Browsing Category

ଦେଶ

ଟ୍ରକ୍ ସହ ଧକ୍କା ହେଲା ଦ୍ରୁତ ଗତିରେ ଆସୁଥିବା କାର୍, ଘଟଣାସ୍ଥଳରେ ୫ ମୃତ

ରାମପୁର: ଉତ୍ତରପ୍ରଦେଶର ରାମପୁର ଠାରେ ବିଳମ୍ବିତ ରାତିରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏଥିରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସୂଚନା ଯେ, ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଗୋଟିଏ ଟ୍ରକ୍ ସହିତ…

ସମୁଦ୍ର ଗର୍ଭରେ ଲୀନ ହେଲା ବିଶାଳକାୟ ଜାହାଜ: ହିରୋସିମା ଭଳି ଥିଲା ବିସ୍ଫୋରଣ

ନୂଆଦିଲ୍ଲୀ: ସମୁଦ୍ରର ଅଥଳ ପାଣି ଭିତରେ ହଠାତ ହେଲା ବିସ୍ଫୋରଣ । ସବୁଆଡେ ଭରିଗଲା ଖାଲି ଧୂଆଁ । ଚାହୁଁ ଚାହୁଁ ଚାରି ଦିଗରେ ନିଆଁର ଧାସ ଖେଳିଗଲା । କିନ୍ତୁ ୟାରି ଭିତରେ ଜଳିଯାଇଥିଲା ତୈଳ ବିଶୋଧନକାରୀର ଏକ ବିଶାଳ…

କଂଗ୍ରେସ ପ୍ରାର୍ଥୀଙ୍କ ଅଭିନବ ଅପିଲ୍; ଭିକାରି ଭାବି ଦୟାକରି ଭୋଟ୍ ଦେଇ ଦିଅନ୍ତୁ, ନଚେତ୍…

ଡେରାଡୁନ: ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ଭୀଷଣ ଥଣ୍ଡା ମଧ୍ୟରେ ମାହୋଲକୁ ଗରମ କରିଛି ବିଧାନସଭା ନିର୍ବାଚନ। କ୍ଷମତାସୀନ ପାର୍ଟି ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିଛି । ଅନ୍ୟପଟେ…

ମରିଗଲା ମାନବିକତା: ଦୁଇ ନାବାଳିକାଙ୍କୁ ୫ ମହଲାରୁ ତଳକୁ ଫୋପାଡିଲା IAS ପ୍ରତ୍ୟାଶୀ

ନୂଆଦିଲ୍ଲୀ: ଦିନକୁ ଦିନ ମରିଯାଉଛି ମାନବିକତା । ଘଟୁଛି ନାରକୀୟ କାଣ୍ଡ । ବିହାର ରାଜଧାନୀ ବିହାରରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ପାଟନା ସହରର ବହାଦୂର ଥାନା ଅଞ୍ଚଳରେ ରାମକୃଷ୍ଣ କଲୋନୀରେ…

ୟୁପି ନିର୍ବାଚନ: ଗୋରଖପୁରରୁ ନାମାଙ୍କନ ଭରିଲେ ଯୋଗୀ, ଉପସ୍ଥିତ ରହିଲେ ଅମିତ ଶାହ

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ଆଜି ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ରୁଦ୍ରାଭିଷେକ କରିଥିଲେ । ନାମାଙ୍କନ ଦାଖଲ ବେଳେ…

ଦିଲ୍ଲୀରେ କରୋନା କଟକଣା କୋହଳ, ଫେବୃଆରୀ ୭ରୁ ଖୋଲିବ ସ୍କୁଲ-କଲେଜ୍, ହଟିବ ନାହିଁ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ପ୍ରଭାବ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଡିଡିଏମଏ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଦିଲ୍ଲୀରେ ଜିମ୍, ସ୍କୁଲ, କଲେଜ୍ ଏବଂ କୋଚିଂ…

ଅସଦୁଦ୍ଦୀନ ଓଓ୍ଵେସିଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ମିଳିଲା ଜେଡ୍ ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓଓ୍ଵେସିଙ୍କ କାର ଉପରେ ଗୁରୁବାର କଥିତ ହମଲା ପରେ ଭାରତ ସରକାର ତାଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ବିଶ୍ଵସନୀୟ ସୂତ୍ର ଅନୁଯାୟୀ, ଓଓ୍ଵେସିକୁ ତତ୍କାଳ…

କିଏ ଏହି ରାମାନୁଜାଚାର୍ଯ୍ୟ, ଯାହାଙ୍କ ୨୧୬ ଫୁଟ୍ ଉଚ୍ଚ ପ୍ରତୀମାର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଫସଲ ଅନୁସନ୍ଧାନ ସଂସ୍ଥାନ(ICRISAT)ର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସମାରୋହର ଉଦଘାଟନ ପାଇଁ ହାଇଦ୍ରାବାଦ ଯିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ…

‘ପୁଷ୍ପା’ ଷ୍ଟାଇଲରେ ତସ୍କରୀ: ଭାଇରାଲ୍ ହେଉଛି ଆଇପିଏସ୍ ଙ୍କ ଟୁଇଟ୍; କହିଲେ- ‘ପୁଷ୍ପା’ ଝୁକେଗା ଭି…

ମୁମ୍ବାଇ: ବର୍ତ୍ତମାନ "ପୁଷ୍ପା: ଦ ରାଇଜ୍" ଫିଲ୍ମର କ୍ରେଜ୍ ସର୍ବତ୍ର ଦେଖିବାକୁ ମିଳୁଛି । ଏହି କ୍ରମରେ ଜଣେ ଆଇପିଏସ୍ ଙ୍କ ଟୁଇଟ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଲାଲଚନ୍ଦନ ତସ୍କରଙ୍କୁ…

କରୋନା ଟେଷ୍ଟ୍ ବାହାନାରେ ପ୍ରାଇଭେଟ୍ ପାର୍ଟରୁ ନେଇଥିଲେ ସ୍ୱାବ୍ ସାମ୍ପଲ୍, ଦୋଷୀକୁ ମିଳିଲା ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ: କୋଭିଡ୍ ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି କାରଣରୁ ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ କରାଯାଇଛି । ଗୋଟେପଟେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ…