fbpx
BSKY
BJD MS SKY
BJD YOUTH SKY
Browsing Category

ଦେଶ

ପ୍ରଥମ ଥର ପାଇଁ ୫ଟ୍ରିଲିୟନ ଡଲାର ଛୁଇଁଲା BSE ତାଲିକାଭୁକ୍ତ କଂପାନିଗୁଡ଼ିକର ମାର୍କେଟ୍ କ୍ୟାପ୍

ମୁମ୍ୱାଇ: ବିଏସଇ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ପ୍ରଥମ ଥର ପାଇଁ ରେକର୍ଡ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ମେ ୨୧ ରେ ଏକ ନୂତନ ଉଚ୍ଚସ୍ତରରେ…

‘ପୁଣେର ନାବାଳକ ଡ୍ରାଇଭର୍ ଗୋଟେ ହ୍ୟୁମାନ୍ ବମ୍, ତା’ ଜାମିନକୁ ରଦ୍ଦ କରାଯାଉ’

ପୁଣେ: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଆଇଟି ଇଞ୍ଜିନିୟର ଗିରଫ। ଅନୀଶ ଅଧିଆ ଓ ଅଶ୍ୱିନୀ କୋସ୍ତାଙ୍କ ମୃତ୍ୟୁ ଘଟିଛି। ଅଶ୍ୱିନୀ କୋଷ୍ଠା ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ଥିଲେ। ଅନୀଶ…

ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ: ଏହ ସହରରେ ବ୍ୟାପୁଛି KP.1 ଏବଂ KP.2

ନୂଆଦିଲ୍ଲୀ: ଟୀକାକରଣ ପରେ କରୋନା ମହାମାରୀ ଭୟରୁ ମୁକ୍ତି ପାଇଛି ଭାରତ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ବିଭିନ୍ନ ଭାରିଆଣ୍ଟ ଦେଶରେ ଚିହ୍ନଟ ହେବା ସହ ସଂକ୍ରମଣ ମଧ୍ୟ କରୁଥିବା ରେକର୍ଡ କରାଯାଉଛି । ଏହାମଧ୍ୟରେ…

ଓଟିପି ସଂପର୍କିତ ଫ୍ରଡ୍ ଉପରେ ରୋକ ଲଗାଇବ Googleର Android 15: ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଆଜିକାଲି ଓ୍ବାନ ଟାଇମ୍ ପାସଓ୍ବାର୍ଡ (OTP) ସଂପର୍କିତ ଠକେଇ ବଢ଼ିବାରେ ଲାଗିଛି । ଦେଶରେ ଓଟିପି ସଂପର୍କିତ ଫ୍ରଡ୍ ଉପରେ ରୋକ ଲଗାଇବାକୁ ଗୁଗୁଲ୍ Android 15ର ନୂଆ ବିଟା ଭର୍ଜନ ଲଞ୍ଚ କରିଛି । ଆଗାମୀ…

ଯୌନ ନିର୍ଯାତନା ମାମଲାରେ ମୁହଁ ଖୋଲିଲେ ବୃଜଭୂଷଣ; ‘ମୁଁ ଭୁଲ୍ କରିନି…’

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମୁହଁ ଖୋଲିଲେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବୃଜଭୂଷଣ ଶରଣ ସିଂହ। ବୃଜ ଭୂଷଣ ମଙ୍ଗଳବାର କହିଛନ୍ତି ଯେ ସେ କୌଣସି ଭୁଲ କରିନାହାଁନ୍ତି…

SBI ଚେୟାରମ୍ୟାନ ପଦବୀ ପାଇଁ ଇଣ୍ଟରଭ୍ୟୁକୁ ଅଚାନକ ସ୍ଥଗିତ କଲେ FSIB, ନୂଆ ସରକାର ଗଠନ ପରେ ସ୍ଥିର ହେବ ତାରିଖ

ନୂଆଦିଲ୍ଲୀ: ଫାଇନାନସିଆଲ ସର୍ଭିସେଜ ଇନଷ୍ଟିଟୁସନ ବ୍ୟୁରୋ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେବା ସୂଚନା ମିଳିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂଆ ଚେୟାରମ୍ୟାନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ଲାଗି ନିର୍ଦ୍ଧାରିତ…

ରାମେଶ୍ୱରମ କ୍ୟାଫେ ବିସ୍ଫୋରଣ ମାମଲା: ୧୧ଟି ସ୍ଥାନରେ NIAର ଚଢାଉ, ଦୁଇ ଡାକ୍ତରଙ୍କ ସମେତ ହେଡମାଷ୍ଟରଙ୍କୁ ମଧ୍ୟ ଜେରା

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରାମେଶ୍ୱରମ କ୍ୟାଫେରେ ଜାତୀୟ ତଦନ୍ତକାରୀ ଦଳ ମଙ୍ଗଳବାର ଦିନ ସକାଳେ ବେଙ୍ଗାଲୁରୁ ଏବଂ କୋଏବଟୁର ସମେତ ୧୧ଟି ସ୍ଥାନରେ ରେଡ କରିଛନ୍ତି । ରିପୋର୍ଟ ମୁତାବକ, ଏନଆଇଏ କୁମାରସ୍ୱାମୀ ଲେଆଉଟ ଏବଂ…

ସ୍ୱାତୀ ମାଲିୱାଲ ମାମଲା: ବିଭବ କୁମାରଙ୍କୁ ଫ୍ଲାଇଟରେ ନିଆଯିବ ମୁମ୍ବାଇ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣରେ ବିଭବ କୁମାରଙ୍କୁ ଗିରଫ କରିଥିବା ଦିଲ୍ଲୀ ପୋଲିସ ବର୍ତ୍ତମାନ ମୁମ୍ବାଇ ନେଇ ଯିବେ । ସୂଚନା ଅନୁଯାୟୀ, ଯେଉଁ ଫୋନରେ…

‘ଏଣିକି ଓଡ଼ିଆ ଭାଷାରେ ହେବ ମେଡିକାଲ ପାଠପଢା, ୩ ଜିଲ୍ଲାରେ ହେବ ଆଇଟି ପାର୍କ:’ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସମ୍ବଲପୁର: ଦେଶରେ ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ଶେଷ ହୋଇସାରିଛି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀମାନଙ୍କର ରାଜ୍ୟକୁ ଘନ ଘନ ଆସିବା ଦେଖିବାକୁ ମିଳୁଛି । ତେବେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା…

MS ଧୋନୀ IPLରୁ ସନ୍ୟାସ ନେବା ପୂର୍ବରୁ ଆସିଲା ବଡ଼ ଅପଡେଟ, ଏଥିପାଇଁ କରିପାରନ୍ତି ଲଣ୍ଡନ ଗସ୍ତ

ନୂଆଦିଲ୍ଲୀ: ଏମଏସ ଧୋନୀ ଆଇପିଏଲ ୨୦୨୪ରେ ଫ୍ୟାନ୍ସଙ୍କର ଖୁବ ମନୋରଞ୍ଜନ କରିଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ସେ ଚେନ୍ନାଇ ପ୍ଲେ ଅଫରେ ପହଞ୍ଚିପାରିନାହାନ୍ତି ।…