Browsing Category

ଦେଶ

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ହସ୍ପିଟାଲରେ ଭର୍ତ୍ତି: ତଳେ ପଡ଼ିଯିବା ପରେ ଅଣ୍ଟାରେ ଲାଗିଲା ଗମ୍ଭୀର ଆଘାତ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେସିଆର ତଳେ ପଡ଼ିଯିବା ଫଳରେ ତାଙ୍କର ଅଣ୍ଟାରେ…

ସର୍ଭେରୁ ବଡ଼ ଖୁଲାସା: ଗତ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ଭାରତୀୟ ଚାଇନିଜ୍ ସାମଗ୍ରୀ କିଣି ନାହାନ୍ତି

ନୂଆଦିଲ୍ଲୀ: ଭାରତର ଲୋକଙ୍କ ମଧ୍ୟରେ ଚୀନ ବିରୋଧୀ ଭାବନା ବଢ଼ିବାରେ ଲାଗିଛି । ଗତ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ଭାରତୀୟ ଚାଇନିଜ୍ ସାମଗ୍ରୀ କ୍ରୟ କରିନାହାନ୍ତି । ଏଥିସହିତ ଇ-ବାଣିଜ୍ୟ, ଗେମିଂ ଫଟୋ ଏଡିଟିଂ ଓ ସୋସିଆଲ…

ବଲିଉଡ୍ ଅଭିନେତା ଜୁନିୟର ମେହମୁଦଙ୍କ ପରଲୋକ: ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଭେଟେରାନ ବଲିଉଡ ଅଭିନେତା ନଇମ ସୟିଦ ଆଉ ନାହାନ୍ତି । ଦର୍ଶକଙ୍କ ମଧ୍ୟରେ ‘ଜୁନିୟର ମେହମୁଦ’ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ଅଭିନେତା ଜଣଙ୍କ…

୪ ଜଣ ପର୍ଯ୍ୟଟକ କଲେ ଆତ୍ମହତ୍ୟା, ଶେଷରେ ଛାଡିକି ଗଲେ ସୁଇସାଇଡ୍ ନୋଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରଣାସୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ୪ଜଣ ପର୍ଯ୍ୟଟକ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ କରିଥିବା ସମସ୍ତ ପର୍ଯ୍ୟଟକ ଆନ୍ଧ୍ରପ୍ରଦେଶର ବୋଲି…

(Video) କି ଚମତ୍କାର ଦୃଶ୍ୟ! ସାବରମତୀରେ ଭାରତର ପ୍ରଥମ Bullet Train Station: ଉନ୍ମୋଚନ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ସଫଳତାର ଆଉ ଏକ ପାଦ ଆଗକୁ ବଢାଇଛି ଭାରତୀୟ ରେଳ । ଅହମ୍ମଦାବାଦର ସାବରମତୀରେ ନିର୍ମାଣ ହୋଇଛି ଦେଶରେ ପ୍ରଥମ ବୁଲେଟ ଟ୍ରେନ ଷ୍ଟେସନ । ଭାରତୀୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବୁଲେଟ ଟ୍ରେନ…

(Video) ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରତିଶ୍ରୁତି ପୂରଣ କଲେ ରେବନ୍ତ ରେଡ୍ଡୀ

ତେଲେଙ୍ଗାନା: ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ତେବେ ରାବନ୍ତ ରେଡ୍ଡୀ ଶପଥ ଗ୍ରହଣ…

ଫାଶୀଦଣ୍ଡାଦେଶ ପାଇଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: କତାର କୋର୍ଟ ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । ତେବେ କତାରର ଏହି ଦଣ୍ଡାଦେଶ ବିରୋଧରେ ଭାରତ ସରକାର ପୂର୍ବରୁ ଅପିଲ କରିଥିବା ବେଳେ ଏବେ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ…

ଏହି ଗାଁ’କୁ ବୋହୂ ହୋଇଗଲେ ମରିବା ଥୟ, ଗାଁର ଅଦ୍ଭୁତ କାହାଣୀ ବିଷୟରେ ଜାଣନ୍ତୁ 

ନୂଆଦିଲ୍ଲୀ: ପ୍ରତ୍ୟେକ ଗାଁ'ର କିଛି ନା କିଛି ନିଜସ୍ୱ କାହାଣୀ ରହିଥାଏ। ତେବେ ଏଭଳି ଏକ ଗାଁ'ର କିଛି କାହାଣୀ ଅଛି ଯାହା ସମ୍ପୂର୍ଣ୍ଣ ଅଦ୍ଭୁତ୍ତ। କାରଣ ଏଠାକୁ କୌଣସି ଝିଅ ବୋହୂ ହୋଇ ଯିବାକୁ ଭୟ କରିଥାନ୍ତି। କେହି…

କ’ଣ ସଂସଦରେ ପୁଣି ବଡ଼ ନିଷ୍ପତ୍ତି ନେବେ କି ମୋଦୀ ସରକାର ? ସମସ୍ତ ସାଂସଦଙ୍କୁ ଲୋକସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଲୋକସଭା ଓ ରାଜ୍ୟସଭାରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ତର୍କ ବିତର୍କ ଚାଲିଛି । ଗତ ବୁଧବାର ଦିନ ଜାମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍, ୨୦୨୩ ଏବଂ…

BIG BREAKING: ପେନ କିଲର “ମେଫଟାଲ” ପାଇଁ ଆଲର୍ଟ ଜାରି କଲେ ଭାରତ ସରକାର

ନୂଆଦିଲ୍ଲୀ: ବହୁ ପ୍ରଚଳିତ ପେନ କିଲର "ମେଫଟାଲ" ପାଇଁ ଆଲର୍ଟ ଜାରି। ଏନେଇ ଆଜି ଇଣ୍ଡିଆନ ଫାର୍ମାକୋପିଆ କମିଶନଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଥିବା ଦେଖିବାକୁ ମିଳିଛି। ଏହା ସେବନ ଦ୍ୱାରା ପାର୍ଶ୍ଵପ୍ରତିକ୍ରିୟା…