Browsing Category
ଭିଡିଓ ଖବର
(Video) ଖରାଦିନେ ଘଟିଲା ବଡ଼ ଅଘଟଣ: କେହି କିଛି ବୁଝିବା ଆଗରୁ ହଠାତ୍ ଜଳି ଉଠିଲା କାର୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦିନ ୨.୩୦…
(Video)ଦେଖୁ ଦେଖୁ ପୁରା ସବୁଜ ପାଲଟିଗଲା ଆକାଶ , ଦୁବାଇରୁ ଆସିଲା ମନରେ ଭୟ ସୃଷ୍ଟି କରୁଥିବା ଭିଡିଓ
ନୂଆଦିଲ୍ଲୀ: ଦୁବାଇରେ ଆସିଥିବା ଭୟଙ୍କର ତୋଫାନ ଓ ବନ୍ୟାରେ ସେଠିକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାରି ମଧ୍ୟରେ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହା ମନରେ ଭୟ ସଞ୍ଚାର କରୁଛି । ବିଶ୍ୱର ସବୁଠାରୁ ଧନୀ ଓ ଭଲ…
(Video) ଯେମିତି କରିବ, ସେମିତି ଭୋଗିବ… ଗାଈ ଦୁହିଁବା ପାଇଁ ଚେଷ୍ଟା କରୁଥିଲେ ବିଦେଶୀ ମହିଳା: କିନ୍ତୁ ଲାତ ମାରିଦେଲା ଗାଈ
ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆ ଯୁଗରେ କୌଣସି ଘଟଣା ଲୁଚି ରହୁନାହିଁ । ମାତ୍ର କେଇଟା ମୁହୂର୍ତ୍ତରେ ଇଣ୍ଟରନେଟରେ ଭାଇରାଲ ହୋଇଯାଉଛି ପ୍ରତ୍ୟେକ ଘଟଣା । ଠିକ ଯେମିତି ଏଇ ଘଟଣାଟି ଏବେ ସୋସିଆଲ ମିଡିଆରେ ଘୁରି…
(Vide) ଲାଞ୍ଚର ଅଭିନବ ତରିକା: ପରୀକ୍ଷାରେ ପାସ୍ ପାଇଁ ଆନସର ଶିଟ୍ ଭିତରେ ୨୦୦ ଟଙ୍କିଆ ନୋଟ୍ ପଠାଇଲେ ଛାତ୍ର
ନୂଆଦିଲ୍ଲୀ: ଅନେକ ପିଲା ଭଲ ପାଠ ପଢ଼ି ପରୀକ୍ଷାରେ ଭଲ ନମ୍ବର ରଖୁଥିବା ବେଳେ ଆଉ କିଛି ପିଲାଙ୍କ ପାଇଁ ପରୀକ୍ଷାରେ ପାସ୍ କରିବା ଅତ୍ୟନ୍ତ ମୁସ୍କିଲ କାର୍ଯ୍ୟ ହୋଇଯାଇଥାଏ । ତେଣୁ ଏଭଳି ସ୍ଥିତିରେ କିଛି ଛାତ୍ର ଠକାମି…
(Video) ରାମ ନବମୀରେ ଛୋଟ ପିଲାଙ୍କ ପାଦ ଧୋଇଲେ CM ଯୋଗୀ ଆଦିତ୍ୟନାଥ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୈତ୍ର ନବରାତ୍ରିର ନବମୀ ତିଥିରେ ଗୋରକ୍ଷପୀଠର ପରମ୍ପରା ଅନୁଯାୟୀ କନ୍ୟା ପୂଜା କରିଛନ୍ତି । ସେ ପରମ୍ପରାକୁ ପାଳନ କରି ବଟୁକ ପୂଜା ମଧ୍ୟ କରିଛନ୍ତି ।…
(Video) ‘ସୂର୍ଯ୍ୟ ତିଳକ’ ଦେଖି ପାରିଲେନି ମୋଦୀ: ରାମଲଲାଙ୍କ ଦିବ୍ୟ ଦର୍ଶନରୁ ବଞ୍ଚିତ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ
ଓଡ଼ିଶା ଭାସ୍କର: ଆଜି ପବିତ୍ର ରାମ ନବମୀ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଅନୁଷ୍ଠିତ ହୋଇଛି । ୫ ମିନିଟ ପର୍ଯ୍ୟନ୍ତ ରାମଲଲାଙ୍କ କପାଳରେ ଶୋଭା ପାଇଛି ସୂର୍ଯ୍ୟଦେବଙ୍କ ଦିବ୍ୟ କିରଣ…
(Video) ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’: ସୂର୍ଯ୍ୟଙ୍କ ଅଭିଷେକରେ ଝଲସି ଉଠିଲେ ପ୍ରଭୁ ଶ୍ରୀରାମ, ନାଚୁଛି ଅଯୋଧ୍ୟା ନଗରୀ
ଅଯୋଧ୍ୟା: ଜୟ ଶ୍ରୀରାମ, ଜୟ ଶ୍ରୀରାମ ଧ୍ୱନୀରେ କମ୍ପୁଛି ଅଯୋଧ୍ୟ ନଗରୀ । ବର୍ଷ ବର୍ଷ ଅପେକ୍ଷା ପରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଅଦ୍ଭୁତ ଠାଣୀ ଦେଖୁଛି ସାରା ଜଗତ । ପବିତ୍ର ରାମ ନବମୀରେ ଦେଖିବାକୁ ମିଳିଛି ଶ୍ରୀ…
(Video) ପ୍ରକୃତିର କରାଳ ରୂପ: ଗୋଟିଏ ଦିନ ବର୍ଷାରେ ସାରା ସହର ଜଳମଗ୍ନ, ‘ସମୁଦ୍ର’ରେ ବୁଡ଼ି ରହିଛି ରନ୍-ୱେ
ନୂଆଦିଲ୍ଲୀ: ପ୍ରକୃତିର ନିୟମ ବଡ଼ ବିଚିତ୍ର । କେଉଁଠି ଡହଡହ ଖରାରେ ଜୀବଜନ୍ତୁ ଓ ମଣିଷ ଛଟପଟ ହେଉଛନ୍ତି ତ କେଉଁଠି ମୂସଳଧାରା ବର୍ଷା ଯୋଗୁଁ ଘର ବୁଡ଼ି ପାଣି ଆଣ୍ଠୁଏ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ଖରା ଓ…
(Video) ଆଜି ରାମ ନବମୀ… ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖିବ ସାରା ଦୁନିଆ: କିପରି ହେବ କାର୍ଯ୍ୟକ୍ରମ?
ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ପ୍ରତିଷ୍ଠିତ ଶ୍ରୀରାମ ମନ୍ଦିରରେ ଶୋଭା ପାଉଛନ୍ତି ‘ବାଲକ ରାମ’ ପ୍ରଭୁ ରାମଲଲା । ପ୍ରଭୁ ଶ୍ରୀରାମଙ୍କ ଏହି ସରଳ ଚେହେରା ଏବଂ ମନୋରମ ହସ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଛି । ତେବେ…
(Video) ପ୍ରେମିକ ବିକ୍ରମ ଉପରେ କ’ଣ ପାଇଁ ରାଗିଛନ୍ତି ରାଣୀ ପଣ୍ଡା: ସବୁ ଗୁମର ଖୋଲିଲେ ବେଷ୍ଟ ଫ୍ରେଣ୍ଡ ସୁରଜ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା…