fbpx
Browsing Category

ଦେଶ

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହେଲେ ୩ସନ୍ଦିଗ୍ଧ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜର ହତ୍ୟା ମାମଲାରେ ଶୁକ୍ରବାର ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି କାନାଡା ପୋଲିସ। ଗିରଫ ୩ ସନ୍ଦିଗ୍ଧଙ୍କୁ ଭାରତୀୟ ନାଗରିକ ବୋଲି କହିଛି କାନାଡା। ସେମାନେ ହେଲେ କରଣ…

ଓଡିଶାରେ ଜୟଶଙ୍କର, କର୍ମୀଙ୍କୁ ଦେବେ ଗୁରୁଜ୍ଞାନ

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ ଆଜି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ପ୍ରୋଗ୍ରାମରେ ଯୋଗ ଦେବାର ସୂଚନା ରହିଛି । ଜୟଶଙ୍କର ଭୁବନେଶ୍ୱର ସମତେ କଟକ…

ନେପାଳରେ ଛପାଯିବ ନୂଆ ୧୦୦ ଟଙ୍କିଆ ନୋଟ୍; ମାନଚିତ୍ରରେ ସାମିଲ କରିବ ଲିପୁଲେଖ, ଲିମ୍ପିଆଧୁରା ଓ କଳାପାଣି

କାଠମାଣ୍ଡୁ: ଶୁକ୍ରବାର କ୍ୟାବିନେଟ୍ ବୈଠକରେ ୧୦୦ ଟଙ୍କିଆ ନୋଟ୍ ରେ ନେପାଳର ଏକ ନୂଆ ରାଜନୈତିକ ମାନଚିତ୍ର ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ନେପାଳ ଶୁକ୍ରବାର ଭାରତର ପ୍ରସିଦ୍ଧ ଅଞ୍ଚଳ ଲିପୁଲେଖ, ଲିମ୍ପିଆଧୁରା…

ପାହାଡ଼ ତଳକୁ ଖସିଲା SUV: ୫ ଜଣଙ୍କ ମୃତ୍ୟୁ, ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଗୋଟିଏ ଏସୟୁଭି ଏକ ପାହାଡ଼ ତଳକୁ ଖସି ପଡ଼ିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଜଣେ ବ୍ୟକ୍ତିଙ୍କର ଅବସ୍ଥା ଗମ୍ଭୀର ରହିଥିବା…

ଗାନ୍ଧୀ ପରିବାର ପାଇଁ ଆମେଥି ଓ ରାଏବରେଲି ସମାନ: ଇମ୍ରାନ୍ ପ୍ରତାପଗଡ଼ୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଇମ୍ରାନ୍ ପ୍ରତାପଗଡ଼ୀ କହିଛନ୍ତି ଯେ ଆମେଥି ଓ ରାଏବରେଲି କଂଗ୍ରେସ ଦଳ ଏବଂ ଗାନ୍ଧୀ ପରିବାର ପାଇଁ ସମାନ। ବାସ୍ତବରେ ବିଜେପି ନେତାମାନେ ଦାବି କରୁଛନ୍ତି ଯେ ପରାଜୟ…

ସିନେମା ଇତିହାସରେ ଯାହା କେବେ ହୋଇନଥିଲା ତାହା ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘Kalki 2898 AD’ରେ ହେବାକୁ ଯାଉଛି

ମୁମ୍ୱାଇ: ସାଉଥ୍ ଇଣ୍ଡିଆ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'କଲ୍କି ୨୮୯୮ ଏଡି'ର ରିଲିଜକୁ ଅପେକ୍ଷା କରିଛନ୍ତି ସିନେପ୍ରେମି। ପ୍ରତିଦିନ ଫିଲ୍ମ ସହ ଜଡିତ ଅପଡେଟ୍ ସାମ୍ନାକୁ ଆସୁଛି ।…

ପୋଲିସଠୁ ଫୋନ୍ ଛଡ଼ାଇ ନେଲେ ଚୋର; ଆଣିବା ବେଳେ ଫୋଡ଼ିଦେଲେ ନିଶା ଇଞ୍ଜେକ୍ସନ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ବିଷ ଇଞ୍ଜେକ୍ସନ ଦେବାରୁ ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳ ବିଶାଲ ପାୱାର(୩୦)ଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଜ୍ଞାତ…

(Video) ଲୁନାରେ ଆଲମିରା; ଡେଲିଭରି କରିବାର ଏହି ଉପାୟ ଦେଖି ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ମୁମ୍ୱାଇ: ବେଳେ ବେଳେ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ସେୟାର କରନ୍ତି, ଯାହା ଲୋକଙ୍କୁ ପ୍ରେରଣା ଦେଇଥାଏ ଏବଂ ଲୋକମାନେ ମଧ୍ୟ ଏହାକୁ ଉପଭୋଗ କରନ୍ତି । ଆନନ୍ଦ ମହିନ୍ଦ୍ରା ଜଣେ ବଡ଼ ଉଦ୍ୟୋଗପତି…

ପର୍ତ୍ତୁଗୀଜ୍ ଫ୍ଲାଗ୍ ଥିବା କାର୍ଗୋ ଜାହାଜର କ୍ରୁମାନଙ୍କୁ ମୁକ୍ତ କଲା ଇରାନ: ୧୬ ଜଣ ଭାରତୀୟ ମଧ୍ୟ ହେଲେ ମୁକ୍ତ

ନୂଆଦିଲ୍ଲୀ: ପର୍ତ୍ତୁଗୀଜ୍ ଫ୍ଲାଗ୍ ଥିବା କାର୍ଗୋ ଜାହାଜ ଏମଏସସି ଏରିଜର ସମସ୍ତ କ୍ରୁମାନଙ୍କୁୁ ମୁକ୍ତ କରିଛି ଇରାନ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହାନ ଶୁକ୍ରବାର ଦିନ…

ଅମିତ ଶାହାଙ୍କ ଡିପଫେକ୍ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସର ବଡ ଆକ୍ସନ୍: ଅରୁଣ ରେଡ୍ଡୀ ଗିରଫ

ନୂଆଦିଲ୍ଲୀ: ଅମିତ ଶାହାଙ୍କ ଡିପଫେକ୍ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ ପ୍ରଥମ ଗିରଫ କରିଛି । ପୋଲିସ ଅରୁଣ ରେଡ୍ଡୀଙ୍କୁ ଦିଲ୍ଲୀରୁ ଗିରଫ କରିଛି ଏବଂ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ । ପୋଲିସର…