Browsing Category

ରାଜ୍ୟ

(Video) ମଦ ପିଇ ରାସ୍ତାରେ ଗଡ଼ିଲେ ପୋଲିସ ବାବୁ: କହିଲେ-‘ସସପେଣ୍ଡ କଲେ ବି ପିଇବି’

ମୟୂରଭଞ୍ଜ(ଓଡ଼ିଶା ଭାସ୍କର): ମଦ ନିଶାରେ ପଡ଼ିଲେ ଲୋକମାନେ ହିତାହିତ ଜ୍ଞାନ ବି ଭୁଲି ଯାଆନ୍ତି । ଅନେକ ବଡ଼ ବଡ଼ ଲୋକମାନେ ମଧ୍ୟ ଏହା ଆଗରେ ଦୁର୍ବଳ ପାଲଟିଯାଆନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ନା କିଛି…

ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା, ସରକାର ଗଣିବେ ୧୦୦ କୋଟିର ତଣ୍ଡ

ଭୁବନେଶ୍ୱର: ସରକାର ଗଣିବେ ୧୦୦ କୋଟିର ତଣ୍ଡ,କି ବିଚିତ୍ର କଥା କାନ ଶୁଣିଲା,ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା'' ଶୀର୍ଷକ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେପି...ଯାହାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି।…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦୁଃଖଦ ଥିଲା ବ୍ୟକ୍ତିଗତ ଜୀବନ, ଆସନ୍ତୁ ଜାଣିବା ତାଙ୍କ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ପାଞ୍ଚ ବର୍ଷର କାହାଣୀ

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣ ତାଙ୍କ ନିକଟରେ ଶପଥ ଗ୍ରହଣ କରିଥିଲେ। ଆମେ ଆପଣଙ୍କୁ କହିବୁ ଯେ ମୁର୍ମୁ…

(Video)ସମୁଦ୍ର ମଝିରେ ପୁଣି ଜଳିଗଲା ଏକ ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ପାରାଦୀପ(ଓଡ଼ିଶା ଭାସ୍କର): ଚିଲିକା ମୁହାଣ ନିକଟ ସମୁଦ୍ରରେ ଜଳିଗଲା ମାଛଧରା ବୋଟ 'ଭାଗିଦାରୀ-୩'। ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫…

ଦୁର୍ବଳ ହେଉଛି ଘୂର୍ଣ୍ଣିବଳୟ: ୨ ଦିନ ପରେ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିଲେ ମଧ୍ୟ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଛି । ଅର୍ଥାତ୍ ଏହା କ୍ରମଶଃ ଦୁର୍ବଳ ହେବାରେ…

କୋଲକାତା ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଆସନ୍ତାକାଲି ସକାଳେ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର AIIMSକୁ ଆଣିବାକୁ ଅନୁମତି

କୋଲକାତା: ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ସହ ଜଡିତ ସ୍କୁଲ ନିଯୁକ୍ତି ସ୍କାମରେ ଇଡିର ତଦନ୍ତ ବଢ଼ିବାରେ ଲାଗିଛି। ସେପଟେ ଅର୍ପିତା ମୁଖାର୍ଜୀଙ୍କ ଜାମିନ ଆବେଦନକୁ…

Video: ଇଆଡେ ସିଆଡେ ଅନାଇଲା କେହି ନଥିବାର ସୁଯୋଗ ଦେଖି ଡିକି ଖୋଲି ଲୁଟିନେଲା…

କେଉଁଝର: ଚୋରୀର ଲାଇଭ୍ ଦୃଶ୍ୟ। ଏଟିଏମ ରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବେକେରୀ ଦୋକାନ ନିକଟରୁ ଡ଼ିକି ତାଡି ୧୦ ହଜାର ଟଙ୍କା ନେଇଗଲେ ଯୁବକ। ଆଉ ଚୋରୀର ଭିଡିଓ ସିସିଟିଭିରେ କଏଦ ହୋଇଛି। ହ୍ୱାଇଟ ସାର୍ଟ ପିନ୍ଧିଥିବା ଏ…

ଶପଥ ଗ୍ରହଣ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଳୀ: ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଯାହା ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ । ସୋମବାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ…

Video: ପୁଣି ସାମ୍ନାକୁ ଆସିଲେ ବାବୁସାନ୍‌, ଦେଖନ୍ତୁ ପରିବାର ଲୋକଙ୍କ ବିଷୟରେ କ’ଣ କହିଲେ

ଭୁବନେଶ୍ୱର: ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବାବୁସାନ୍ । ପ୍ରକୃତି ତାଙ୍କୁ ବହୁତ୍ ଭଲ ସହଯୋଗ କରୁଛନ୍ତି। ବାବୁସାନ୍ କହିଛନ୍ତି ଯେ, ପ୍ରକୃତି ତାଙ୍କୁ ବ୍ଲାକ୍‌ମେଲ୍ କରିନାହାନ୍ତି, କି ତାଙ୍କୁ ହଇରାଣ…

ଅଗଷ୍ଟରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ୍, ଜାଣି ରଖନ୍ତୁ କେଉଁ କେଉଁ ଦିନ

ନୂଆଦିଲ୍ଲୀ: ଜୁଲାଇ ମାସ ଶେଷ ହେବାକୁ ଅଛି ଏବଂ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ସ୍ୱାଧୀନତା ଦିବସ ସହ ଅନେକ ପର୍ବ ଆସୁଛି ଏହି ମାସରେ । ଯଦି ଆପଣ ଆସନ୍ତା ମାସରେ ବ୍ୟାଙ୍କ ସହ ଜଡ଼ିତ କୌଣସି ଜରୁରୀ କାମ ଅଛି, ତେବେ…