fbpx
Browsing Category

ଦେଶ

Breaking News; ନେତାଙ୍କ ଉପରକୁ ଜୋତା ଫିଙ୍ଗିଲେ ଭୋଟର: ମଞ୍ଚରେ ନିର୍ବାଚନ ଭାଷଣ ବେଳେ ଆକ୍ରମଣ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଆଗାମୀ ନିର୍ବାଚନକୁ ନେଇ ଖୁବ ପ୍ରଚାର ଜାରି ରଖିଛନ୍ତି ରାଜନୈତିକ ଦଳ ଏବଂ ପ୍ରାର୍ଥୀ । ଅନେକ ସ୍ଥାନରେ ଭୋଟର ପ୍ରାର୍ଥୀଙ୍କୁ ସ୍ୱାଗତ କରୁଥିବା ବେଳେ ଅନେକ ସ୍ଥାନରେ ବିଭିନ୍ନ…

ମଦ ଦୁର୍ନୀତି ମାମଲା: ନିର୍ବାଚନ ହେତୁ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବିଚାର କରାଯାଇପାରେ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ, ଯଦି ଏହି ମାମଲା ଦୀର୍ଘ ସମୟ ଧରି ଚାଲିବ…

ଏବେ ଟ୍ରେନରେ ଆରାମରେ ଶୋଇ ଶୋଇ କରନ୍ତୁ ଯାତ୍ରା, ଗନ୍ତବ୍ୟ ସ୍ଥଳ ଆସିଲେ ଆପଣଙ୍କ ପାଖକୁ ଆସି ଟିଟିଇ ଦେବ ସୂଚନା

ନୂଆଦିଲ୍ଲୀ:ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଓ ଏହି ରୁଟ୍ ସହ ଆପଣ ପରିଚିତ ନୁହଁନ୍ତି ତେବେ ଗନ୍ତବ୍ୟ ଷ୍ଟେସନ କେବେ ଆସିବ ତାହାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣ କେବଳ ଟ୍ରେନରେ ଯାତ୍ରା କରିବାର ଆନନ୍ଦ…

ରାୟଗଡ଼ା ସମାବେଶକୁ ରାହୁଲ ଗାନ୍ଧୀଙ୍କ ସମ୍ବୋଧନ; ଜନସଭାରେ ଓଡ଼ିଶାବାସୀଙ୍କୁ କହିଲେ ୫ଗ୍ୟାରେଣ୍ଟି କଥା

ଭୁବନେଶ୍ୱର: ଆଜି ରାୟଗଡାର ସମାବେଶକୁ ଭର୍ଚୁଆଲ୍ ମାଧ୍ୟମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବୋଧନ କରିଛନ୍ତି । ଭର୍ଚୁଆଲ୍ ମାଧ୍ୟମରେ ସେ ତାଙ୍କର ୫ଟି ଗ୍ୟାରେଣ୍ଟି କଥା କହିଛନ୍ତି । ସେ କହିଛନ୍ତି , "କଂଗ୍ରେସ…

ର‌୍ୟାଲି ମଝିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସାଧୁଙ୍କ ଉପରେ ପଡିଲା ନଜର, କଲେ ଏପରି କିଛି କାର୍ଯ୍ୟ ସୋସିଆଲ ମିଡିଆରେ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବର୍ଦ୍ଧମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ର‌୍ୟାଲିରେ ସମ୍ବୋଧନ କରିଛନ୍ତି । ଏହି ସମୟରେ ସେ ଟିଏମସି ଓ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ଏହି ର‌୍ୟାଲିରେ ଏକ ଆଶ୍ଚର୍ଯ୍ୟଜନକ…

ନିର୍ବାଚନ ପାଇଁ ବିପଦ ସାଜୁଛି ଡିପଫେକ୍ ଏବଂ ଭଏସ୍ କ୍ଲୋନିଂ, ଭ୍ରମିତ ଭୋଟରଙ୍କ ବିଶ୍ୱାସ ଜିତିବା ପାଇଁ ରାଜନେତାଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ

ଓଡ଼ିଶା ଭାସ୍କର: ସାରା ଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ । ପ୍ରଚାରରେ କମ୍ପୁଛି ପଲ୍ଲୀରୁ ସହର । ଏଥର ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବେ ଅଭିଜ୍ଞ ନେତା ଓ ନୂଆ ପ୍ରାର୍ଥୀ । ବିଭିନ୍ନ ରାଜନୈତିକ ଦହ ଭୋଟରଙ୍କୁ…

ଉପନିର୍ବାଚନ ଲଢି ଲୋକସଭାରେ ପହଞ୍ଚିଯିବେ ପ୍ରିୟଙ୍କା, ରାହୁଲଙ୍କୁ ରାୟବରେଲୀରୁ ପ୍ରାର୍ଥୀ କରି କଂଗ୍ରେସ ଦେଲା ବଡ ସଂକେତ

ନୂଆଦିଲ୍ଲୀ:କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଆମେଥି ବଦଳରେ ସୋନିଆଙ୍କ ରାୟବରେଲୀ ଆସନରୁ ରାହୁଲ ଗାନ୍ଧୀଙ୍କୁ ଲଢିବାର ନିଷ୍ପତ୍ତିକୁ ନେଇ ବଡ ଇସାରା କରିଛନ୍ତି । ସେ କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ତ କୌଣସି ବି…

ମସଲା ତିଆରି କରୁଥିବା କମ୍ପାନୀଗୁଡ଼ିକର ହେବ ଯାଞ୍ଚ, କ୍ୱାଲିଟୀ-ସେଫ୍ଟି ପାରାମିଟର୍ସକୁ ନେଇ କରାଯିବ ତର୍ଜମା

ନୂଆଦିଲ୍ଲୀ: ଏଫଏସଏସଏଆଇ ବର୍ତ୍ତମାନ ଏମଡିଏଚ ଏବଂ ଏଭରେଷ୍ଟ ସମେତ ସମସ୍ତ ମସଲା ତିଆରି କରୁଥିବା କମ୍ପାନୀମାନଙ୍କ ପ୍ରଡକ୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଗତ କିଛି ଦିନ ତଳେ କମ୍ପାନୀମାନଙ୍କ ମସଲାରେ…

ଫ୍ରିଜରୁ ପାଣି ବାହାର କରି ସଙ୍ଗେ ସଙ୍ଗେ ପିଉଛନ୍ତି କି? ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମଗ୍ର ଦେଶ ତଥା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରାରେ ଘରୁ ବାହାରକୁ ବାହାରିବା ମାତ୍ରେ ଏଭଳି ଲାଗୁଛି ଯେପରି ଶରୀରରେ ଆଉ ଶକ୍ତି ନାହିଁ । ଡାକ୍ତରଙ୍କ ମୁତାବକ ପ୍ରତିଦିନ ୩ ରୁ…

ମନୀଷ ସିସୋଦିଆଙ୍କ ଲାଗି ଗୁଡ୍ ନ୍ୟୁଜ୍‌, ହାଇକୋର୍ଟ ପୁରା କଲେ ଏହି ବଡ ଦାବୀ

ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଯାଚିକା ଉପରେ ଶୁଣାଣୀ କରି ତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । କୋର୍ଟ ତାଙ୍କୁ ସପ୍ତାହରେ ଥରେ ପତ୍ନୀଙ୍କୁ ଭେଟିବା ଲାଗି ଅନୁମତି…