତେଲେଙ୍ଗାନାରେ…

ଭାରତୀୟ ବଜାରରେ ବିକ୍ରି ହେଉଛି ଚାଇନାର ନକଲି ରସୁଣ, ଯାହା ସ୍ୱାସ୍ଥ୍ୟ ପାଇଁ ଅତି ଭୟଙ୍କର: ଯାଞ୍ଚ ଦାବି କଲେ ଆମେରିକା ସାଂସଦ

ନୂଆଦିଲ୍ଲୀ: ନକଲି ସାମଗ୍ରୀ ତିଆରି କରିବାରେ ମାହିର ଥିବା ଚୀନ୍ ବର୍ତ୍ତମାନ ନକଲି ରସୁଣ ତିଆରି କରୁଛି କି? ତେବେ ଏହି ବିଷୟ ସମ୍ବନ୍ଧୀୟ ଏକ ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଥିଲା, ଯେଉଁଥିରେ ଚାଇନାର 'ନକଲି ରସୁଣ'…

ଆପଲ୍ କମ୍ପାନୀକୁ ବଡ଼ ଝଟକା, ଅବସର ନେବେ ଟଚ୍ ID ଫିଚର ନିର୍ମାଣ କରିଥିବା ଏହି ଅଧିକାରୀ

ଆପଲ୍ କମ୍ପାନୀକୁ ବଡ଼ ଝଟକା । ଟଚ୍ ଆଡଇଡ଼ି ଏବଂ ମଲ୍ଟି ଟଚ୍ ସ୍କ୍ରୀନ୍ ଭଳି ଟେକ୍ନୋଲୋଜିର ସୃଷ୍ଟିକର୍ତ୍ତା ସ୍ଟିଭ୍ ହଟେଲିଂ(Steve Hotelling) ଚାକିରିରୁ ଅବସର ନେବେ । ସ୍ଟିଭ୍‌ଙ୍କ ନାଁରେ ଆପଲ କମ୍ପାନୀରେ ୧୦୦ରୁ…

ଏଣିକି ବିଦେଶ ଯାତ୍ରା ସହଜ: ବିନା ଭିସାରେ ଭାରତୀୟମାନେ ୪ଟି ଦେଶ ଭ୍ରମଣ କରିପାରିବେ

ନୂଆଦିଲ୍ଲୀ: ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଏହା ହେଉଛି ପିକନିକର ଋତୁ । ୨୦୨୩ ବର୍ଷ ସରି ଆସୁଥିବାରୁ ସମସ୍ତେ ନୂଆ ନୂଆ ସ୍ଥାନ ଭ୍ରମଣରେ ଯାଇଥାନ୍ତି । ତେବେ ଆପଣମାନେ ଯଦି ଭ୍ରମଣପ୍ରିୟ ତେବେ ଏନେଇ ଆସିଛି ଏକ…