Browsing Category
କୃଷି
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଆବିଷ୍କାର: ୮ ପ୍ରକାର ରଙ୍ଗୀନ ଧାନରେ ରହିଛି ଅଧିକ ପୁଷ୍ଟି ଓ ରୋଗ ପ୍ରତିରୋଧକ ଶକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଗବେଷଣା କ୍ଷେତ୍ରରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ପୂର୍ବରୁ ପାରମ୍ପରିକ ଧାନ ଓ କ୍ଷୁଦ୍ରଶସ୍ୟ ପାଇଁ ସାରା ବିଶ୍ୱରେ…
ଅଧା ଫସଲ ଚରିଗଲେଣି ଚକଡ଼ା; ମୁଣ୍ଡରେ ହାତଦେଇ ବସିଛି ଚାଷୀ
ଘସିପୁରା: (ଓଡ଼ିଶା ଭାସ୍କର) ଏବେ ଚକଡା ପୋକ ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ । ଏବର୍ଷ ଭଲ ବର୍ଷା ହୋଇଥିଲା । ସେଥିପାଇଁ ଋଣ କରି ଚାଷୀମାନେ ଜମିରେ ଭଲ ଫସଲ ଫଳାଇଥିଲେ । ଆଶା ଥିଲା, ଏବର୍ଷ ଚାଷରୁ ଘର ଚଳିବା ସହିତ,…
OUAT ବିକଶିତ କଲା ଏକ ନୂଆ ପୁଷ୍ଟିଯୁକ୍ତ କିସମ ‘ଶ୍ରୀରତ୍ନ’: ୧ ହେକ୍ଟର ଜମିରେ ଉତ୍ପାଦନ ହେବ ୨୩ କୁଇଣ୍ଟାଲ ମାଣ୍ଡିଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ମାଣ୍ଡିଆର ଉତ୍ପାଦନ, ପ୍ରଚାର, ପ୍ରସାର ନେଇ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)…
(Video) ଦେଖନ୍ତୁ ବିଶ୍ୱର ସବୁଠାରୁ ବଡ଼ କଖାରୁ….ଯାହାକୁ ଟେକିବାକୁ ମଣିଷ ବଦଳରେ କ୍ରେନର ଆବଶ୍ୟକ ପଡୁଛି
ଓଡିଶା ଭାସ୍କର; କଖାରୁ ହେଉଛି ଏମିତି ଏକ ପରିବା ନାମ ଯାହାକୁ ପ୍ରାୟ ସମସ୍ତେ ଜାଣନ୍ତି । ଏହି ପରିବାଟି ସାଧାରଣତଃ ବିଭିନ୍ନ ଦେଶ ମାନଙ୍କରେ ଫଳିଥାଏ । ତେବେ ଏହାର ଓଜନ ଆପଣ ୧୦ ରୁ ୧୫ କେଜି ଭିତରେ ଦେଖିବାକୁ ପାଈଥିବେ…
(Video) ପ୍ରକୃତିର ଅଜବ ଦୃଶ୍ୟ! ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ
ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ବହୁତ କିଛି ପରିବର୍ତ୍ତନ ହେବାରେ ଲାଗିଛି । ଅନେକ ସମୟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିପାରିନଥାନ୍ତି । ତେବେ ଯଦି ଆପଣଙ୍କୁ କୁହାଯିବ…
ପ୍ରକୃତିର ଅଜବ ଦୃଶ୍ୟ! ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ: ବିଶ୍ୱାସ ନ ହେଲେ ବି ସତ…
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାପ ଏକଂ ଜ୍ଞାନ କୌଶଳ ସଫଳତାର ଶିଖର ଛୁଇଁଛି । ଅତି ସହଜରେ ବୁଦ୍ଧି ଏବଂ ମେସିନର ସହାୟତାରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ବୈଜ୍ଞାନିକ । ଚନ୍ଦ୍ରଯାନ-୩ର ସଫଳ…
ବିଶ୍ୱରେ ବଢ଼ୁଛି ଓଡ଼ିଶାର ଭିଟାମିନଯୁକ୍ତ ଚାଉଳର ଗ୍ରହଣୀୟତା: ଗବେଷଣା ଆରମ୍ଭ କରିବ ବିଦେଶୀ ଟିମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପ୍ରସ୍ତୁତ ଚାଉଳର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି । ସେଥିପାଇଁ ଏହାର ମାନକ ଓ ଗୁଣବତ୍ତା ପରୀକ୍ଷା କରିବା ସହିତ ଏହା ଉପରେ ଗବେଷଣା କରିବା ପାଇଁ ବିଦେଶୀ ପ୍ରତିନିଧି…
୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ କୃଷି ଋଣ, ୧୪ ଦିନ ମଧ୍ୟରେ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ
ନୂଆଦିଲ୍ଲୀ: ଏବେ କିଷାନ କ୍ରେଡିଟ୍ କାର୍ଡ ପ୍ରକ୍ରିୟାକୁ କେନ୍ଦ୍ର ସରକାର ସହଜ କରିଛନ୍ତି। ଏଣିକି ଆବେଦନ କରିବାର ୧୪ ଦିନ ମଧ୍ୟରେ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ ବ୍ୟାଙ୍କ । କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ…
ନୂଆଁଖାଇ ପର୍ବ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିବ ନବାର୍ଣ୍ଣ
ସମ୍ବଲପୁର: ଆଜି ନୂଆଁଖାଇ ପର୍ବ ପାଇଁ ସାରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଗଣପର୍ବ ବୋଲି କୁହାଯାଏ । ତେବେ ଏହି ନୂଆଁଖାଇ ପର୍ବରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧି, ନୂଆ ଶସ୍ୟରେ…
ଦର ବୃଦ୍ଧିକୁ ନେଇ ଖାଉଟି ନିରାଶ : ହରଡ଼ ଡାଲି ଛୁଇଁବ ଦୁଇ ଶହ
ନୂଆଦିଲ୍ଲୀ : ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି । ଦର ବୃଦ୍ଧି ହେବା ଦ୍ୱାରା ଲୋକେ ଅନେକ ଆର୍ଥୀକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଦର ବୃଦ୍ଧି ଦ୍ୱାରା ମାଧ୍ୟବିତ ଲୋକମାନେ…