Browsing Category
କୃଷି
ଓଡ଼ିଶାରେ ଫଳିଲା ଷ୍ଟ୍ରବେରୀ: ହିମାଚଳ ପ୍ରଦେଶରୁ ଆସିଲା ଚାରା, ମାତ୍ର ୪୯ ଦିନରେ ଫଳ ପାଚିଲା, ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମୟ ଥିଲା ଓଡ଼ିଶାରେ ଷ୍ଟ୍ରବେରୀ ଦେଖିବାକୁ ମିଳୁନଥିଲା । ରାଜ୍ୟର ଜଳବାୟୁ ଅତ୍ୟଧିକ ଉଷ୍ଣ ହୋଇଥିବାରୁ ଏହା ଷ୍ଟ୍ରବେରୀ ଚାଷ ପାଇଁ ଅନୁକୂଳ ହୋଇନଥାଏ । ତେଣୁ ଷ୍ଟ୍ରବେରୀକୁ ଏକ ବିଦେଶୀ ଫଳ…
ବିଶ୍ୱ ମାର୍କେଟରେ ଚମକିବ କୋରାପୁଟ କଫି: ହାଇଦ୍ରାବାଦରେ ଚାଲିଛି ପରୀକ୍ଷଣ, TDCCର ଅଭିନବ ପ୍ରୟାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ମାଣ୍ଡିଆ ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଲେଟ୍ ମିଶନ’…
ରାଜ୍ୟର ୧୩ଟି ଜିଲ୍ଲାରେ ଗଠନ ହେବ କପା ସମବାୟ ସମିତି: କପା ତେଲ ଓ ଜିନିଂ କଟନ୍ ରୋଲ ଚାଷୀଙ୍କୁ କରିବ ଲାଭବାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ଥାଆନ୍ତି । ପୂର୍ବରୁ ମିଲେଟର ପ୍ରଚାର ପ୍ରସାର ନେଇ ରାଜ୍ୟ ସରକାର ମିଲେଟ ମିଶନ ଆରମ୍ଭ କରିବା ସହିତ ଅନେକ ପଦକ୍ଷେପ…
ପ୍ରଧାନମନ୍ତ୍ରୀଙ୍କ ୧୩ତମ କିସ୍ତି ଖାତାକୁ ନ ଆସିଥିଲେ ତୁରନ୍ତ କରନ୍ତୁ ଏହି କାମ, କରନ୍ତୁ ନାହିଁ ଡେରି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୋଲି ପୂର୍ବରୁ କୃଷକ ମାନଙ୍କୁ ଉପହାର ଦେଇଛନ୍ତି। ଯାହାକି ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା (ପିଏମ-କିସାନ) ଅଧୀନରେ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ।…
କୋଟି କୋଟି କୃଷକଙ୍କୁ ଉପହାର ହେଲେ ପ୍ରଧାନମନ୍ତ୍ରୀ, ୧୩ତମ କିସ୍ତି ପାଇଁ ଜାରି କଲେ ଏତିକି କୋଟି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଟି କୋଟି ଚାଷୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ଆଜି ସେ ପିଏମ କିସାନ ନିଧି ସମ୍ମାନର ୧୩ ତମ କିସ୍ତି ରିଲିଜ୍ କରିଛନ୍ତି । ଏହା ଅଧୀନରେ ୮ କୋଟିରୁ ଅଧିକ…
୫୧୨ କିଲୋ ପିଆଜ ବିକ୍ରି ପରେ କୃଷକଙ୍କୁ ମିଳିଲା ୨ଟଙ୍କାର ଚେକ୍, ଜାଣନ୍ତୁ ସଂପୂର୍ଣ୍ଣ ମାମଲା
ସୋଲାପୁର: ମହାରାଷ୍ଟ୍ର ସୋଲାପୁର ବୋରଗାଓର ବାରଶୀ ଗାଁରେଚ କୃଷକ ରାଜେନ୍ଦ୍ର ତୁକାରାମ ଚୌହାନ ୧୭ ଫେବୃଆରୀ ଦିନ ୫୦୦ କେଜି ପିଆଜ ମଣ୍ଡିକୁ ପଠାଇଥିଲେ । ଗାଡ଼ିଭଡ଼ା, ମଜୁରୀଆ ଟଙ୍କା କଟାଯାଇ ତାଙ୍କୁ ମାତ୍ର ୨ଟଙ୍କା…
ପିଏମ କିସାନ କିସ୍ତି ପୂର୍ବରୁ କୃଷିମନ୍ତ୍ରୀଙ୍କ ବଡ ଘୋଷଣା, ଶୁଣି ଆପଣ ମଧ୍ୟ ହୋଇଯିବେ ଖୁସି
ନୂଆଦିଲ୍ଲୀ: PM Kisan Samman Nidhi ର ୧୩ତମ କିସ୍ତି ପାଇଁ ଅପେକ୍ଷା ଶେଷ ହେବାକୁ ଯାଉଛି । ଫେବୃଆରୀ ୨୪ ରେ DBT ମାଧ୍ୟମରେ ସରକାର ଏହି କିସ୍ତି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ ବୋଲି ଆଶା କରାଯାଉଛି ।…
ଏହି ଗଛର ଫୁଲ, ପତ୍ର ଏବଂ ଡାଳରେ ତିଆରି ହୁଏ ଔଷଧ, ଚାଷକରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ପାରମ୍ପରିକ ଫସଲର ଲଗାତାର କ୍ଷତିକୁ ଆଖି ଆଗରେ ରଖି କୃଷକମାନେ ବର୍ତ୍ତମାନ ନୂଆ ଏବଂ ଲାଭ ଦାୟକ ଫସଲ ଉପରେ ଧ୍ୟାନ ଦେଉଛନ୍ତି । କୃଷକ ମାନଙ୍କ ମଧ୍ୟରେ ଔଷଧୀୟ ଫସଲର କ୍ଷତିକୁ ନେଇ ଆଗ୍ରହ ବଢୁଛି । ଦେଶରେ…
ବର୍ତ୍ତମାନ ଡିଜେଲରେ ନୁହେଁ ଗୋବରରେ ଚାଲିବ ଟ୍ରାକ୍ଟର, ୧୦ବର୍ଷ ଅଧ୍ୟୟନ ପରେ ମିଳିଲା ସଫଳ
ଲଣ୍ଡନ: ବିଶ୍ୱରେ ପ୍ରାକୃତିକ ଇନ୍ଧନର ଅଭାବ ହେତୁ ପୃଥିବୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେଥିପାଇଁ ଦେଶ ତଥା ବିଦେଶରେ ଏହାର ବିକଳ୍ପ ପ୍ରକ୍ରିୟା ବାହାର କରିବାର ଅନୁସନ୍ଧାନରେ ଅଛନ୍ତି । ତେବେ ଏହି ଇନ୍ଧନ…
କାବୁଲି ବୁଟ ଉତ୍ପାଦନରେ ଓଡ଼ିଶା ହେବ ଏକ ନମ୍ବର: ନୂଆ ବିହନ ପାଇଁ OUAT ପକ୍ଷରୁ ଚାଲିଛି ରିସର୍ଚ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ନଭେମ୍ବର ମାସ ୧୦ ତାରିଖରେ ପ୍ରତିବର୍ଷ ମାଣ୍ଡିଆ ଦିବସ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି…