CHARIDHAM
Browsing Category

ରାଜ୍ୟ

୨୦୨୩-୨୪ ଶିକ୍ଷାବର୍ଷରୁ ବଢିବ +୨ ସିଟ୍, ସୂଚନା ଦେଲେ ଗଣଶିକ୍ଷା ଓ ସଚିବ

ଭୁବନେଶ୍ୱର: ବଢିବ +୨ ସିଟ୍ ସଂଖ୍ୟା । ଏନେଇ ଗଣଶିକ୍ଷା ଓ ସଚିବ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଏଥର ମାଟ୍ରିକ ପାସ୍ ହାର ଅଧିକ ହୋଇଥିବାରୁ ସିଟ୍ ବଢିବା ନିଷ୍ପତ୍ତି ନିଆଯାଇଛି । ତେଣୁ ୨୦୨୩-୨୪ ଶିକ୍ଷାବର୍ଷରୁ…

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି ଓଡ଼ିଶା, ସାଢ଼େ ୧୧ଟାରେ ତାପମାତ୍ରା ୩୯ ଡିଗ୍ରୀ ପାର

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଲୋକମାନେ ଟହଳବିକଳ ହେଉଛନ୍ତି । ଦିନ ସାଢ଼େ ୧୧ଟାରେ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ ହୋଇଛି । ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର…

ଚିଲିକାରୁ ଚିହ୍ନଟ ହେଲା ନୂତନ ପ୍ରଜାତିର କୋଚିଆ ମାଛ ‘କଳିଙ୍ଗ ଡୁଣା’: ZSI ଓ ଓଡ଼ିଶାର ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ହ୍ରଦରୁ ଏକ ବିରଳ ପ୍ରଜାତିର କୋଚିଆ ମାଛ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତିର ମାଛକୁ ‘କଳିଙ୍ଗ ଡୁଣା’ ବା ‘ପାଇସାଡାନାଫିସ୍ କଳିଙ୍ଗା’ ବୋଲି କୁହାଯାଉଛି । ଓଡ଼ିଶାର ଐତିହାସିକଙ୍କ…

ଓଡ଼ିଶାର ଏହି ଜିଲ୍ଲାର ଚାଷୀଙ୍କୁ ଖରିଫ ଋତୁ ପାଇଁ ଦିଆଗଲା କାଳିଆ ସହାୟତା ରାଶି

ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩…

ଶ୍ରୀମନ୍ଦିରରେ ଆଜି ହେବ ରାଜେନ୍ଦ୍ରାଭିଷେକ ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି । ସଂଧ୍ୟାଧୂପ ନୀତି ଶେଷହେବା ପରେ ନୀତି ହେବ । ଆଜ୍ଞାମାଳ ପାଇ ମଦନମୋହନ ଖଟକୁ ବିଜେ କରନ୍ତି । ଜଗମୋହନ ଭିତର ଅନ୍ଧାର କରାଯାଇ ଏହି ନୀତି ହୁଏ ।…

‘ଫୋନ ପେ’ ରେ ଲାଞ୍ଚ ନେଉଥିଲେ ମଧ୍ୟ ଖସି ପାରିବନି: ଭିଜିଲାନ୍ସ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ଭିଜିଲାନ୍ସ ନୂତନ ପନ୍ଥା ଅବଲମ୍ବନ କରୁଛି । ଏବେ କୌଣସି ବାଟରେ ମଧ୍ୟ ଠକାମୀକୁ ରୋକାଯିବ ବୋଲି ଭିଜିଲାନ୍ସ କିହିଛି । ଲାଞ୍ଚ ନେଉଥିବା ଓ ସହଯୋଗ କରୁଥିବା…

ଗିରଫ ହେଲେ କରଞ୍ଜିଆ ତହସିଲଦାର, ଲାଞ୍ଚ ନେଇଥିବାର ହୋଇଥିଲା ଅଭିଯୋଗ

କରଞ୍ଜିଆ: କରଞ୍ଜିଆ ତହସିଲଦାର ବାର୍ଲସ ନାୟକଙ୍କୁ ଗିରଫ କରାଯାଇଛି । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛନ୍ତି । .. ପକ୍ଷରୁ ଜମି ଅଧିକରଣ ବେକ୍ ଦେବାକୁ ଲାଞ୍ଚ ନେବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ,…

ଯାତ୍ରା ଜଗତରୁ ଆସିଲା ଦୁଃଖ ଖବର: ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ର ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯାତ୍ରା ଜଗତରୁ ଆସିଛି ଏକ ଦୁଃଖ ଖବର । ଯାତ୍ରା ଜଗତର ଜଣାଶୁଣା ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ…

ମେ ୩୧ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ: CHSE ଦେଲା ସୂଚନା

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଶେଷ ହୋଇସାରିଛି। ମେ ୩୧ ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛି CHSE ବୋର୍ଡ। ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପରିଷଦ ପକ୍ଷରୁ କୁହାଯାଇଛି।…

ମହିମା ଧର୍ମର ହେବ ପ୍ରସାର ; ନିର୍ମାଣ ହେବ ୨୩୫ କୋଟିର ‘ମହିମା ସେତୁ’

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳ ଗୁଡିକର ପୁନଃନିର୍ମାଣ କାର୍ଯ୍ୟ ଚାଲିଛି । ସେହି ଧାରାରେ ମହିମା ପୀଠ ମଧ୍ୟ ସାମିଲ ହୋଇଛି । ଗତକାଲି ମା ସମଲେଶ୍ୱରୀ ପୀଠ ଗସ୍ତ ପରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ…