Browsing Category

ଦେଶ

ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ; ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଦେବେ ଯୋଗ, ଗାୟତ୍ରୀ ମନ୍ତ୍ର ଗାଇ ମୋଦୀଙ୍କ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ଜାପାନର ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଜାପାନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ବିଶ୍ବର ଏକ ବ୍ରାଣ୍ଡ କହି ମୋଦୀଙ୍କୁ ପ୍ରଶଂସା କଲେ ପ୍ରବାସୀ । କହିଲେ,…

ମନାଲି ଟ୍ରିପ୍ ହେଲା କାଳ: ବନ୍ଧୁର ସ୍ତ୍ରୀକୁ ନେଇ ଯାଇଥିଲେ ବୁଲି, ଘରକୁ ଫେରିବା ପରେ ଭୟଙ୍କର ପ୍ରତିଶୋଧ ନେଲା ସ୍ୱାମୀ

ନୂଆଦିଲ୍ଲୀ: ଦିଲ୍ଲୀ ସଂଲଗ୍ନ ଫରିଦାବାଦରୁ ଏକ ଲୋମ ଟଙ୍କୁରା ଖବର ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ସ୍ତ୍ରୀଙ୍କୁ ମନାଲି ବୁଲିବାକୁ ନେଇ ଯାଇଥିଲେ। ଏଥିରେ ତାଙ୍କ ବନ୍ଧୁ ବହୁତ ରାଗି…

ସନ୍ଦେହ ନେଲା ସାଂଘାତିକ ରୂପ, ଜୀଅନ୍ତା ଜାଳି କହୁଥିଲା ଆତ୍ମହତ୍ୟା, ୭ ବର୍ଷର ଝିଅ ବଦଳାଇ ଦେଲା ଖେଳ

ମହାରାଷ୍ଟ୍ର: ସ୍ୱାମୀକୁ ଘାରିଲା ସନ୍ଦେହର ନିଶା। ଏପରି ସନ୍ଦେହ ସ୍ୱାମୀ ମୁଣ୍ଡରେ ଘର କଲା ମଣିଷରୁ ସଇତାନ ହୋଇଗଲା ସ୍ୱାମୀ। ଭଲ ପାଉଥିବା ସ୍ତ୍ରୀକୁ ଶେଷରେ ରାସ୍ତାରୁ ହଟାଇ ଦେବାକୁ ସ୍ୱାମୀ ନେଲା ନିଷ୍ପତି।…

୧୪ ବର୍ଷର ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର, ବଳାତ୍କାର ଅଭିଯୋଗ ଆଣିଲେ ପରିବାର

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାର ମହାଗାମା ଅଞ୍ଚଳରେ ଏକ ମଦ୍ରାସା ଭିତରେ ଜଣେ ୧୪ ବର୍ଷୀୟା ଝିଅର ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଛି । ଗୁରୁବାର ସକାଳେ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି…

ସାଥ୍ ଦେଲାନି ଫିଟନେସ୍; ହୋଇପାରିଲେନି କ୍ରିକେଟର, ବନିଗଲେ ଲୁଟେରା, ଏବେ ଜେଲରେ, ଜାଣନ୍ତୁ କିଏ ସେ କ୍ରିକେଟର ?

ଲକ୍ଷ୍ନୌ: ଟଙ୍କା ଲୋଭରେ ଜଣେ ଜଣେ ବ୍ୟକ୍ତି ଏପରି କିଛି କରନ୍ତି, ଯାହା ତାଙ୍କର ସାରା ଜୀବନକୁ ନଷ୍ଟ କରିଦିଏ । ଜଣେ କ୍ରିକେଟରଙ୍କ ସହିତ ଠିକ୍ ଏପରି କିଛି ହୋଇଛି । ଯିଏ ଜଣେ କ୍ରିକେଟରରୁ ବନି ଯାଇଛନ୍ତି କୁଖ୍ୟାତ…

ପିଲାଙ୍କ ପାଇଁ ଖୁସି, ଘରେ କରିବେ ମଜାମସ୍ତି, ୨ ଦିନ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ: ପିଲାଙ୍କ ପାଇଁ ଖୁସି ଖବର । ଆଜି ଠୁ ଦୁଇ ଦିନ ବନ୍ଦ ରହିବ ସ୍କୁଲ । ପ୍ରବଳ ବର୍ଷା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ୨ ଦିନ ପିଲା କରିବେ ମଉଜ ମସ୍ତି । ଦେଶରେ ଅନେକ ସ୍ଥାନରେ କିଛି ଦିନ ହେବ ଲାଗି…

ଛାତିଥରାଇ ଦେବ ଘଟଣା… ଡ୍ୟୁଟିକୁ ଯାଇଥିଲା ବାପା, ବାଥଟବରେ ବୁଡାଇ 3 ଛୁଆକୁ ହତ୍ୟା କଲା ମାଆ

ନୂଆଦିଲ୍ଲୀ: ସାଉଦି ଆରବର ଅଲ୍ ଖୋବାରରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଯନ୍ତ୍ରଣାଦାୟକ ଖବର ଆସିଛି । ପ୍ରକୃତରେ, ହାଇଦ୍ରାବାଦର ଟୋଲି ଚୌକି ଅଞ୍ଚଳର ଜଣେ ମହିଳା ପ୍ରଥମେ ତାଙ୍କ ତିନି ପୁଅଙ୍କୁ ନିର୍ମମ ଭାବରେ ହତ୍ୟା…

ଅନଲାଇନ ଅର୍ଡର କରୁଥିଲେ ସାବଧାନ! ସାଣ୍ଡୱିଚ୍‌ରୁ ବାହାରିଲା ପ୍ଲାଷ୍ଟିକ ଗ୍ଲୋଭ୍, ଏଭଳି ଉତ୍ତର ଦେଲା Zomato

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମର ବାସିନ୍ଦା ସତୀଶ ସରଭଗୀ ତାଙ୍କ ଭୋକ ମେଣ୍ଟାଇବା ପାଇଁ ଜୋମାଟୋ ମାଧ୍ୟମରେ ସାଲାଡ୍ ଡେଜ୍ ରୁ ୨ଟି ସାଣ୍ଡୱିଚ୍ ଅର୍ଡର କରିଥିଲେ । କିନ୍ତୁ ଯାହା ଘଟିଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ…

ମୁଣ୍ଡରୁ ଗଣ୍ଡି ଅଲଗା…ନାତିକୁ ବଳି ଦେଲା ଜେଜେ ବାପା, ଶାଢିରେ ଗୁଡାଇ ଡ୍ରେନରରେ ଫିଙ୍ଗିଦେଲା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ଇଣ୍ଡଷ୍ଟ୍ରିଆଲ୍ ପୋଲିସ ଷ୍ଟେସନ୍ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଗଲା, ଯେତେବେଳେ ହାଇଟେକ୍ ସିଟି ଲୱାୟନ କୁରିଆ ଗାଁ ନିକଟରେ ଡ୍ରେନ୍‌ରେ ଏକ ବଡ଼ ବ୍ୟାଗ୍ ପଡ଼ିଥିବା…

ରାସ୍ତାରେ ବସର ହେଲା ବ୍ରେକ ଫେଲ୍, ଅଟୋକୁ ଯାଇ ପିଟି ହେବାରୁ 6 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କର୍ଣ୍ଣାଟକ-କେରଳ ସୀମାନ୍ତ ତାଲାପାଡିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୧୦ ବର୍ଷର ବାଳକ ଏବଂ ତାଙ୍କ ମାଆଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି । କାସରଗୋଡ଼ରୁ ମାଙ୍ଗାଲୁରୁ ଯାଉଥିବା…