
Browsing Category
ରାଜ୍ୟ
ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ: ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ…
କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍ସର ଉଦ୍ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ…
ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବାଲେଶ୍ୱର: ବାହାନଗା ପୂର୍ବରୁ ପାସେଞ୍ଜର ଟ୍ରେନରେ ହୋଇଛି ଅଗ୍ନିକାଣ୍ଡ । ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଟ୍ରେନ୍ ଚାଲୁଥିବା ସମୟରେ ପଛବଗିରେ ଲାଗିଯାଇଥିଲା ନିଆଁ । ସୂଚନା…
ଜୟପୁର ଏୟାରପୋର୍ଟକୁ ଲାଇସେନ୍ସ: ‘ଉଡ଼ାନ୍’ ଯୋଜନାରେ ବିମାନ ଚଲାଚଳ ପାଇଁ ଅନୁମତି
କୋରାପୁଟ: ଓଡ଼ିଶାର ଆଉ ଏକ ବିମାନବନ୍ଦରକୁ ମିଳିଲା ଲାଇସେନ୍ସ। କୋରାପୁଟ ଜିଲ୍ଲା ଆଉ ଅପହଞ୍ଚ ଜିଲ୍ଲା ହୋଇ ରହିବ ନାହିଁ। ଜୟପୁର ବିମାନ ବନ୍ଦରକୁ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଛି। 'ଉଡ଼ାନ୍' ଯୋଜନାରେ ଲାଇସେନ୍ସ ନେଇ…
ଭୋଟ୍ ପାଇଁ ଛୁଟି ଘୋଷଣା କଲେ ଓଡ଼ିଶା ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ୩ ହେଭିୱେଟ୍ ନେତା ମଇଦାନକୁ ଓହ୍ଲାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଭାବେ ରାଜେନ୍ଦ୍ର ଦାସ…
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଳାକାର ଚୟନ ପାଇଁ ବାହାରିଲା ବିଜ୍ଞପ୍ତି
ବରଗଡ଼(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଧନୁଯାତ୍ରାରେ କଳାକାର ଚୟନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମହାରାଜ କଂସ ଭୂମିକା ପାଇଁ ଆବେଦନ କରିପାରିବେ ।…
Cyclone ‘Sitrang’ ଭୟ ହଟିଲା! ଓଡ଼ିଶା ଛୁଇଁବନି, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼େ ମୁହାଁଇବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ସାରିଥିବା ବେଳେ ଏହା ୨୨ ତାରିଖ ସୁଦ୍ଧା…
ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ;୨୨ ବେଳକୁ ନେବ ଅବପାତର ରୂପ !
ଭୁବନେଶ୍ୱର :ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ୨୨ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରେ ଏହି ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ ବୋଲି ଆକଳନ କରିଛି…
ଏଣିକି ସମସ୍ତ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ‘୧୦୮’: ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରୋଗୀମାନଙ୍କୁ ଆଉ ଆମ୍ବୁଲାନ୍ସ ପାଇଁ ହଇରାଣ ହେବାକୁ ପଡ଼ିବନି । ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ‘୧୦୮’ ରହିବ । ସରକାରୀ ଆମ୍ବୁଲାନ୍ସ ନ ମିଳିଲେ ଘରୋଇ ଆମ୍ବୁଲାନ୍ସ ଉପଲବ୍ଧ…
Video: ଅବିବେକି ମଣିଷ ତତେ ଧର୍ମ ସହିବନୀ ! ମୋ ସହ ଏମିତି କଲୁ, ମୁଁ ତୋ ପାଇଁ କ’ଣ ନକରିଥିଲି..ତତେ ଟିକେ ଦୟା ଲାଗିଲାନି
ହଇରେ ଅବିବେକି ମରିଷ ମୋର କ୍ଷିର ଖାଇଲୁ ଶେଷରେ ମୋତେ ଜାଳିଦେଲୁ । ମୋର ଦୋଷ କଣ ଥିଲା । ଏଇଆକି ମୁଁ ତତେ ସବୁବେଳେ କ୍ଷୀର ଖାେଇବାକୁ ଦେଉଥିଲି । ମୋତେ କେତେ କଷ୍ଟ ହୋଇଥବ ତୁ ଜାଣିଛୁ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲା…