Browsing Category

ରାଜ୍ୟ

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ:ଗତ୨୪ ଘଣ୍ଟାରେ ୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ

କିଛି ଦିନ ରାଜ୍ୟରେ ଦୀନିକ କରୋନା ସଂକ୍ରମଣ ୧୦୦୦ ଉପରେ ରହୁଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୮୧ଜଣ ନୂଆ ଆକ୍ରାନ୍ତ ଚିହଟ୍ନ ହୋଇଛନ୍ତି । ସେଥିମଧ୍ୟରୁ ୪୦୬ ଟି ଲୋକାଲ କେସ୍…

“ଓଡ଼ିଶାରେ ଗରିବୀ ଜାତୀୟ ହାରଠୁ କମ୍’, ମୋଟ୍ ଜନସଂଖ୍ୟାର ୨୯.୩୫% ଲୋକ ଗରିବ

ଭୁବନେଶ୍ୱର, ୨୯ା୭ (ଭାସ୍କର ନ୍ୟୁଜ୍): ଓଡ଼ିଶାର ମୋଟ୍ ଜନସଂଖ୍ୟାର ୨୯.୩୫% ଲୋକ ଗରିବ ବୋଲି ଆକଳନ କରାଯାଇଛି । ତେବେ ଜାତୀୟ ହାର ତୁଳନାରେ ଓଡ଼ିଶାରେ କମ୍ ଗରିବ ରହିଛନ୍ତି ବୋଲି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ…

ଆସୁଛି ଆଉ ଏକ ଲଘୁଚାପ ! ଅଗଷ୍ଟ ୬ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅଗଷ୍ଟ ୬ରୁ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଲଘୁଚାପ ପ୍ରଭାବରେ ୬ରୁ ୯ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ…

(Video) ରାତି ଅଧରେ ଜନ୍ମଦିନ ପାଳି ବାହାରକୁ ଆସିଲେ ବାବୁସାନ, ଦେଖନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ବାବୁସାନ-ତୃପ୍ତି-ପ୍ରକୃତି କଳିର ବିପାଦ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବାବୁସାନ୍ ପୁଣି ରାତି ଅଧରେ ନିଜ ଜନ୍ମଦିନ ପାଳି ବାହାରକୁ ଆସିଥିବା ଦେଖିବାକୁ…

ରାଜ୍ୟରେ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏହି ସହର: ଦୋକାନ,ବଜାର ସହ ଗାଡ଼ି ଚଳାଚଳ ଠପ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୨ ଘଣ୍ଟା ପାଇଁ ବନ୍ଦ ରହିବ ବରଗଡ଼ ସହର । ସଚେତନ ନାଗରିକ କମିଟି ପକ୍ଷରୁ ବରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ ।…

୫ ହଜାର ୫୦୦ ଟଙ୍କା ବଢ଼ିଲା PET ଶିକ୍ଷକଙ୍କ ଦରମା, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ କାର୍ଯ୍ୟ କରୁଥିବା ପିଇଟିଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପିଇଟିଙ୍କ ଦରମା ୫…

(Video) ପୁଣି ସାମ୍ନାକୁ ଆସିଲେ ବାବୁସାନ, ପରିବାର ସହ ଜନ୍ମଦିନ ପାଳିବା ନେଇ ଦେଲେ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାବୁସାନ-ତୃପ୍ତି ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ବାବୁସାନ ଏବଂ ପ୍ରକୃତି କାରରେ ଏୟାରପୋର୍ଟ ଯାଉଥିବା ସମୟରେ ସେମାନଙ୍କୁ ସତ୍ୟନଗର ଅଞ୍ଚଳରୁ ବାବୁସାନଙ୍କ ପତ୍ନୀ ତୃପ୍ତି…

ଚଳିତ ବର୍ଷ ହେବ ନାହିଁ CT ପ୍ରବେଶିକା ପରୀକ୍ଷା, ଦଶମ ଓ ଦ୍ୱାଦଶ ମାର୍କ ଆଧାରରେ ହେବ ଆଡମିଶନ, ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଲା SCERT

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ସିଟିରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ହେବ ନାହିଁ । ମାଟ୍ରିକ ଓ ଯୁକ୍ତଦୁଇ କ୍ୟାରିୟର ମାର୍କ ଆଧାରରେ ଅନୁଷ୍ଠିତ ହେବ । ସିଟିରେ ନାମଲେଖା ପାଇଁ (ରାଜ୍ୟ ପରିଷଦ…

ଚିକିତ୍ସାଧୀନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତହାତୀର ମୃତ୍ୟୁ, ଦେହରେ ବାଜିଥିଲା ୬ ଟି ଗୁଳି

କଟକ: ଶେଷରେ ଗୁଳିମାଡ଼ରେ ଆଉ ଏକ ଦନ୍ତାହତୀର ମୃତ୍ୟୁ ଘଟିଛି । ଦେହରେ ୬ ଟି ଗୁଳିବାଜିଥିବାରୁ ଦନ୍ତା ହାତୀଟିର ମୃତ୍ୟୁ ହୋଇଛି, ଜଙ୍ଗଲରେ ହୋଇଛି ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ । ବଡ଼କଥା ହେଉଛି ଏହି…

୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ସବ୍ ଇନ୍ସପେକ୍ଟର…

ନୟାଗଡ଼: ଗିରଫ ହେଲେ ଖୋଦ୍ ପୋଲିସ୍ ବାବୁ । ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ସବ୍ ଇନ୍ସପେକ୍ଟର  । ସୂଚନା ଅନୂଯାୟୀ, ଶୁକ୍ରବାର ନୟାଗଡ଼ ଖଣ୍ଡପଡା ଥାନା କଣ୍ଟିଲୋ ଆଉଟ ପୋଷ୍ଟ ସବ୍…