Browsing Category

ଖବର

କ୍ଷୀର ସହିତ ଏହି ଖାଦ୍ୟ ଜମାରୁ ମିଶାଇ ଖାଆନ୍ତୁ ନାହିଁ, ଏହା ନେଇପାରେ ଆପଣଙ୍କ ଜୀବନ

କ୍ଷୀର ପିଇବା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କ୍ଷୀରରେ କ୍ୟାଲସିୟମ, ଫସଫରସ, ଭିଟାମିନ-ବି, ଭିଟାମିନ-ଡି, ପ୍ରୋଟିନ ଆଦି ରହିଛି । ଏହା ଶରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇବା ସହ ଆମର ହାଡ଼କୁ ମଜବୁତ କରିଥାଏ ।…

ସାଧାରଣତନ୍ତ୍ର ଦିବସ କଟକଣା: ବନ୍ଦ ରହିବ ଗାନ୍ଧିମାର୍ଗ

ଭୁବନେଶ୍ୱର, ୨୬ା୧ (ଓଡିଶା ଭାସ୍କର): ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରର ଗାନ୍ଧିମାର୍ଗ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଉକ୍ତ ରାସ୍ତା ଦେଇ ଯିବାକୁ ଥିବା ସମସ୍ତ ଗାଡ଼ି ଅନ୍ୟ…

ଆପଣ ସେକ୍ସ ଲାଇଫକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହିସବୁ ଟିପ୍ସ

ସୁଖୀ ଦାମ୍ପତ୍ତ୍ୟ ଜୀବନରେ ସେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେକ୍ସ ହିଁ ସୁଖୀ ବୈବାହିକ ଜୀବନର ଅନ୍ୟତମ ମାଧ୍ୟମ । ବିବାହର କିଛିଦିନ ପରେ ଆଜିକାଲି ଅନେକ ଦମ୍ପତ୍ତିଙ୍କର ବିଚ୍ଛେଦ ହେଉଥିବାର ଦେଖାଯାଉଛି ।…

କରୋନା ଯୁଦ୍ଧରେ ଜିତିଲା ଭାରତ: ସମଗ୍ର ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬ା୧: ଆଜି ଭାରତବର୍ଷରେ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ୩୬୦୦ କେନ୍ଦ୍ରରେ ଟିକାକରଣର ଉଦ୍ଘାଟନ କରିଛନ୍ତି ।…

ବାସହରାଙ୍କୁ ଖାଦ୍ୟ ବଣ୍ଟନରେ ଲାଗିଲା କଟକଣା

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ଭୁବନେଶ୍ୱରରେ ରହୁଥିବା ବାସହରାଙ୍କୁ ଏଣିକି କେହି ଖାଦ୍ୟ ବଣ୍ଟନ କରିପାରିବେ ନାହିଁ । ଏନେଇ ବିଏମସି ପକ୍ଷରୁ ଅନୁମତି ଆଣିବାକୁ ପଡ଼ିବ । ଲୋକଙ୍କ ଖାଦ୍ୟ ବଣ୍ଟନ ନ କରି ବିଏମସି…

ମିଳିଲା ଗଙ୍ଗନଗରରେ ପଡ଼ିଥିବା ଟଙ୍କା ବିଡ଼ାର ମାଲିକଙ୍କ ପରିଚୟ: ପ୍ରମାଣ ଦେଖାଇ ନେଲେ ଟଙ୍କା

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ଗତକାଲି ଭୁବନେଶ୍ୱରର ଗଙ୍ଗନଗରରେ ପଡ଼ିଥିବା ୫୦୦ ଟଙ୍କିଆ ବିଡ଼ାର ପ୍ରକୃତ ମାଲିକଙ୍କ ପରିଚୟ ଆଜି ମିଳିଛି । ଜଣେ ଯୁବକ ପ୍ରମାଣ ଦେଖାଇ ପୋଲିସ ହେପାଜତରୁ ଦେଢ଼ ଲକ୍ଷ ଟଙ୍କା ନେଇଥିବା…