CHARIDHAM
Browsing Category

ରାଜ୍ୟ

ରାଜ୍ୟରେ ବନ୍ଦ ହୋଇଯିବ ହୋମିଓପାଥିକ ପିଜି ପାଠ୍ୟକ୍ରମ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ହୋମିଓପାଥି ଚିକିତ୍ସାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଏଲୋପାଥିକ ଚିକିତ୍ସା ପାଠ୍ୟକ୍ରମକୁ ରାଜ୍ୟ ସରକାର ଯେଉଁ ମାତ୍ରାରେ ଗୁରୁତ୍ୱ ଦେଉଛନ୍ତି ହୋମିଓପାଥିକ…

ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ: କାହାକୁ କେଉଁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ, ପରାମର୍ଶଦାତା, ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛନ୍ତି । କଳିକେଶ ନାରାୟଣ ସିଂହ ଦେଓଙ୍କୁ ଓଡ଼ିଶା ହାଉସିଂ ବୋର୍ଡର…

ବଏଲ୍ ଯାତ୍ରାରେ ଲାଗିଲା ଭକ୍ତଙ୍କ ଭିଡ଼: ମାନସିକ ପୂରଣ ପାଇଁ ଇଷ୍ଟ ଦେବୀ ମା ଗଙ୍ଗା ଦେଈଙ୍କ ପୀଠ ଚଳଚଞ୍ଚଳ

ଚାରିଆଡେ ଶାରଦୀୟ ପୂଜାର ଉତ୍ସାହ ଲାଗି ରହିଥିବା ବେଳେ ବଡ଼ବାଙ୍କିରେ ପାଳିତ ହୋଇଛି ଇଷ୍ଟଦେବୀ ମାଁ ଗଙ୍ଗା ଦେଇଙ୍କ ଖନ୍ଦା ଚଲାଯ।ତ୍ରା । ଗ୍ରାମବାସୀଙ୍କ ଦ୍ୱାରା ପୂଜା ପାଉଥିବା ଇଷ୍ଟ ଦେବୀ ମାଁ ଗଙ୍ଗା ଦେଇଙ୍କ ବଏଲ୍…

(Video) ଲଲିପପ୍ ପାଇଁ ଚାଲିଗଲା ୧୦ ବର୍ଷ ପୁଅର ଜୀବନ, ପରିବାରରେ ଶୋକର ଛାୟା…

ଲଲିପପ୍ ପାଇଁ ଚାଲିଗଲା ୧୦ ବର୍ଷ ପୁଅର ଜୀବନ ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନର୍ଗତ ଢ଼ିମିରିଝୁଳି ଗାଁରେ । ଲଲିପପ ଖାଇବା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି  ।…

ବ୍ଲାକମେଲର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଭୁଶୁଡ଼ିଲା: ସମସ୍ତ ଅପରାଧର ବିବରଣୀ ଦେଲେ DCP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାସାମ୍ରାଜ୍ୟର ରାଣୀ ଅର୍ଚ୍ଚନା ନାଗଙ୍କ ସମସ୍ତ ଗୁମର ଖୋଲି ଯାଇଛି । ଏକ ସାଧାରଣ ପରିବାରରୁ ଆସିଥିବା ଅର୍ଚ୍ଚନା କଳା କାରବାର କରି କମ୍ ଦିନ ମଧ୍ୟରେ ଅମାପ ଧନ ସମ୍ପତ୍ତିର ପାହାଡ଼ ଉପରେ…

ଖେଳାଳିଙ୍କ ଉପରେ ବଜ୍ରାଘାତ: ପଡିଆରେ ପ୍ରାଣ ହରାଇଲେ ୨ ଜଣ ପ୍ଲେୟର

ସୁନ୍ଦରଗଡ: ଖେଳ ପଡିଆରେ ପ୍ରାଣ ହରାଇଛନ୍ତି ୨ ଜଣ ପ୍ଲେୟର । ନିଜ ଦଳ ପାଇଁ ଫେଳୁଥିବା ବେଳେ ପଜ୍ରାଘାତରେ ଉଭୟଙ୍କର ମୃତ୍ୟୁ ଘଟିଛି । ମ୍ୟାଚ ଚାଲିଥିବା ବେଳେ ବଜ୍ରାଘାତର ଶିକାର ହୋଇ ଉଭୟ ଖେଳାଳି ପ୍ରାଣ ହରାଇତିବା…

ଧାମନଗର ଉପନିର୍ବାଚନ: ସୂର୍ଯ୍ୟବଂଶୀ ସୂରଜ ହେଲେ BJP ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ବିଜେପି ଧାମନଗର ଉପନିର୍ବାଚନ…

୧୦ ବର୍ଷର ପୁଅ ପାଇଁ କାଳ ସାଜିଲା ଲଲି ପପ୍: ୨ଟି ଲଲିପପ୍ ଖାଇବା ପରେ ମୃତ୍ୟୁ..

ମୋହନା: ଚକୋଲେଟ ଲଲିପପ ଖାଇବା ପ୍ରତ୍ୟେକ ପିଲାଙ୍କ ପସନ୍ଦ ହୋଇଥାଏ । କିନ୍ତୁ ଏହି ଲଲିପପ ଖାଇବା ପୁଣି ଯେ, ଗୋଟିଏ ନିରୀହ ଅବୋଧ ଶିଶୁ ପାଇଁ କାଳ ସାଜିବ ତାହା କେହି କେବେ ଚିନ୍ତା ବି କରିନଥିବେ । ତେବେ ଗଜପତି ଜିଲ୍ଲା…

ପୋଲିସର ଚଢାଉ ସମୟରେ ବ୍ରିଜରୁ ଡେଇଁ ଯୁବକ ମୃତ

ଜଳେଶ୍ଵର: ରାଜ୍ୟରେ ଦିନକୁ ଦିନ ବିଭିନ୍ନ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସତର୍କ ରହିଛି ପୋଲିସ୍ । ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ସମୟରେ ଜଳେଶ୍ଵର ପୋଲିସ ୩ଟି ଗୋରୁ…

ବିଜ୍ଞପ୍ତି ପ୍ରକାଶ: ଓଟିଇଟି ପରୀକ୍ଷା ପାଇଁ ୧୦ତାରିଖରୁ ଫର୍ମପୂରଣ ଆରମ୍ଭ

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) -୨୦୨୨ର ଦ୍ୱିତୀୟ ପରୀକ୍ଷା ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ଵାରା ପରିଚାଳିତ ଏହି ପରୀକ୍ଷା ନିମନ୍ତେ ଆସନ୍ତା ୧୦ତାରିଖଠାରୁ ୧୯ ତାରିଖ…