Browsing Category
ରାଜ୍ୟ
ରାଜ୍ୟରେ ୩ ତାରିଖରୁ ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ୩ ତାରିଖରୁ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ତେବେ ୩ ତାରିଖରେ ୪ଟି ଜିଲ୍ଲାରେ ସାମାନ୍ୟରୁ…
ଜନ୍ମମାଟିକୁ ଫେରିଲେ ଓଡ଼ିଆ ଶ୍ରମିକ: ମୃତ୍ୟୁମୁଖରୁ ବିଜୟୀ ହୋଇ ଫେରିବାର ଖୁସି ସତରେ ନିଆରା
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ସିଲକ୍ୟାରା ସୁଡ଼ଙ୍ଗରେ ଦୀର୍ଘ ୧୭ ଦିନ ଧରି ଫଶି ରହିବା ପରେ ଗତ ମାସ ୨୮ ତାରିଖରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ୪୧ ଜଣ ଶ୍ରମିକ । ଏହି ୧୭ ଦିନ ପର୍ଯ୍ୟନ୍ତ…
ଆଜିଠୁ ଜିରୋ ଫାଟାଲିଟି ୱିକ: ପ୍ରଥମ ଦିନରେ ଦୁର୍ଘଟଣାରେ ଗଡ଼ିଲା ୯ ମୁଣ୍ଡ
ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଜିରୋ ଫାଟାଲିଟି ୱିକ । ଚଳିତ ବର୍ଷ ପୁଣିଥରେ ଡିସେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହାକୁ ପାଳନ କରାଯିବ । ରାସ୍ତାରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ଏଡ଼ାଇବାକୁ…
ଘଟଗାଁ ଦୁର୍ଘଟଣା: ୩ ଲକ୍ଷ ଲେଖାଏଁ ମିଳିବ ଅନୁକମ୍ପା ରାଶି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଘଟଗାଁ: ଆଜି ଘଟଗାଁ ଠାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ପଛକୁ ଭ୍ୟାନ ପିଟିଥିବାରୁ ପ୍ରଥମେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ଆଉ ୮ ଜଣ ଗୁରୁତର…
ବଙ୍ଗୋପସାଗରରେ ଅବପାତ: ୩ ତାରିଖ ବେଳକୁ ବାତ୍ୟା ଆଶଙ୍କା
ଭୁବନେଶ୍ୱର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଦକ୍ଷିଣପୂର୍ବ ଦିଗରେ ଏହା ଅବପାତରେ ପରିଣତ ହୋଇଛି । ପୁଡୁଚେରୀଠାରୁ ଏହା ୭୯୦ କିମି ଦୂରରେ ଥିବା…
Big Breaking: ଟ୍ରକକୁ ପଛରୁ ପିଟିଲା କାର, ଜଣେ ମୃତ ୬ ଗୁରୁତର
ଭଦ୍ରକ: ଟ୍ରକ ସହିତ କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଆସି କାର ଧକ୍କା ଦେଇଥଇଲା । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ ଜାତୀୟ…
AIDS ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ଆଣିବ ଆଇନ, ନିଯୁକ୍ତ ହେବେ ଲୋକପାଳ
ଭୁବନେଶ୍ୱର: ଏଡସ୍ ରୋଗୀଙ୍କ କଲ୍ୟାଣ ପାଇଁ ଖୁବଶିଘ୍ର ରାଜ୍ୟ ସରକାର ନୂଆ ନୀତି ଘୋଷଣା କରିବେ । ଏଡସ୍ ନିୟନ୍ତ୍ରଣ ଏବଂ ପ୍ରତିକାର ପାଇଁ ରାଜ୍ୟ ସରକାର ନିଜସ୍ୱ ଆଇନ ପ୍ରଣୟନ କରିବେ । ଭାରତ ସରକାରଙ୍କ ଏଚଆଇଭି ଆଣ୍ଡ…
Big Breaking: ଟ୍ରକକୁ ପଛରୁ ପିଟିଲା ଭ୍ୟାନ୍, ୭ଜଣଙ୍କ ମୃତ୍ୟୁ, ୮ ଗୁରୁତର
ଆନନ୍ଦପୁର: ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଟକ୍ ପଛକୁ ଭ୍ୟାନ ପିଟିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଆଉ ୮ ଜଣ ଗୁରୁତର ମଧ୍ୟ ଅଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ଘଟଗାଁ…
Big Breaking: ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ମାନ୍ୟତା
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟକୁ .. ମାନ୍ୟତା ମିଳିବା ଖବର ସାମ୍ନକୁ ଆସିଛି । ଏହି A+ ମାନ୍ୟତା ନାକ୍ ପ୍ରଦାନ କରିଛି । ନାକ୍ ଟିମର ପୁନଃ ଅନୁଧ୍ୟାନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ମନ୍ୟତା ମିଳିଛି । ଚଳିତ…
Big Breaking: ଡିସଚାର୍ଜ ହେଲେ ୫ ଓଡ଼ିଆ ଶ୍ରମିକ
ନୂଆଦିଲ୍ଲୀ: ଡାକ୍ତରଖାନାରୁ ଆଜି ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର କରାଯାଇଥିବା ୫ ଓଡ଼ିଆ ଶ୍ରମିକ । ଋଷିକେଶ ଏମ୍ସ ହସ୍ପିଟାଲରୁ ଆଜି ସେମାନଙ୍କୁ ଡିସଚାର୍ଜ କରାଯାଇଛି । ଏବେ ସେମାନଙ୍କୁ ଋଷିକେଶରୁ ଡେରାଡୁନକୁ…