
Browsing Category
ରାଜ୍ୟ
ଶ୍ରୀମନ୍ଦିର ଭିତରେ ଜଣେ ନାବାଳକକୁ ଅସଦାଚରଣ, ପୂଜକ ଗିରଫ
ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକକୁ ଅସଦାଚରଣ, ସାକ୍ଷୀ ରହିଲେ ମହାପ୍ରଭୂ ଜଗନ୍ନାଥ। ଆଉ ଯୌନ ନିର୍ଯାତନା ପାଇଁ ଉଦ୍ୟମ କରିଥିବା ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିଂହଦ୍ଵାର ଥାନା ପୋଲିସ। ଗିରଫ ପୂଜକ…
ଧାମନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଶରତ ଦାସ, ଶେଷ ପର୍ଯ୍ୟାୟରେ ନିଷ୍ପତ୍ତି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଜୋରଦାର କସରତ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଶୁକ୍ରବାର ଉପନିର୍ବାଚନ ପାଇଁ…
Odisha Civil Service-2020 ପରୀକ୍ଷା ଫଳ ପ୍ରକାଶ: ତେଜସ୍ୱିନୀ ଟପ୍ପର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ୨୦୨୦ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ୩୯୨ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ରହିଛନ୍ତି ।…
ବନ୍ଧା ହେଲେ ସୁନ୍ଦରୀ ବ୍ଲାକମେଲ୍ର: ନେତା ଓ ଅଭିନେତାଙ୍କୁ ଅଶ୍ଲୀଳ ଭିଡିଓ କରି ଲୁଟୁଥିଲେ ଟଙ୍କା
ଭୁବନେଶ୍ୱର: ସେକ୍ସ ସ୍କାଣ୍ଡଲରେ ଫସିଲେ ରହସ୍ୟମୟୀ ଯୁବତୀ । ଏହି ମାମଲାରେ ବନ୍ଧା ହୋଇଛନ୍ତି ଜଣେ ସୁନ୍ଦରୀ ବ୍ଲାକମେଲ୍ର । ଅଶ୍ଲୀଳ ଭିଡିଓ କରି ବ୍ଲାକମେଲ୍ କରୁଥିବା ସୂଚନା ମିଳିଛି । ପ୍ରଯୋଜକ,ରାଜନେତାଙ୍କୁ…
ଧାମନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି : ୩ରେ ଭୋଟିଂ ତ’ ୬ରେ ରେଜଲ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୪ ନାମାଙ୍କନ ଦାଖଲର ଶେଷ ଦିନ । ଏହା ସହ…
(Video) ସମୁଦ୍ର ମଝିରେ ଜଳିଗଲା ମାଛଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ମତ୍ସଜୀବୀ
ଚାନ୍ଦବାଲି: ସମୁଦ୍ରରେ ଲାଗିଲା ନିଆଁ । ଭଦ୍ରକ ଚାନ୍ଦବାଲି ବ୍ଲକ ଧାମରାର ହୁଇଲର ଦୀପ ନିକଟରେ ମାଛ ଧରୁଥିବା ବେଳେ ଫିସିଙ୍ଗ ବୋଟରେ ଅଗ୍ନିକାଣ୍ଡ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡ ପରେ ଟ୍ରଲରଟି…
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ୯ ତାରିଖ ଯାଏଁ ପ୍ରବଳ ବର୍ଷିବ, ପାଣିପାଗ ବିଭାଗର ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବା ସହ ଆନ୍ଧ୍ର ଉପକୂଳ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ଲଗାଣ ବର୍ଷା ଲାଗି…
OAS ସ୍ତରରେ ଅଦଳବଦଳ, ପ୍ରତିଭା ଦୋରା ହେଲେ OAVS ଯୁଗ୍ମ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ସରକାରଙ୍କ ୱାର୍କସ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଦିଲୀପ କୁମାର ରାୟଙ୍କୁ ଏସଏସ ଆଣ୍ଡ…
(Video) ଓଡ଼ିଶା ବଜାରକୁ ଆସିଲା ଅଦ୍ଭୂତ କୁକୁଡ଼ା: ମୟୁର ପରି ଦିଶୁଥିବା କୁକୁଡ଼ାକୁ ଦେଖିବାକୁ ଲାଗିଲା ଭିଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ସାଧାରଣ କୁକୁଡ଼ା ଦେଖିଥିବେ । ତେବେ ଏବେ ଓଡ଼ିଶା ବଜାରକୁ ଆସିଛି ଏକ ଭିନ୍ନ ପ୍ରଜାତିର କୁକୁଡ଼ା । ଏହି ଅଦ୍ଭୁତ କୁକୁଡ଼ା ମୟୂର ପରି ଦେଖାଯାଉଥିବା ବେଳେ ଏହାକୁ ଦେଖିବାକୁ ଏବେ…
ବୀରତ୍ୱର ପର୍ବ ଲାଖମରା: ଆଜିବି ପାଳନ ହେଉଛି ରାଜା ରାଜୁଡା ସମୟର ଏହି ପରମ୍ପରା
ରାୟଗଡା: ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ତେବେ ଏହି ଜିଲ୍ଲାର କାଶୀପୁର ବ୍ଲକରେ ଅନନ୍ୟ ପାରମ୍ପରିକ ପ୍ରଥା ଓ ସଂସ୍କୃତି ଦେଖିବାକୁ ମିଳିଥାଏ । ଏଠାରେ ନାଗ ବଂଶର ରାଜୁତି ଚାଲୁଥିବା ବେଳେ ବର୍ତ୍ତମାନ…