
Browsing Category
ରାଜ୍ୟ
ଭଦ୍ରକ: କ୍ରୋଧ ବୁଝିଲାନି ସମ୍ପର୍କର ମାନ, ସାମାନ୍ୟ ବଚସାରୁ ବାପା-ପୁଅ ହଣାହଣି, ଘଟଣାସ୍ଥଳରେ ପୁଅର ମୃତ୍ୟୁ
ଭଦ୍ରକ: (ଓଡ଼ିଶା ଭାସ୍କର) ପାରିବାରିକ କଳହର କରୁଣ ପରିଣତି ବାପାର କଟୁରୀ ଚୋଟରେ ଚାଲିଗଲା ପୁଅର ଜୀବନ । ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମରେ ଅଘଟଣ । ପାରିବାରିକ କଳିରେ…
ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସୁପରସୋନିକ୍ କ୍ଷେପଣାସ୍ତ୍ର ସ୍ମାର୍ଟର ସଫଳ ପରୀକ୍ଷଣ
ଭୁବନେଶ୍ୱର: ଭଦ୍ରକ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସୁପରସୋନିକ୍ ମିସାଇଲ୍ ଆସିଷ୍ଟେଡ୍ ରିଲିଜ୍ ଅଫ୍ ଟର୍ପେଡୋ-ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା…
କୁଆପଥର ମାଡ଼ ପରେ ବିମାନର ଜରୁରୀ ଅବତରଣ; ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କୁଆପଥର ମାଡ଼ ପରେ ବିମାନର ଜରୁରୀ ଅବତରଣ । ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ । ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ । ଟେକଅପ୍ କରିବାର…
Big Breaking: ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା
ଭୁବନେଶ୍ୱର: କଟକ, ଭୁବନେଶ୍ୱରରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ଦେଖାଦେଇଛି । କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ…
ମୋବାଇଲ ହେଲଥ୍ ୟୁନିଟର ସମସ୍ତ ଫାର୍ମାସିଷ୍ଟ ରେଗୁଲାର ହେବେ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୋବାଇଲ ହେଲଥ ୟୁନିଟରେ କାମ କରୁଥିବା ସମସ୍ତ ଫାର୍ମାସିଷ୍ଟଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫାର୍ମାସିଷ୍ଟମାନେ ଚାକିରିରେ ୬…
Breaking: ଆଜି ଆଣ୍ଟି ସବମେରାଇନ ମିଜାଇଲ ପରୀକ୍ଷଣ
ଭୁବନେଶ୍ୱର: ଆଜି ସ୍ମାର୍ଟ ୩ ଆଣ୍ଟି ସବମେରାଇନ ମିଜାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଅବଦୁଲ କଲାମ ଦ୍ୱୀପରୁ ସକାଳ ୮ଟା ୩୫ରେ ବ୍ୟବହାରିକ ପରୀକ୍ଷଣ ହୋଇଛି । ଡିଆରଡିଓ ପସ୍ତୁତ ଏହି ମିଜାଇଲ୍ ୬୪୩ କିମି…
ପ୍ରଚାର ପାଇଁ ଓଡ଼ିଶାକୁ ଛୁଟୁଛି କେନ୍ଦ୍ରମନ୍ତ୍ରୀଙ୍କ ସୁଅ; ଆସନ୍ତା ୭ରେ ନବରଙ୍ଗପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ୩କୁ ଆସିବେ ରାହୁଲ…
ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଚାର ପାଇଁ କମ୍ପୁଛି ପଲ୍ଲୀରୁ ସହର । ପ୍ରାର୍ଥୀ ଘୋଷଣା ମଧ୍ୟରେ ଜାରି ରହିଛି ଦଳଡିଆଁ । କିଏ ଟିକେଟ ପାଇଁ…
ତପ୍ତପାଣି ଘାଟିରେ ଦୁର୍ଘଟଣା, ଡ୍ରାଇଭର ମୃତ
କୋଇଡା: କେ.ବଲାଙ୍ଗ ଥାନା ଚୁନା ଘାଟିରେ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଲୁହାପଥର ବୋଝେଇ ଟ୍ରକ୍ ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣା ଘଟିଛି । ବ୍ରେକ୍…
ଆଜିଠାରୁ ୩ ମାସ ବନ୍ଦ ରହିବ ଭିତରକନିକା, ରାଜନଗର ବନଖଣ୍ଡ ଅଧିକାରୀ ପକ୍ଷରୁ ନିର୍ଦ୍ଦେଶ ଜାରି
ରାଜନଗର: ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ବନ୍ଦ । କୁମ୍ଭୀର ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜାତୀୟ ଉଦ୍ୟାନ । କୁମ୍ଭୀରମାନଙ୍କ ମିଳନ…
ଓଡ଼ିଶା ଆସିବେ ଏସ୍. ଜୟଶଙ୍କର, କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଆସନ୍ତା ମେ ୫ ତାରିଖରେ କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି ବିଜେପି ନେତା
ଭର୍ତ୍ତୃହରି ମହତାବ ।…