Browsing Category

ଖବର

ମାଓ କ୍ୟାମ୍ପରେ ବଡ଼ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୨୯ ମାଓବାଦୀ ଢେର୍, ୨ ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ କାଙ୍କେର ଅଞ୍ଚଳରେ ମାଓବାଦୀଙ୍କ କାଳ ପାଲଟିଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ଭାରତୀୟ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ଦେଖିବାକୁ ମିଳିଛି । ଫଳରେ ଯବାନଙ୍କ ଗୁଳିରେ ୨୯ ଜଣ…

Big Breaking; ୨୦ ତାରିଖ ଭିତରେ ୪୫ ଡିଗ୍ରୀକୁ ପହଞ୍ଚିବ ! ୨ ଦିନ ଭିତରେ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀକୁ ନେଇ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ପ୍ରତିଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଉଥିବା ବେଳେ ଅସହ୍ୟ ଗରମ ଲୋକଙ୍କୁ କଲବଲ କରୁଛି । ତେବେ ଆଗାମୀ ଦିନରେ ଏହି ତାପମାତ୍ରା…

କୋଣାର୍କ: ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଦେହରେ ରହିଛି ଅନେକ କ୍ଷତ ଚିହ୍ନ

କୋଣାର୍କ: (ଓଡ଼ିଶା ଭାସ୍କର) ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା। ମୃତ ବ୍ୟକ୍ତି ଜଣକ ଅସ୍ତରଙ୍ଗ ଥାନା ଆଇଁଷିଣିଆ…

(Video) ପ୍ରେମିକ ବିକ୍ରମ ଉପରେ କ’ଣ ପାଇଁ ରାଗିଛନ୍ତି ରାଣୀ ପଣ୍ଡା: ସବୁ ଗୁମର ଖୋଲିଲେ ବେଷ୍ଟ ଫ୍ରେଣ୍ଡ ସୁରଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା…

ହୃଦୟ ବିଦାରକ ମାମଲା: ୬ ମାସର ଶିଶୁକୁ ଧରି ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ମାଆ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଏଥିରେ ଜଣେ ୨୨ ବର୍ଷୀୟ ମାଆ ୬ ମାସର ଶିଶୁକୁ ଧରି ନିଆଁ ଲଗାଇଦେଇଛି । ଘଟଣାସ୍ଥଳରେ ମାଆ ଏବଂ ଶିଶୁ ଉଭୟଙ୍କର ମୃତ୍ୟୁ ଘଟିଛି । ମିଳିଥିବା…

ଭାରତର ଏହି ସ୍ଥାନରେ ରହିଛି ସର୍ବୋଚ୍ଚ ଗୁରୁତ୍ବାକର୍ଷଣ ଶକ୍ତି; ମହାଜାଗତିକ ଶକ୍ତି ଦେଖି ନାସା ବି ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର: ପୃଥିବୀରେ ତିନୋଟି ସ୍ଥାନ ଅଛି ଯେଉଁଠାରେ ମାଧ୍ୟାକର୍ଷଣ ବଳ ସର୍ବୋଚ୍ଚ ଅଟେ। ଏହି ତିନୋଟି ସ୍ଥାନକୁ ଚୁମ୍ବକୀୟ ଶକ୍ତିର ପ୍ରଚଣ୍ଡ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ…

WhatsAppରେ ଏବେ ସଙ୍ଗେ ସଙ୍ଗେ ଜଣାପଡିବ ଫ୍ରେଣ୍ଡସଙ୍କ ଅନଲାଇନ ଷ୍ଟାଟସ, ଜାଣନ୍ତୁ କେବେ ଆସିବ ଏହି ଫିଚର

ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଆଉ ଏକ ମଜାଦାର ଫିଚର ଆସୁଛି । ଯାହା ଆପଣଙ୍କ ସାଙ୍ଗମାନଙ୍କ ଅନଲାଇନ ଷ୍ଟାଟସ ବିଷୟରେ କହିବ । ବର୍ତ୍ତମାନ ଆପଣଙ୍କ କଣ୍ଟାକ୍ଟରେ ଥିବା ଲୋକଙ୍କ ମଧ୍ୟରୁ କିଏ ଅନଲାଇନ ଅଛି ଏବଂ କିଏ ନାହିଁ…

IPL-2024ରେ ଚେନ୍ନାଇକୁ ବଡ଼ ଆଶ୍ୱସ୍ତି: ମେ’ ୧ ପର୍ଯ୍ୟନ୍ତ ଏହି ଖେଳାଳିଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦୁଇଟି ମ୍ୟାଚରେ ପରାଜୟ ପରେ ପୁଣିଥରେ ବିଜୟ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । କୋଲକାତା ଏବଂ ମୁମ୍ବାଇକୁ ମାତ୍ ଦେଇ ପଏଣ୍ଟ ଟେବୁଲରେ ଗୋଟିଏ ପାଦ ଉପରକୁ ଆସିଛି ସିଏସକେ । ତେବେ ଏହାମଧ୍ୟରେ…

ରିଷଭ କି ରାହୁଲ ନୁହେଁ, ଦିନେଶ କାର୍ତ୍ତିକ ଖେଳିବେ ଟି-୨୦ ବିଶ୍ୱକପ! BCCI ଦେବ କି ସୁଯୋଗ?

ନୂଆଦିଲ୍ଲୀ: IPL-2024ରୁ ଟି-୨୦ ବିଶ୍ୱକପ ପାଇଁ ଚୟନ ହେବ ଟିମ ଇଣ୍ଡିଆ । ତେବେ ଭାରତୀୟ ଦଳରେ ଅଧିକାଂଶ ସ୍ଥାନରେ ଅନେକ ଖେଳାଳି ଜାଗା ପକ୍କା କରି ସାରିଥିବା ବେଳେ ଆଉ କିଛିଟା ସ୍ଥାନ ପାଇଁ ଖେଳାଳିଙ୍କ ଚୟନ କରାଯିବ ।…

(Video) ଆପଣମାନେ ଖୁସି ତ… ଭିଡିଓ କଲରେ ଅଞ୍ଚଳର ବିକାଶ କଥା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସିଦାସଳଖ ଜନତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ କରି ବିଭିନ୍ନ ଅଞ୍ଚଳର ବିକାଶ ତଥା ଉନ୍ନତୀକରଣ ବିଷୟରେ ସେ ଆଲୋଚନା କରିଛନ୍ତି । ଲୋକଙ୍କ ସହ କଥା ହୋଇ ମନ୍ଦିର,…