Browsing Category

ଦେଶ

ତାମିଲନାଡ଼ୁରେ ପରିସ୍ଥିତି ଅଣାୟତ୍ତ: ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୮ା୫: ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା…

ହସ୍ପିଟାଲରେ ଅକ୍ସିଜେନ ସପ୍ଲାଇ ବନ୍ଦ: ୫ ରୋଗୀ ମୃତ

ରାଞ୍ଚି, ୮ା୫: ଝାଡ଼ଖଣ୍ଡର ଏକ ମେଡିକାଲରେ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଗତକାଲି ରାଞ୍ଚି ସଦର ହସ୍ପିଟାଲରେ ରେଗୁଲେଟର ଲିକେଜ ହୋଇ ଫାଟି ଯାଇଥିଲା । ଫଳର କିଛି ଘଣ୍ଟା ପର୍ଯ୍ୟନ୍ତ…

ଏହି ରାଜ୍ୟରେ ସକାଳ ୬ଟାରେ ଖୋଲିବ ମଦ ଦୋକାନ

ବେଙ୍ଗାଲୁରୁ, ୮ା୫: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ କରାଯାଇଥିଲା । ସଂକ୍ରମଣ ନ କମିବାରୁ ଏବେ ୧୪ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଆସନ୍ତା ୧୦ ତାରିଖ…

୧୬ ବର୍ଷରୁ କମ୍ କିଶୋରଙ୍କୁ କରୋନା ଟିକା ପାଇଁ ଫାଇଜରର ଆବେଦନ

ନୂଆଦିଲ୍ଲୀ, ୦୭/୦୫: ଆମେରିକାର ଫାର୍ମା କମ୍ପାନୀ ଫାଇଜର ୧୬ ବର୍ଷରୁ କମ ବୟସରୁ କମ ବର୍ଗଙ୍କୁ ଟିକା ଦେବା ନେଇ ଆବେଦନ କରିଛି । ଏହି ଟିକା Pfizer ଏବଂ BioNTech ଦ୍ୱାରା ପ୍ରସ୍ତୁତ  । ୧୬ ବର୍ଷ ଏବଂ ତଦୁର୍ଦ୍ଧ୍ୱ…

ଗୋଆରେ ୧୫ ଦିନ ପାଇଁ ଲାଗିଲା କରୋନା କର୍ଫ୍ୟୁ

ଗୋଆରେ ଦ୍ରୁତ ଗତିରେ ବଢିଚାଲିଛି କରୋନା ମହାମାରୀ । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୋଆରେ କରୋନା କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମେ’୯ ରୁ ୨୩ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ । ଏହି ସମୟ…

ଦୃଢ ପଦକ୍ଷେପ ନେଲେ ରୋକା ଯାଇପାରିବ କରୋନାର ତୃତୀୟ ଲହର: କେ. ବିଜୟ ରାଘବନ

ନୂଆଦିଲ୍ଲୀ, ୦୭/୦୫: ଭାରତ ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ପ୍ରଫେସର କେ. ବିଜୟ ରାଘବନ କହିଛନ୍ତି ଯେ ଯଦି କଡା ନିୟମ ପାଳନ କରାଯାଏ, ତେବେ ହୁଏତ କରୋନାଭାଇରସର ତୃତୀୟ ଳହର ଦେଶକୁ ଆସିବ ନାହିଁ । ଆବଶ୍ୟକ…

କର୍ଣ୍ଣାଟକ ହେଲା ସମ୍ପୂର୍ଣ୍ଣ ଲକଡାଉନ୍‌, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବେଙ୍ଗାଲୁରୁ,୭ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ ଦିନକୁ ୪ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ କଟକଣା ଲଗାଯାଉଛି । ଏହାରି ମଧ୍ୟରେ କର୍ଣ୍ଣାଟକ ହୋଇଛି…